ତନୁଶ୍ରୀ ଆଣିଲେ ଥାନାରେ ନାନଙ୍କ ନାଁରେ ବଡ ଅଭିଯୋଗ – କହିଲେ ସୁଟିଙ୍ଗ ସେଟରେ ମୋର ଏହି ସବୁ ଜାଗାକୁ ଛୁଇଁବାକୁ ଚେଷ୍ଟା କରିଥିଲେ – ଜାଣନ୍ତୁ ପୁରା ଘଟଣା

ତନୁଶ୍ରୀ ଆଣିଲେ ଥାନାରେ ନାନଙ୍କ ନାଁରେ ବଡ ଅଭିଯୋଗ

ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରି ଛନ୍ତି । ନାନା ପାଟେକର ଓ ବିବେକ ଅଗ୍ନିହୋତ୍ରୀଙ୍କଠୁ ନୋଟିସ ପାଇବା ପରେ ଗୋଟିଏ ପାଦ ଆଗକୁ ବଢି ଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ତେବେ ଏହି ଘଟଣା ଦୀର୍ଘ ୧୦ ବର୍ଷ ପୁରୁଣା । ତନୁଶ୍ରୀଙ୍କ ଏହି ଅଭି ଯୋଗ ପରେ ନାନାଙ୍କ ଅଡୁଆ ବଢିବା ସମ୍ଭା ବନା ରହିଛି । ସେପଟେ ନାନା ପାଟେକର ମୁମ୍ବାଇ ବାହାରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ଘଟଣାର ଅଧିକ ତଦନ୍ତ ପରେ ନିଷ୍ପତି ନିଆଯିବ ବୋଲି ପୁଲିସ କହିଛି । ମୁମ୍ବାଇକୁ ଫେରିଲେ ସବୁ ସତ୍ୟା ସତ୍ୟ ସାମ୍ନାକୁ ଆଣିବେ ବୋଲି ସେ କହି ଛନ୍ତି ।

ଏହି କୁକୁର ପାଖରେ ଅଛି ଅମ୍ବାନି ଠାରୁ ମଧ୍ୟ ଅଧିକ ସମ୍ପତି, ଜାଣିଲେ ଆପଣ ମଧ୍ୟ ମଣିଷ ନୁହେଁ କୁକୁର ଜନ୍ମ ନବାକୁ ଚାହିଁବେ

ସୁଟିଙ୍ଗ ସେଟରେ ମୋର ଏହି ସବୁ ଜାଗାକୁ ଛୁଇଁବାକୁ ଚେଷ୍ଟା କରିଥିଲେ

ଏପରିକି ତନୁଶ୍ରୀଙ୍କ ଅଭିଯୋଗ ମିଛ ଏବଂ ସେ ମିଛ କହୁଛନ୍ତି । ଅକ୍ଟୋବର ୭-୮ ତାରିଖରେ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ ତଥ୍ୟ ରଖିବେ ବୋଲି କହିଛନ୍ତି ନାନା ପାଟେକର । ଦେଶବାସୀ ଜାଣିଛନ୍ତି ସେ କଣ ବୋଲି କହିଛନ୍ତି ନାନା ପାଟେକର । ତାଙ୍କ ମାନହାନୀ ଘଟାଇବାକୁ ତନୁଶ୍ରୀ ଉଦ୍ୟମ କରୁଥିବା ନାନା ଅଭିଯୋଗ ଆଣିିଛନ୍ତି ।

ଜୋରଜବରଦସ୍ତ ତାଙ୍କ ପାଖକୁ ଆସିବାକୁ ସେ ବାରମ୍ବାର ଚେଷ୍ଟା କରୁଥିଲେ ବୋଲି କହୁଛନ୍ତି ତନୁଶ୍ରୀ । ୨୦୦୮ ମସିହାରେ ଫିଲ୍ମ ହର୍ନ ଓକେ ପ୍ଲିଜ୍ ଫିଲ୍ମ ଅବସରରେ ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଦତ୍ତ ଅଭିଯୋଗ କରିଛନ୍ତି ।

କିଛି ଅଲଗା କାମ ପାଇଁ ବନିଥିଲା “ହାଇ ହିଲ୍” ଓ “କୋଲା” ଭଳି ଜିନିଷ – ଏସବୁର ଅସଲି ବ୍ୟବହାର ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ