ଶୁଟିଙ୍ଗ ସମୟରେ ପିଲମାନଙ୍କୁ ନଦୀରେ ଦେଖି ପାଣିକୁ ଡେଇଁଲେ ସଲମାନ ଖାନ, ଜାଣନ୍ତୁ ତାପରେ କଣ ହେଲା

ବଲୀଉଡର ସବୁଠୁ ବଡ ସୁପରଷ୍ଟାର ସଲମାନ ଖାନ ଅଟନ୍ତି । ଏହା ଏଥିପାଇଁ ଅଟେ କାରଣ ଯେତେବେଳେ ସଲମାନ ଖାନଙ୍କର କୌଣସି ବି ଫିଲ୍ମ ରିଲିଜ ହୋଇଥାଏ ତେବେ ତାହା କିଛି ସପ୍ତାହ ମଧ୍ୟରେ ହିଁ ୧୦୦ ରୁ ୨୦୦ କୋଟି ପର୍ଯ୍ୟନ୍ତ ବିଜନେସ କରିଥାଏ । ଏହା ସହିତ ସଲମାନ ଏକ ଏମିତି ଅଭିନେତା ଅଟନ୍ତି ଯାହାଙ୍କ ଫିସ ବଲୀଉଡରେ ସବୁଠୁ ଅଧିକ ଅଟେ । ସଲମାନ ନିଜର ପ୍ରତ୍ୟେକ ଫିଲ୍ମ ପାଇଁ ପାଖାପାଖି ୬୦ କୋଟି ଟଙ୍କା ନିଅନ୍ତି ।

ଏହା ସହିତ ସେ ବିଗ ବସ ଭଳି ଶୋ ପାଇଁ କୋଟି କୋଟି ଟଙ୍କା ନିଅନ୍ତି । ର ପାଆପଣ ଏଥିରୁ ତାଙ୍କ ପାୱାର ର ଅନ୍ଦାଜ ଲଗାଇପାରିବେ ।

ସଲମାନ ଖାନ ତ ନିଜର ଫିଲ୍ମ କ୍ୟାରିୟରରେ ଗୋଟିଏ ରୁ ବଳି ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି, କିନ୍ତୁ ତାଙ୍କର ‘ଦବଙ୍ଗ’ ଫିଲ୍ମ ଓ ସେଥିରେ ଚୁଲବୁଲ ପାଣ୍ଡେଙ୍କର ଚରିତ୍ର ବହୁତ ଲୋକପ୍ରିୟ ହୋଇଥିଲା । ଦବଙ୍ଗ ୧ ପରେ ଦବଙ୍ଗ ୨ ବି ଆସିଥିଲା । ବର୍ତ୍ତମାନ ଜଲ୍ଦି ହିଁ ଦବଙ୍ଗ ୩ ବି ଆସିବାର ଅଛି । ସଲମାନ ବର୍ତ୍ତମାନ ସମୟରେ ଏହି ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ ପ୍ରାୟତଃ ଶୁଟିଙ୍ଗ ସମ୍ବନ୍ଧିତ ନିଜର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି ।

ଏହା ମଧ୍ୟରେ ସେ ବର୍ତ୍ତମାନ ହିଁ ନିଜର ଆଧିକାରିକ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋରେ ସେ ପାଣି ଭିତରେ କିଛି ପିଲାମାନଙ୍କ ସହିତ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଫଟୋରେ ସଲମାନ କ୍ୟାପ୍ସନ ଲେଖିଲେ,”ପାନି ମେ ଗୋତେ ଲଗାଏ, ଆପକେ ଭାଇ ନେ କଲ, କାଫି କୁଲ ବଚୋଂ କେ ସାଥ, ଧରତୀ ମା’ କା ଆଦର ସମ୍ମାନ ହମେଶା ସର ଆଖୋଂ ପେ…”

କହିଦେଉଛୁ କି ସଲମାନ ପିଲାମାନଙ୍କ ସହିତ ବହୁତ ଅଧିକ ହିଁ ମିଶନ୍ତି । ସେ ସବୁବେଳେ ନିଜର ଛୋଟ ଫ୍ୟାନମାନଙ୍କର ଧ୍ୟାନ ରଖନ୍ତି । ଏହା ଛଡା ଗରିବ ପିଲାମାନଙ୍କ ପାଇଁ କେତେକ ଚ୍ୟାରୀଟି ବି କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।