ଲୋକ ଏସବୁ ପର୍ଯ୍ୟନ୍ତ ଏହି ଫୋଟୋକୁ ଭାବୁଥିଲେ ସତ, କିନ୍ତୁ ଯେତେବେଳେ ଏହାର ସତ୍ୟତା ଜଣାପଡିଲା ତ…

ଏ ପର୍ଯ୍ୟନ୍ତ ଏହି ଫୋଟୋକୁ ଭାବୁଥିଲେ ସତ

ଇନ୍ଟରନେଟରେ ସବୁ ଦିନ କିଛି ନା କିଛି ଫୋଟୋ ଭାଇରାଲ ହେଉଛି ଯାହାକୁ ଦେଖିକି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହୁ ନାହିଁ । କିଛି ଫୋଟୋ ତ ଏମିତି ହୋଇ ଥାଏ ଯାହାକୁ ଦେଖିକି କେହିବି କହି ପାରିବେନି ଏହା ଏଡିଟ ହୋଇଛି ବୋଲି । କିନ୍ତୁ ଯାହା ଦେଖାଯାଏ ସେମିତି ହୋଇ ନଥାଏ । ଫୋଟୋ ଗୁଡିକ ଏଡିଟ ହୋଇ ଲୋକନଙ୍କ ନଜରକୁ ଆସି ଥାଏ କିନ୍ତୁ ଯେତେ ବେଳେ ତାହା ପଛରେ ଥିବା ସତ୍ୟତା ଜଣାପଡେ ଲୋକ ମାନେ ବିଶ୍ବାସ କରି ପାରନ୍ତି ନାହିଁ । ତେବେ ଆସନ୍ତୁ ଦେଖିବା ସେହି ଭଳି କିଛି ଫୋଟୋ ।

ଯେତେବେଳେ ଏହାର ସତ୍ୟତା ଜଣାପଡିଲା

ଗାନ୍ଧୀଜୀ ଙ୍କର ଏହି ଫୋଟୋ ରେ ସେ ଜବାହାରଲାଲ ନେହରୂଙ୍କ ସହ ବସିଛନ୍ତି, କିନ୍ତୁ ଫୋଟୋଶପ ଦ୍ଵାରା ନେହରୁଙ୍କୁ ହଟାଇ ଏକ ଝିଅକୁ ରଖା ଯାଇଛି । ଏହି ମିଛ ଫୋଟୋକୁ ଲୋକେ ସତ ଭାବୁ ଥିଲେ ।

ଏହା ହେଉଛି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କର ପାଇପରୁ ପାଣି ପୁଥିବାର ଫୋଟୋ, ଯାହାକୁ ଏଡିଟ କରି ଏମିତି କରା ଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଫୋଟ ବହୁତ ଭାଇରାଲ ହୋଇ ଥିଲା, ଆପଣ ନିଜେ ଦେଖନ୍ତୁ ସତ କଣ ।

ଯଦି ଆପଣ ମଧ୍ୟ ଭାବୁଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏୟାରହୋଷ୍ଟେସ ସହ ଅଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଏହି ଫୋଟୋର ସତ୍ୟତା ମଧ୍ୟ ଦେଖି ନିଅନ୍ତି , ଏଥିରେ ସେ ନଜୀବ ଯଂଗଙ୍କ ସହ ଅଛନ୍ତି ।

ରାହୁଲ ଗାନ୍ଧୀଙ୍କର ଏହି ଫୋଟୋକୁ ଫୋଟୋଶପ କରି ତାଙ୍କ ହାତରେ ଫୋନ ଧରାଇ ଦିଆ ଯାଇଛି, କିନ୍ତୁୟ ସତ୍ୟ କିଛି ଅଲଗା, ତାଙ୍କ ହାତରେ ଫୋନେ ନୁହେଁ ବରଂ ଟଙ୍କା ଅଛି ।

ଏହି ଫୋଟୋ ରେ ରାଜନାଥ ସିଂହ ପ୍ରକାଶ କରାତ ଙ୍କୁ ମିଠା ଖୁଆଇ ବାର ଦେଖା ଯାଉଛି, କିନ୍ତୁ ଅସଲରେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଠା ଖୁଆଉ ଛନ୍ତି ।