South ଇଣ୍ଡଷ୍ଟ୍ରି ରେ ନିଜର ଦମଦାର ଅଭିନୟ ଦ୍ଵାରା ଫେମସ ହୋଇଥିବା ହୀରୋ ଓ ହିରୋଇନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏ ଦୁନିଆରେ ଭାଇ ଓ ଭଉଣୀର ସମ୍ପର୍କ ନିଆରା ଅଟେ । ଗୋଟେ ଭାଇ ନିଜ ଭଉଣୀର ଜୀବନ ରକ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଏ । ଠିକ ସେହି ଭଳି ଗୋଟେ ଭଉଣୀ ମଧ୍ୟ ନିଜ ଭାଇକୁ ଯେତିକି ଭଲ ପାଏ ସେତିକି ତା ପାଇଁ କିଛି କରିବାକୁ ମଧ୍ୟ ଆଗେଇ ଆସିଥାଏ ।

ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଅଭିନୟ ଦ୍ଵାରା ଭାଇ ଓ ଭଉଣୀର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି । କିନ୍ତୁ ରିୟଲ ଲାଇଫରେ ଦେଖିବାକୁ ଗଲେ ମଧ୍ୟ ସାଉଥ ଜଗତର କଳାକାର ମାନେ ନିଜ ଭାଇ ଓ ଭଉଣୀଙ୍କ ସହ ଭଲ ବଣ୍ଡିଙ୍ଗ ରହିବା ସହ ପରସ୍ପର ମଧ୍ୟରେ ଭଲ ପାଇବା ମଧ୍ୟ ରହିଛି । ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

“ଅନୁସ୍କା ସେଠୀ” : ସାଉଥ ଇଣ୍ଡଷ୍ଟ୍ରିର ମସୁର ଅଭିନେତ୍ରୀ ଭାବେ ଅନୁସ୍କା ସେଠୀ ପରିଚିତ ଅଟନ୍ତି । ତାଙ୍କର ରିୟାଲ ଲାଇଫରେ ଦୁଇଟି ଭାଇ ଅଛନ୍ତି ଯାହାଙ୍କର ନାଁ ହେଉଛି ସାଇ ରମେଶ ସେଠୀ ଓ ଗୁଣ ରଞ୍ଜନ ସେଠୀ । ଅନୁଷ୍କାଙ୍କର ଦୁଇ ଭାଇଙ୍କ ସହ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି ।

“ମହେଶ ବାବୁ” : ସାଉଥ ଜଗତର ସୁପରଷ୍ଟାର ଭାବେ ଅଭିନେତା ମହେଶ ବାବୁ ପରିଚିତ । ତାଙ୍କର ରିୟଲ ଲାଇଫରେ ଦୁଇ ଜଣ ଭାଇ ଅଛନ୍ତି ଯାହାଙ୍କର ନାଁ ହେଉଛି ରମେଶ ଓ ନରେଶ ବାବୁ । ଏହା ସହ ତାଙ୍କର ୩ଜଣ ଭଉଣୀ ଅଛନ୍ତି ଯାହାଙ୍କର ନ ହେଉଛି ପଦ୍ମାବତୀ, ମଞ୍ଜଲା ଓ ପ୍ରିୟଦର୍ଶିନୀ । ମହେଶଙ୍କର ତାଙ୍କ ଭାଇ ଓ ଭଉଣୀଙ୍କ ସହ ବେଶ ଭଲ ସମ୍ପର୍କ ରହିବା ସହ ପରସ୍ପର ମଧ୍ୟରେ ଭଲ ପାଇବା ମଧ୍ୟ ରହିଛି ।

“ରକୁଲ ପ୍ରୀତ ସିଂ” : ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ପାଇଁ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ପରିଚିତ । ତାଙ୍କର ରିୟଲ ଲାଇଫ ଭାଇ ଯିଏ ତାଙ୍କ ଥରଉ ଛୋଟ ଯାହାଙ୍କର ନ ହେଉଛି ଅମନ ପ୍ରୀତ ସିଂ । ଅଭିନେତ୍ରୀ ରକୁଲ ନିଜ ଭାଇଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ଏନକରେଜ କରିବା ସହ ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିଛି ।

“ରାମ ପୋଥିନେନୀ” : ସାଉଥ ଇଣ୍ଡଷ୍ଟ୍ରିରେ ସବୁଠାରୁ ଆକ୍ତ୍ରାଟିଭ ଅଭିନେତା ଭାବେ ରାମ ପୋଥିନେନୀ ପରିଚିତ । ତାଙ୍କର ରିୟଲ ଲାଇଫ ଭଉଣୀ ଯାହାଙ୍କର ନ ହେଉଛି ମଧୁସ୍ମିତା ପୋଥିନେନୀ । ତାଙ୍କର ଭାଇଙ୍କ ନା ହେଉଛି ରବି କିଶୋର । ଉଭୟ ତିନି ଭାଇ ଓ ଭଉଣୀଙ୍କ ମଧ୍ୟରେ ବେଶ ଭଲ ବୁଝାମଣା ରହିବା ସହ ପରସ୍ପର ପାଇଁ ଭଲ ପାଇବା ମଧ୍ୟ ରହିଛି ।

“ରାମ ଚରଣ” : ସାଉଥ ଜଗତରେ ନିଜର ଜବରଦସ୍ତ ଅଭିନୟ ପାଇଁ ଓ ନିଜର ଟ୍ୟାଲେନ୍ଟ ପାଇଁ ଅଭିନେତା ରାମ ଚରନ ଫ୍ୟାମ୍ସ ଅଟନ୍ତି । ତାଙ୍କ ରିୟାଲ ଲାଇଫରେ ଦୁଇ ଭଉଣୀ ଅଛନ୍ତି ଯାନକର ନା ହେଉଛି ଚିରଞ୍ଜିବୀ ଶ୍ରୀଜା ଓ ସୁସ୍ମିତା । ଅଭିନେତା ରାମ ନିଜ ଦୁଇ ଭଉଣୀଙ୍କୁ ବହୁତ ଭଲ ପାଇବା ସହ ସେ ସେମାନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।