ଦିନେ ଶୁଟିଙ୍ଗ ଦେଖିବାକୁ ଆସିଥିବା ଯେଉଁ ପିଲାକୁ ଚାପୁଡା ମାରି ବାହାର କରିଦେଇଥିଲେ Akshay Kumar ଆଜି ସେ Bollywood ର Superstar

ଅକ୍ଷୟ କୁମାର ବଲିଉଡ ର ଏକ ବଡ ଷ୍ଟାର ଅଟନ୍ତି। ଛୋଟ ଛୁଆ ଙ୍କ ଠୁ ନେଇ ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ଏହିପରି ଭାବେ ଜଣେ ଫ୍ୟାନ ଅଛି ଯିଏ ଛୋଟ ବେଳେ ଅକ୍ଷୟ କୁମାର ଙ୍କ ସହ ଫଟୋ ଉଠାଇବା ପାଇଁ ଏକ ଜବରଦସ୍ତ ଚାପୁଡା ଖାଇଛନ୍ତି। ଆଜି ର ଦିନରେ ସେହି ପିଲା ବନିଯାଇଛି ବଲିଉଡ ର ସୁପର ଷ୍ଟାର। ସେହି ଛୋଟ ପିଲା ଟି ଆଉ କେହି ନୁହେଁ ପରନ୍ତୁ ବଲିଉଡ ର ହିଟ ଆକ୍ଟର ରଣବୀର ସିଂ ଅଟନ୍ତି। ଯିଏ ନିଜେ ଛୋଟ ବେଳେ ଅକ୍ଷୟ କୁମାର ଙ୍କଠୁ ଚାପୁଡା ଖାଇଥିଲେ।

ଆପଣ ମାନଙ୍କୁ କହି ରଖୁଛୁ ଏହି କଥା ନିଜେ ଅକ୍ଷୟ କୁମାର ମିଡିଆ ଆଗରେ କହିଛନ୍ତି। ଏକ ଆୱାର୍ଡ ଫଙ୍କ୍ସାନ ରେ ଅକ୍ଷୟ କୁମାର ଏହି ରାଜ ଖୋଲିଥିଲେ। ସେ କହିଥିଲେ କି, ରଣବୀର ଛୋଟ ବେଳୁ ତାଙ୍କର ବହୁତ ବଡ ଫ୍ୟାନ ଥିଲେ।

ସେ ଛୋଟ ବେଳେ ପ୍ରାୟତଃ ଅକ୍ଷୟ ଙ୍କ ଶୁ-ଟି-ଙ୍ଗ ଦେଖିବାକୁ ଆସନ୍ତି। ଗୋଟେ ଦିନ ରଣବୀର ଏପରି କିଛି ଭୁଲ କରିଥିଲେ ଯେଉଁଥିରେ ଅକ୍ଷୟ ରାଗି ଯାଇଥିଲେ। ଏବଂ ସେ ରାଗିକି ରଣବୀର ଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ।

ଆଜିର ଦିନରେ ଅକ୍ଷୟ କୁମାର ଓ ରଣବୀର ସିଂ ବହୁତ ଭଲ ବନ୍ଧୁ ଅଟନ୍ତି। ଓ ସେ ଅକ୍ଷୟ କୁମାର ଙ୍କ ବହୁତ ସମ୍ମାନ କରନ୍ତି। କାମ ବିଷୟରେ କଥା ହେଲେ, ଅକ୍ଷୟ କୁମାର ବହୁତ ଜଲ୍ଦି ରୋହିତ ସେଠୀ ଙ୍କ ନୂଆ ଫିଲ୍ମ ସୂର୍ଯ୍ୟବଂଶୀ ରେ ନଜର ଆସିବେ।

ଏହି ଫିଲ୍ମ ରେ ତାଙ୍କ ସହ ରଣବୀର ସିଂ ମଧ୍ୟ ସ୍ପେଶାଲ ରୋଲ ରେ ନଜର ଆସିବେ। ଏହା ପ୍ରଥମ ଥର ପାଇଁ ହେବ ଯେଉଁଥିରେ ଦର୍ଶକ ମାନେ ଅକ୍ଷୟ କୁମାର ଓ ରଣବୀର ସିଂ ଙ୍କ ଯୋଡି ଦେଖିବାକୁ ପାଇବେ। ଏହି ଫିଲ୍ମ ରେ ଅଜୟ ଦେବଗନ ମଧ୍ୟ ଅତିଥି କଳାକାର ଭାବେ ନଜର ଆସିବେ।

ରୋହିତ ସେଠୀ ଙ୍କ ଏହି ଫିଲ୍ମ ରେ ସିଙ୍ଘମ, ସିମ୍ବା ଓ ଖିଲାଡ଼ି ଅକ୍ଷୟ କୁମାର ଏକ ସହ ଧମକା କରିବାର ନଜର ଆସିବେ। ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।