Bollywood ରେ ଏହି 6 ବଡ ଭଉଣୀ ସୁପରହିଟ ହେଇଥିବା ବେଳେ ସାନ ଭଉଣୀ ହେଇଥିଲେ ସୁପର ଫ୍ଲପ

ବଲିଉଡରେ ଏପରି ଏକ ଦୁନିଆ ଅଭିନୟ ସହିତ ଆପଣଙ୍କର ଭାଗ୍ୟ ଭଲ ଥିବା ଦରକାର । ଆଉ କିଛି ଲୋକନଙ୍କୁ ବଲିଉଡ ଦୁନିଆରେ ଆସିବାକୁ ମଉକା ମିଳିନଥାଏ । ପୁଣି ଯାହାକୁ ମଉକା ମିଳିଥାଏ ତାର ଭାଗ୍ୟ ସାଥ ଦେଇନଥାଏ । ଆପଣ ତ ବଲିଉଡରେ ଥିବା ବହୁତ ଯୋଡିମାନଙ୍କର ନାମ ଜାଣିଥିବେ । ଏମିତି ବହୁତ ଯୋଡିମାନେ ଅଛନ୍ତି ନିଜ ଲାଇଫରେ ବହୁତ ଭଲ ଥାଆନ୍ତି । କିନ୍ତୁ ଫିଲ୍ମ ଲାଇନରେ ତାଙ୍କର ଭାଗ୍ୟ ସାଥ ଦେଇନଥାଏ । ଆପଣଙ୍କୁ ଆଜି ଆମେ ସେହି ଯୋଡିଦାରଙ୍କ ବିଷୟରେ କହିବୁ ଯିଏ କି ରିଆଲ ଲାଇଫରେ ଭଉଣୀ ଅଟନ୍ତି ପରନ୍ତୁ ବଲିଉଡରେ ତାଙ୍କ ଜଲ୍ବା ଚାଲିନଥିଲା ।

ଶିଲ୍ପା ସେଠୀ

ଶିଲ୍ପା ଶେଠୀ ବଲିଉଡ଼ ଜଣେ ଜଣା ଶୁଣ ଅଭିନେତ୍ରୀ ଅଟନ୍ତି ସେ ବଲିଉଡ , ହଲିଉଡ ସହ ଟିଭି ଜଗତରେ ବହୁତ ଅଭିନୟ କରିଛନ୍ତି । ଏହି ସମୟରେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେବି କିଛି ରିଆଲିଟି ସୋ ରେ ଜଜ ଭାବେ ଦେଖାଯାଇ ଛନ୍ତି । ତାଙ୍କ ଭଉଣୀ ସମିତା ସେଠି ମହବତେ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ କିନ୍ତୁ ସେ ଫିଲ୍ମ ଜଗତରେ ସେମିତି କିଛି ଭଲ କରିପାରିନଥିଲେ ଓ ଫ୍ଲପ ରହିଥିଲେ ଏଥିପାଇଁ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ।

କାଜଲ

କାଜଲ ନବେ ଦଶକର ଟପ ଅଭିନେତ୍ରୀ ଭାବରେ ପରିଚିତ ଥିଲେ । ସେ ତାଙ୍କ ଫିଲ୍ମ କ୍ୟାରିୟର ରେ ବହୁତ ହିଟ ଫିଲ୍ମ କରିଛନ୍ତି । କିନ୍ତୁ ତାଙ୍କ ଭଉଣୀ ତନିଶା ମୁଖାର୍ଜୀ ନୀଲ ନିକିରୁ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ କିନ୍ତୁ ଏହା ଫ୍ଲପ ହୋଇଥିଲା । ତାଙ୍କର କୌଣସି ଫିଲ୍ମ ହିଟ ହୋଇନଥିଲା ଏଥି ପାଇଁ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ।

ମଲାଇକା ଅରୋରା

ମଲାଇକା ଅରୋରା ୪୬ ବର୍ଷ ରେ ମନ୍ଧ୍ୟ ବହୁତ ହିଟ ଫିଲ୍ମ କରିଚାନ୍ତି । ସେ ଏବେ ଫିଲ୍ମ ରେ କାମ ନକରିଲେ ବି ତାଙ୍କ ଆଇଟମ ଡ୍ୟାନ୍ସ ରେ ଦର୍ଶକଙ୍କ ମନ ମୋହି ନେଇଥାନ୍ତି । ଏହାଛଡା ସେ କିଛି ରିୟାଲିଟି ସୋ ରେ ଜଜ ଭାବେ ଦେଖା ଯାଉଛନ୍ତି । ତାଙ୍କ ଭଉଣୀ ଅମୃତା ଅରୋରା ବଲିଉଡ କୁ ଆସି ସେମିତି କିଛି ଭଲ ପ୍ରଦର୍ଶନ କରିପାରିନାହାନ୍ତି ସେ ବଲିଉଡରେ ପୁରା ପୁରୀ ଫ୍ଲପ ହେବେରୁ ବଲିଉଡ ଜଗତରୁ ଦୂରେଇ ଯାଇ ଥିଲେ

ଡ଼ିମ୍ପଲ  କପାଡିଆ

ଡ଼ିମ୍ପଲ କାପଡିଆ ନିଜ କ୍ଯାରିୟର ବବି ଭଳି ହିଟ ଫିଲ୍ମ ରୁ ବଲିଉଡରେ କ୍ୟରିୟର ଆରମ୍ଭ କରିଥିଲେ । ସେ ଫିଲ୍ମ ଯାହାତରେ ବହୁତ ନାମ ଅର୍ଜନ କରିଥିଲେ । ବର୍ତମାନ ସମୟରେ ବି ସେ ଅଭିନୟ କରୁଛନ୍ତି କିନ୍ତୁ ତାଙ୍କ ଭଉଣୀ ସିମ୍ପଲ କପାଡିଆ ଫିଲ୍ମ ଅନୁରୋଧ ରୁ ନିଜ ଫିଲ୍ମ କାୟରିୟର ଆରମ୍ଭ କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା । ସେ ୧୦ ନଭେମ୍ବର ୨୦୦୯ ରେ ମୃତ୍ୟୁ ବରଣ କରିଥିଲେ ।

ଟ୍ଵିଙ୍କିଲ ଖାନା

ଟ୍ୱିଙ୍କିଲ ଖାନା ତାଙ୍କ ସମୟରେ ଟପ ଅଭିନେତ୍ରୀ ଥିଲେ । ସେ ବର୍ତମାନ ଲେଖିକା ଭାବରେ ଓ ଅକ୍ଷୟ କୁମାରଙ୍କ ସ୍ତ୍ରୀ  ଭାବରେ ପରିଚିତ ଅଛନ୍ତି । ତାଙ୍କ ଛୋଟ ଭଉଣୀ ଋଙ୍କି ଖାନା ଗୋବିଣ୍ଡାଙ୍କ ସହ ଜିସ ଦେଶ ବଙ୍ଗା ବେହେତି ହେ ରେ ଅଭିନୟ କରିଥିଲେ । ଏହା ଛଡା ସେ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ ବି ଫ୍ଲପ ହୋଇଥିଲେ ଏଠି ପାଇଁ ସେ ବଲିଉଡ ଋଦୁରେଇ ଯାଇଥିଲେ ।

ମନାରା ଚୋପ୍ରା

ମାନରା ଚୋପ୍ରା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନକେ ଭଉଣୀ ଅଟନ୍ତି । ସେ ଜିତ ଫିଲ୍ମ ରୁ ବଲିଉଡ କ୍ଯାରିୟର ଆରମ୍ଭ କରିଥିଲେ କିନ୍ତୁ ପ୍ରିୟଙ୍କା ଛୋପରା ଙ୍କ  ଭଳି ହିଟ ଅଭିନେତ୍ରୀ ହୋଇପାରିଲେ ନାହିଁ ଓ ସେ ବଲିଉଡ ରୁ ଦୂରେଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।