ଧନୀ ସିଏ ହିଁ ହେବ ଯିଏ ଏହି 3 ଟି କଥା ବୁଝିନେବ- Chanakya Niti

ଆମ ସମସ୍ତଙ୍କ ମଧ୍ୟରେ କିଛି ଭଲ ତ କିଛି ଖରାପ ଅଭ୍ୟାସ ଥାଏ । କୌଣସି ବି ବ୍ୟକ୍ତି ପର୍ଫେକ୍ଟ ହୋଇ ନ ଥାଏ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର କାମ ଦ୍ଵାରା ଅନ୍ୟ ଲୋକମାନଙ୍କୁ ଅସୁବିଧା ହଅଇଥାଏ । କହିଦେଉଛୁ କି ଆଚାର୍ଯ୍ୟ ଚାଣକ୍ୟ ପାଟଲି ପୁତ୍ରର ମହାନ ବିଦ୍ଵାନ ଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ତାଙ୍କର ନ୍ୟାୟ ପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲା । ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ବେ ବି ସେ ଜଣେ ସାଧାରଣ କୁଟିଆରେ ରହୁଥିଲେ । ତାଙ୍କର ଜୀବନ ବହୁତ ହିଁ ସାଧା ସିଧା ଥିଲା ।

ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ସାମିଲ କରିଛନ୍ତି । ଚାଣକ୍ୟ ନୀତିରେ ଏମିତି କିଛି କାମ ଗୁଡିକ ବିଷୟରେ କୁହାଯାଇଛି । ଯାହାକୁ ଯଦି କୌଣସି ବ୍ୟକ୍ତି କରିବା ବନ୍ଦ କରି ଦେବ ତେବେ ସେ କେବେ ବି ଗରିବ ରହିବ ନାହିଁ ।

ଚାଣକ୍ୟ ନୀତି ଅନୁସାରେ କେବେ ବି ବ୍ୟକ୍ତିକୁ ମିଥ୍ୟାର ସାଥ ଦେବା ଉଚିତ ନୁହେଁ । ମିଥ୍ୟାର ସାଥ ଦେଉଥିବା ବ୍ୟକ୍ତି ସବୁବେଳେ ଦରିଦ୍ରତା ମଧ୍ୟରେ ହିଁ ରହିଥାଏ । ଏହିଭଳି ଲୋକମାନେ ସବୁବେଳେ ଗରିବ ହୋଇ ରହିଥାନ୍ତି । ସେଥିପାଇଁ ଆପଣଙ୍କୁ ସବୁବେଳେ ସତ୍ୟର ସାଥ ଦେବା ଉଚିତ ।

ଆଚାର୍ଯ୍ୟ ଚାଣକ୍ୟ ଆଗକୁ କହିଛନ୍ତି କି ବ୍ୟକ୍ତିକୁ ସବୁବେଳେ ସଫା ସୁତୁରା କପଡା ପିନ୍ଧିବା ଉଚିତ । ଯେଉଁ ଲୋକମାନେ ଖରାପ କପଡା ପିନ୍ଧିଥାନ୍ତି ଓ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ ସେହିଭଳି ଲୋକମାନେ କେବେ ବି ଧନୀ ହୋଇପାରିବେ ନାହିଁ । କାରଣ ସ୍ବଚ୍ଛ ଶରୀରରେ ହିଁ ଲକ୍ଷ୍ମୀ ବାସ କରିଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଆଗକୁ କହିଛନ୍ତି କି କିଛି ଲୋକମାନେ ପେଟ ଭର୍ତ୍ତି ହେବା ପରେ ବି ଖାଦ୍ୟ ସେବନ କରୁଥାନ୍ତି । କହିବାକୁ ଗଲେ ଖାଇବା ଦ୍ଵାରା ତାଙ୍କର ପେଟ ଟ ଭର୍ତ୍ତି ହୋଇଯାଏ କିନ୍ତୁ ସେମାନଙ୍କର ମନ ଭରେ ନାହିଁ । ଏମିତିରେ ଚାଣକ୍ୟ କୁହନ୍ତି କି ଏହିଭଳି ହେବା ଦ୍ଵାରା ସେହି ଘରେ କେବେ ବି ଟଙ୍କା ରହିବ ନାହିଁ । ଯେଉଁମାନେ ଦରକାର ଠାରୁ ଅଧିକ ଖାଦ୍ୟ ସେବନ କରନ୍ତି । ସେଥିପାଇଁ ବ୍ୟକ୍ତିକୁ ସବୁବେଳେ ନିୟନ୍ତ୍ରଣରେ ହିଁ ଖାଇବା ଉଚିତ ।

ଏହା ଛଡା ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ସେହି ଲୋକମାନେ କେବେ ବି ଧନୀ ହୋଇ ପାରିବେ ନାହିଁ । ଯେଉଁମାନେ ସୂର୍ଯ୍ୟ ଉଦୟ ହେବା ପରେ ଉଠିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ପରିଶ୍ରମୀ ବ୍ୟକ୍ତି ସେହିମାନେ ହୋଇଥାନ୍ତି ଯେଉଁମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିଜର ଦିନଚର୍ଯ୍ୟା ଆରମ୍ଭ କରି ଦିଅନ୍ତି । ଆଲସୀ, କାମ ଚୋର ଓ ନିଦରେ ମଗ୍ନ ଲୋକମାନଙ୍କ ଉପରେ କେବେ ବି ଲକ୍ଷ୍ମୀ ନିଜର କୃପା ବର୍ଷା କରନ୍ତି ନାହିଁ ।

ଯେଉଁ ବ୍ୟକ୍ତି ପ୍ରତିଦିନ ନିଜର ଦାନ୍ତ ସଫା କରୁ ନ ଥିବ ଓ ଯାହାର ମୁହଁ ସବୁବେଳେ ଅପରିଷ୍କାର ରହୁଥିବା ସେହିଭଳି ବ୍ୟକ୍ତିଙ୍କ ଠାରୁ ମାତା ଲକ୍ଷ୍ମୀ ସବୁବେଳେ ଦୂରରେ ରହିଥାନ୍ତି । ଏହିଭଳି ବ୍ୟକ୍ତି ସବୁବେଳେ ଗରିବ ରହିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।