Bollywood ରେ ସବୁଠୁ ଅଧିକ ଫୀସ ନେଉଥିବା ଟପ 15 Actor, ଜାଣନ୍ତୁ ନମ୍ବର 1 ରେ ଅଛି କିଏ ?

ବଲିଉଡ ଜଗତର କଳାକାର ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବଲିଉଡରେ ଅଭିନୟ କରୁଥିବା ଅଭିନେତା ମାନେ ଗୋଟେ ଫିଲ୍ମ ଏତେ ଟଙ୍କା ନେଇଥାନ୍ତି ଯେ ଯାହାର କଲ୍ପନା କରିବା ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କୁ ଏମତି କିଛି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି।

“ଅମିର ଖାନ”: ବଲିଉଡରେ ଅମିର ଖାନ “ଧୂମ -୩”, “ଦଙ୍ଗଲ” ଫିଲ୍ମ ପାଇଁ ଜଣାଶୁଣା ଅଭିନେତା ଭାବେ ପରିଚିତ ଅଟନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୬୫ କୋଟି ଡିମାଣ୍ଡ କରିଥାନ୍ତି ।

“ସଲମାନ ଖାନ”: ଟେଲିଭିଜନ ହୋଷ୍ଟ ଓ ଡାଇରେକ୍ଟର ଭାବେ ଅଭିନେତା ସଲମାନ ଖାନ ବଲିଉଡରେ ଜଣେ ସାନଦାର ଅଭିନେତା ଭାବେ ପରିଚିତ ଅଟନ୍ତି ।  ସେ ଗୋଟେ ଫିଲ୍ମ କରିବା ପାଇଁ ୧୦୫ କୋଟି ଡିମାଣ୍ଡ କରିଥାନ୍ତି ।

“ଅକ୍ଷୟ କୁମାର” : ବଲିଉଡରେ କମେଡି ଆକସନ  ଅଭିନେତା ଭାବେ ଅକ୍ଷୟ କୁମାର ପରିଚିତ ଅଟନ୍ତି ।  ସେ ଗୋଟେ ଫିଲ୍ମ କରିବା ପାଇଁ ୧୦୫ କୋଟି ଡିମାଣ୍ଡ କରିଥାନ୍ତି ।

“ସାରୁଖାନ”: ବଲିଉଡର କିଙ୍ଗ ଅଭିନେତା ଭାବେ ସାରୁଖାନ ପରିଚିତ ଅଟନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୮୮ କୋଟି ଡିମାଣ୍ଡ କରିଥାନ୍ତି ।

“ଅଜୟ ଦେବଗନ”: ବଲିଉଡକୁ ସୁପର ହିଟ ଫିଲ୍ମ ଦେଇଥିବା ଅଭିନେତା ଅଜୟ ଦେବଗନ ଗୋଟେ ଫିଲ୍ମ ପାଇଁ ୫୨ କୋଟି ଚାର୍ଜ କରନ୍ତି ।

“ଜନ ଇବ୍ରାହିମ”: ୨୦୦୩ରେ “ଜିସ୍ମ” ଫିଲ୍ମରେ ଅଭିନୟ କରି ଜନ ଇବ୍ରାହିମ ଡେବ୍ୟୁ ଦେଇଥିଲେ । ସେ ଗୋଟେ ଫିଲ୍ମ କରିବା ପାଇଁ ୪୬ କୋଟି ଡିମାଣ୍ଡ କରିଥାନ୍ତି ।

“ଅମିତାଭ ବଚ୍ଚନ” : ବଲିଉଡ ଜଗତକୁ ୧୫୦ରୁ ଅଧିକ ହିଟ ଫିଲ୍ମ ଦେଇଥିବା ଅଭିନେତା ଅମିତାଭ ବଚ୍ଚନ ଅଟନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୧୮ କୋଟି ଡିମାଣ୍ଡ କରିଥାନ୍ତି ।

“ସେଫ ଅଲ୍ଲୀ ଖାନ” : କ୍ରିକେଟର ମନସୁର ଅଲ୍ଲୀ ଖାନଙ୍କ ପୁଅ ଓ ବଲିଉଡର ଷ୍ଟାର ଭାବେ ସେଫ ଅଲ୍ଲୀ ଖାନ ପରିଚିତ ଅଟନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୨୮ କୋଟି ଡିମାଣ୍ଡ କରିଥାନ୍ତି ।

“ଟାଇଗର ଶ୍ରଫ” : ବଲିଉଡର ଆକସନ ହୀରୋ ଭାବେ ଟାଇଗର ଶ୍ରଫ ପରିଚିତ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୩୨ କୋଟି ଡିମାଣ୍ଡ କରିଥାନ୍ତି ।

“ଶାହିଦ କପୁର” : ବଲିଉଡର ଷ୍ଟାର ଭାବେ ଅଭିନେତା ଶାହିଦ କପୁର ଯିଏ ଗୋଟେ ଫିଲ୍ମ କରିବା ପାଇଁ ୩୫ କୋଟି ଡିମାଣ୍ଡ କରିଥାନ୍ତି ।

“ବରୁଣ ଧୱନ” : ବଲିଉଡର ପ୍ରତିଭାଶାଳୀ ଆକ୍ଟର ଭାବେ ବରୁଣ ଧୱନ ପରିଚିତ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୩୮ କୋଟି ଡିମାଣ୍ଡ କରିଥାନ୍ତି ।

“ରନବୀର ସିଂ”: ବଲିଉଡର କମେଡିଆନ ଆକ୍ଟର ଭାବେ ରନବୀର ସିଂ ପରିଚିତ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୪୦ କୋଟି ଡିମାଣ୍ଡ କରିଥାନ୍ତି ।

“ରନବୀର କପୁର” : ବଲିଉଡର ବ୍ଲକ ବାଷ୍ଟର ଅଭିନେତା ରନବୀର କପୁର ଯିଏ ଗୋଟେ ଫିଲ୍ମ କରିବା ପାଇଁ ୪୨ କୋଟି ଡିମାଣ୍ଡ କରିଥାନ୍ତି ।

“ରୀତିକ ରୋଶନ” : ବଲିଉଡକୁ ବ୍ଲକ ବାଷ୍ଟର ଫିଲ୍ମ ଦେଇଥିବା ଅଭିନେତା ରୀତିକ ରୋଶନ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୬୫ କୋଟି ଡିମାଣ୍ଡ କରିଥାନ୍ତି ।

“ଅଭିଷେକ ବଚ୍ଚନ” : ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଭାବେ ଅଭିଷେକ ବଚ୍ଚନ ପରିଚିତ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୧୫ କୋଟି ଡିମାଣ୍ଡ କରିଥାନ୍ତି ।

“ଆୟୁଷ୍ମାନ ଖୁରାନା” : ବଲିଉଡର ବେହତରିନ ଅଭିନେତା ଭାବେ ଅଭିନେତା ଆୟୁଷ୍ମାନ ଖୁରାନା ପରିଚିତ ଯିଏ ଗୋଟେ ଫିଲ୍ମ କରିବା ପାଇଁ ୧୮ କୋଟି ଡିମାଣ୍ଡ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ