ସୁନ୍ଦରତାରେ କୌଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି Bollywood ର ସୁପର ଷ୍ଟାର Sanjay Dutt ଙ୍କ ଭଉଣୀ, ଦେଖନ୍ତୁ ଫଟୋ

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ବଲିଉଡର ବହୁତ ସାଉପର ଦୁପର ହିଟ ଫିଲ୍ମ ତ ଦେଖିଥିବେ । ସେହି ଶୁପର୍ ଡୁପର ହିଟ ଫିଲ୍ମର ଜଣେ ପ୍ରସିଦ୍ଧ ଦମଦାର ଆକ୍ସନ ଓ ରୋମାଣ୍ଟିକ ଭୂମିକାରେ ଅଭିନୟ କରିଥିବା କଳାକାର ହେଉଛନ୍ତି ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତ ଜଣେ ଅଭିନେତା ସହ ଫିଲ୍ମ ନିର୍ମାତା ମନ୍ଧ୍ୟ ଅଛନ୍ତି । ସେ ତାଙ୍କର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ୍ଧ୍ୟ ରେ ବହୁତ ଆଦୃତ ହୋଇଛନ୍ତି ।

ଲୋକମାନେ ତାଙ୍କୁ ସଞ୍ଜୁ ବାବା ଓ ମୁନା ଭାଇ ନାମରେ ଜାଣନ୍ତି । ସେ କିଛିଦିନ କଳାକାର ଦୁନିଆରୁ ବାହାରି ରାଜନୀତି କ୍ଷେତ୍ରରେ ବି ନିଜର ପାରଦର୍ଶିତା ଦେଖାଇଛନ୍ତି । ସେ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଛନ୍ତି ।

ସେ ଆକ୍ସନ ଫିଲ୍ମ , କମେଡି ଫିଲ୍ମ , ରୋମାଣ୍ଟିକ ଫିଲ୍ମ ରେ କାମ କରିଛନ୍ତି । ସେ ତାଙ୍କର ପ୍ରତ୍ୟେକ ଚରିତ୍ର ରେ ନିଖୁଣ ଅଭିନୟ କରି ବହୁତ ଫିଲ୍ମ ଜଗତର ପୁରସ୍କାର ମଧ୍ୟ ପାଇଛନ୍ତି । ସଞ୍ଜୟ ଦତ୍ତଙ୍କର ଚାଲିବା ଶୈଳୀକୁ ଆଜିବି ବହୁତ ଲୋକ ପସନ୍ଦ କରନ୍ତି । ସଞ୍ଜୟ ଦତ୍ତ ପ୍ରସିଦ୍ଧ ଅଭିନେତା ସୁନୀଲ ଦତ୍ତଙ୍କ ପୁଅ ଅଟନ୍ତି । ସଞ୍ଜୟ ଦତ୍ତ ୨୦୦୮ ରେ ମାନ୍ୟତାଙ୍କୁ ବିବାହ କରିଥିଲେ । ସଞ୍ଜୟ ଦତ୍ତ ପ୍ରଥମେ ଶିଶୁ କଳାର ଭାବରେ ବଲିଉଡରେ ପାଦ ଥାପିଥିଲେ ।

ସେ ଶିଶୁ କଳାକାର ଭାବରେ ମଧ୍ୟ ବହୁତ ସୁନାମ ଅର୍ଜନ କରିଥିଲେ । ଶିଶୁ କଳାକାର ଭାବରେ ସେ ପ୍ରଥମେ ଫିଲ୍ମ ରେଷ୍ମା ଓ ଶେରା ରେ ନିଜର ପାରଦର୍ଶିତା ଦେଖାଇଥିଲେ । କିନ୍ତୁ ମୁଖ୍ୟ ଭୂମିକାରେ ପ୍ରଥମେ ସେ ରକି ଫିଲ୍ମ ରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ସେହି ସମୟର ଶୁପର୍ ଡୁପର ହିଟ ଫିଲ୍ମ ଥିଲା । ଏହାପରେ ସେ ଏହି ପରି ବହୁତ ଶୁପର୍ ଡୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ସବୁ ବଡ ବଡ ପ୍ରସିଦ୍ଧ କଳାକାର ମାନଙ୍କ ସହ ପ୍ରାୟ ସବୁ ଚରିତ୍ରରେ ଅଭିନୟ କରିଛନ୍ତି ।

ତାଙ୍କର ଅଭିନୀତ ଫିଲ୍ମ ଖଲନାୟକରେ ବଲୁ ଚରିତ୍ର ଆଜି ବି ଦର୍ଶକ ମାନେ ଭୁଲି ନାହାନ୍ତି । ଫିଲ୍ମ ବାସ୍ତବରେ ସେ ଦମଦାର ଅଭିନୟ କରିଥିଲେ ଏବଂ ସେଥିପାଇଁ ତାଙ୍କୁ ବେଷ୍ଟ ଆକ୍ଟର ପୁରସ୍କାର ମିଳିଥିଲା । ଏବେ ଆସନ୍ତୁ ଜାଣିବା ତାଙ୍କର ଦୁଇ ଭଉଣୀଙ୍କ ବିଷୟରେ । ସଞ୍ଜୟ ଦତ୍ତଙ୍କ ଛୋଟ ଭଉଣୀଙ୍କର ନାମ ନମ୍ରତା ଦତ୍ତ ଅଟେ । ସେ ଦେଖିବାକୁ ବହୁତ ଶୁନ୍ଦର ଅଟନ୍ତି ଓ ସଞ୍ଜୟଙ୍କର ବହୁତ ପ୍ରିୟ ଅଟନ୍ତି ।

ନମ୍ରତାଙ୍କ ବିବାହ ଗୋଟେ ଜମାନାରେ ବହୁତ ନାମ ଥିବା କଳାକାର କୁମାର ଗୌରବଙ୍କ ସହ ହୋଇଥିଲା । କୁମାର ଗୌରମ ଯୁବଳୀ କୁମାର ନାମରେ ପ୍ରସିଦ୍ଧ ଥିବା ରାଜେନ୍ଦ୍ର ଦତ୍ତଙ୍କର ପୁତ୍ର ଅଟନ୍ତି । ସଞ୍ଜୟ ଦତ୍ତଙ୍କ ବଡ ଭଉଣୀଙ୍କ ନାମ ପ୍ରିୟ ଦତ୍ତ ଅଟେ । ସେ ଏବେ ରାଜନୀତିରେ ସ୍ଖରୀୟ ଅଛନ୍ତି । ସେ ଭାରତର ଜଣେ ସାଂସଦ ଅଟନ୍ତି । ପ୍ରିୟଙ୍କର ସମାଜ ସେବାରେ ବହୁତ ସୁନାମ ଅଛି । ସେ ଭାରତ ଜଣେ ଜଣାଶୁଣା ସମାଜ ସେବୀକାଙ୍କ ମଧ୍ୟରେ ଅନ୍ୟତମ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।