ରେଖାଙ୍କର ପ୍ରଥମ ସ୍ଵାମୀଙ୍କର ଝିଅ ଅଟନ୍ତି ବହୁତ ସୁନ୍ଦର, ଗ୍ଲୈମର ଆଗରେ ଫେଲ ଅଟନ୍ତି ସବୁ ବଲିଉଡ ଅଭିନେତ୍ରୀ, ଦେଖନ୍ତୁ

ନିଜ ଜମାନାରେ ବିନୋଦ ମେହରା ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତା ଥିଲେ । ୩୦ ଅକ୍ଟୋବର ୧୯୯୦ରେ ତାଙ୍କର ହାର୍ଟଟାକ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା । ଆପଣଙ୍କୁ କହିଦେଉଛୁ କି ବିନଦୋ ମେହରା ୩ଟି ବିବାହ କରିଥିଲେ । ପ୍ରଥମ ବିବାହ ସେ ନିଜ ମା’ଙ୍କର ଇଚ୍ଛା ଅନୁସାରେ ମିନା ବ୍ରୋକାଙ୍କ ସହ କରିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର ଡିଭୋର୍ସ ହୋଇଗଲା ।

ଏହା ପରେ ସେ ବିନ୍ଦିୟା ଗୋସ୍ୱାମୀଙ୍କୁ ବିବାହ କରିନେଲେ । କିନ୍ତୁ ୪ ବର୍ଷ ପରେ ତାଙ୍କ ସହିତ ବି ତାଙ୍କର ଡିଭୋର୍ସ ହୋଇଗଲା । ଯାହା ପରେ ସେ ତୃତୀୟ ବିବାହ କିରଣ ସହ କରିଲେ ଓ କିରଣଙ୍କ ଠାରୁ ତାଙ୍କୁ ୨ଟି ସନ୍ତାନ ହେଲା । ଯାହାଙ୍କର ନାମ ସୋନିୟା ଓ ରୋହନ ଅଟେ ।

ରେଖାଙ୍କର ପ୍ରଥମ ସ୍ଵାମୀ ଥିଲେ ବିନୋଦ ମେହରା

ମିଡିଆ ରିପୋର୍ଟ ଅନୁସାରେ ରେଖାଙ୍କର ପ୍ରଥମ ସ୍ଵାମୀ ବିନୋଦ ମେହରା ଥିଲେ । ରେଖା ବିନୋଦଙ୍କର ଦେଖା ସାକ୍ଷାତ ଫିଲ୍ମ ‘ଘର’ର ସେଟ ଉପରେ ହୋଇଥିଲା । ସୁଟିଙ୍ଗ ସମୟରେ ହିଁ ଦୁଇ ଜଣଙ୍କୁ ପରସ୍ପର ସହିତ ପ୍ରେମ ହୋଇଗଲା ଓ ଦୁଇ ଜଣ ଗୁପଚାପ ବିବାହ କରି ନେଲେ । କିନ୍ତୁ ବିନଦୋ ମେହରାଙ୍କର ମା’ ଏହି ସମ୍ପର୍କକୁ ମଞ୍ଜୁରୀ ଦେଲେ ନାହିଁ ।

ଯେଉଁ କାରଣରୁ ବିବାହର ଦୁଇ ମାସ ପରେ ହିଁ ଦୁଇ ଜଣ ଅଲଗା ହେବା ପାଇଁ ନିଷ୍ପତି ନେଲେ । ସେହି ସମୟରେ ବିନଦୋ ମେହରା ଇଣ୍ଡଷ୍ଟ୍ରିର ସବୁଠୁ ହ୍ୟାଣ୍ଡସମ ଅଭିନେତା ଥିଲେ ।

ବିନୋଦ ମେହରାଙ୍କ ଝିଅ ଅଟନ୍ତି ବହୁତ ଗ୍ଲୈମରସ

କହିଦେଉଛୁ କି ବିନୋଦ ମେହରାଙ୍କର ଝିଅ ସୋନିୟାଙ୍କର ଜନ୍ମ ୨ ଡିସେମ୍ବର ୧୯୮୯ରେ ହୋଇଥିଲା । ସୋନିଆ ବଲିଉଡର ଅଭିନେତ୍ରୀ ଅଟନ୍ତି ଓ ସେ କିଛି ଫିଲ୍ମରେ ନଜର ବି ଆସିଛନ୍ତି । ଆପଣ ସୋନିୟାଙ୍କୁ ଫିଲ୍ମ ‘ରାଗିନୀ mms 2’ରେ ଦେଖିଥିବେ । କହିବାକୁ ଗଲେ ସୋନିୟା ଦେଖିବାକୁ ବହୁତ ହଟ ଓ ସୁନ୍ଦର ଅଟନ୍ତି ଓ ସେ କୌଣସି ବି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହନ୍ତି ।

ସୁନ୍ଦରତାରେ ଦିଅନ୍ତି ଷ୍ଟାରକିଡ୍ସଙ୍କୁ ଟକ୍କର

ସୁନ୍ଦରତା ମାମଲାରେ ସୋନିୟା, ସୁହାନା ଖାନ, ସାରା ଅଲୀ ଖାନ, ଜାନ୍ହବୀ କପୂର ଓ ଅନନ୍ୟା ପାଣ୍ଡେ ଭଳି ଷ୍ଟାରକିଡ୍ସଙ୍କୁ ଟକ୍କର ଦିଅନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ସୋନିୟା ମେହରାଙ୍କର କିଛି ଫଟୋ ନେଇ ଆସିଛୁ । କହିବାକୁ ଗଲେ ୨୯ ବର୍ଷର ସୋନିୟା ଦେଖିବାକୁ କୌଣସି ପରି ଠାରୁ କମ ନୁହନ୍ତି ।

ଦେଖନ୍ତୁ ଫଟୋ –

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।