TV ସିରିଏଲ ‘ବାବା ଏସୋ ବର ଢୁଣ୍ଡୋ’ ରେ କାମ କରି ଫେମସ ହୋଇଥିବା ଏହି Actress ଆଜି ଦେଖା ଯାଆନ୍ତି କିଛି ଏମିତି, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ଇମାଜିନ ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ “ବାବା ଏସେ ବର ଧୂଣ୍ଡୋ” ନିଶ୍ଚୟ ଦେଖିଥିବେ ଯାହାର କାହାଣୀ ଭାରତୀ ନାମକ ଝିଅ ଦ୍ଵାରା ଆଧାରିତ ହୋଇଥିଲା ।

ଏହି ସିରିଏଲରେ ଭାରତୀର ଉଚ୍ଚତା କମ ହୋଇଥିବାରୁ ତାର ବିବାହରେ ଅସୁବିଧା ହେଉଥିଲା । କିନ୍ତୁ ଭାରତୀର ସ୍ଵପ୍ନ ବହୁତ ବଡ ଥିଲା । ଭାରତୀ ନାମରେ ଅଭିନେତ୍ରୀ କରିଥିବା ଏହି ଅଭିନେତ୍ରୀଙ୍କୁ ଲୋକ ମାନେ ତାଙ୍କର ଅସଲି ନାଁରେ ନ ଜାଣି ତାଙ୍କୁ ଭାରତୀ ନାଁରେ ଜାଣିବାକୁ ଲାଗିଲେ । ଆଜି ଆମେ ଆପଣ ମାନଙ୍କୁ ଭାରତୀୟ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

 

ତାଙ୍କର ଉଚ୍ଚତା ୩ଫୁଟ ୫ଇଞ୍ଚ ଥିବାରୁ ଆତଙ୍କର ସମସ୍ତେ ମଜାକ କରୁଥିଲେ । ସମସ୍ତଙ୍କୁ ଉଚିତ ଜବାବ ଦେବା ପାଇଁ ସେ ଡାକ୍ତର ହେବାକୁ ଚାହୁଥିଲେ । କିନ୍ତୁ ତାଙ୍କ କିସମତରେ ଆଉ କିଛି ଲେଖାଥିଲା । ଗୋଟେ ଦିନ “ବାବା ଏସା ବର ଧୂଣ୍ଡୋ” ସିରିଏଲର କାଶଟିଙ୍ଗ କୋଚ ତାଙ୍କୁ କଲେଜ ବାହାରେ ଦେଖି ତାଙ୍କୁ ଏହି ସିରିଏଲରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । କିନ୍ତୁ ଜୁହୀ ଏହାକୁ ମଜାକ ଭାବି କିଛି କହିନଥିଲେ ।

ଏହା ପରେ କାଷ୍ଟିଙ୍ଗ କୋଚ ଯେତେବେଳେ ଜୁହୀଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ ସେତେବେଳେ ଜୁହୀ ଏ କଥାକୁ ବିଶ୍ବାସ କରିଥିଲେ । ଏହା ପରେ ଜୁହୀ ଏହି ସିରିଏଲରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ । ତାଙ୍କର ଏହି ସୋରେ ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ଏହି ସୋରେ ସେ ଅଭିନେତା ବିକ୍ରାନ୍ତ ମେଷୀଙ୍କ ସହ ଅଭିନୟ କରିଥିଲେ ଓ ଖୁବ ଲୋକପ୍ରିୟ ହୋଇ ପଡ଼ିଥିଲେ ।

ଏହା ପରେ ସେ ସିରିଏଲ “କୁବୁଲ ହେ” ରେ ଡୋଲି ଭୂମିକରେ ଅଭିନୟ କରିଥିଲେ । ଏହା ଛଡା “ଯୋଦ୍ଧା ଅକବର” ସିରିଏଲରେ ଜାକିରା ଦାସୀ ଭୂମିକରେ ନଜର ଆସିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ “ବଡୋ ବୋହୁ” ସିରିଏଲରେ ଅଭିନୟ କରିବାର ଦେଖା ଯାଇଥିଲା ।

କାରଣ ଟିଭି ଜଗତରେ ତାଙ୍କୁ ଭଲ ଚରିତ୍ରରେ ଅଭିନୟ ନ ମିଳିବାରୁ ସେ ଟିଭି ଜଗତରୁ ଦୂରେଇ ଯାଇଥିଲେ । ଏହା ପରେ ସେ ନିଜ ପିଲାଦିନର ସାଙ୍ଗ କରିମଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ସେ ଆଗ ଅପେକ୍ଷା ଆହୁରି ସୁନ୍ଦର ଲାଗୁଛନ୍ତି ଓ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।