ଦେଖନ୍ତୁ Bollywood ହିରୋଇନ ଙ୍କ ସହିତ କଣ ହୋଇଥାଏ ଯେତେବେଳେ ସେମାନେ Hollywood କୁ ଯାଆନ୍ତି, Priyanka Chopra ନିଜେ କହିଲେ…

ବଲୀଉଡ ରୁ ହଲିଉଡ ପର୍ଯ୍ୟନ୍ତ ନିଜର ଖାସ ପରିଚୟ ସୃଷ୍ଟି କରି ଗ୍ଲୋବାଲ ଆଇକନ ହୋଇସାରିଥିବା ପ୍ରିୟଙ୍କା ଚୋପଡା ନିଜର କ୍ୟାରିୟରରେ ଏକ ଭଲ ସ୍ଥାନ ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । କହିଦେଉଛୁ କି ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବଲୀଉଡରୁ ହଲିଉଡ ପର୍ଯ୍ୟନ୍ତ ଗୋଟିଏ ଲମ୍ବା ଯାତ୍ରା କରିଛନ୍ତି । କିନ୍ତୁ ଏହା ମଧ୍ୟରେ ପ୍ରିୟଙ୍କା ଚୋପଡାଙ୍କୁ ବିଭିନ୍ନ ପ୍ରକାରର ଭେଦ ଭାବର ବି ସାମ୍ନା କରିବାକୁ ପଡିଛି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବଲୀଉଡରେ ଯଦି କୌଣସି ନୂଆ ଅଭିନେତ୍ରୀ ଆସିଥାଏ ତେବେ ତାକୁ କା-ସ-ଟି-ଙ୍ଗ କା-ଉ-ଚର ଓ ଅନ୍ୟ କେତେକ ପ୍ରକାରର ଜିନିଷର ସାମ୍ନା କରିବାକୁ ପଡିଥାଏ ଓ ଏହିଭଳି ହିଁ କିଛି ପ୍ରିୟଙ୍କା ଚୋପଡାଙ୍କ ସହିତ ବି ହୋଇଛି ।

କହିବାକୁ ଗଲେ ପ୍ରିୟଙ୍କା ଚୋପଡା ଯେମିତି ବଲୀଉଡରେ ନିଜର କ୍ୟାରିୟର ବଞ୍ଚାଇବା ପାଇଁ ବୋଲ୍ଡନେସର ସାହାରା ନେଲେ ଠିକ ସେହିଭଳି ହଲିଉଡ ଫିଲ୍ମରେ ବି କାମ କରିବା ପାଇଁ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ବହୁତ ବୋଲ୍ଡ ଓ ହଟ ସିନ ଦେବାକୁ ପଡିଛି । କିନ୍ତୁ ହଲିଉଡର ଜଣା ଶୁଣା ନାଁ ହେବା ପୂର୍ବରୁ ପ୍ରିୟଙ୍କା ଚୋପଡା ଯେତେବେଳେ ହଲିଉଡ ଫିଲ୍ମ ଗୁଡିକରେ ଅଡିସନ ଦେବା ଆରମ୍ଭ କରିଲେ ତେବେ ତାଙ୍କୁ ସେହି ସମୟରେ ରଙ୍ଗଭେଦର ବି ସାମ୍ନା କରିବାକୁ ପଡିଥିଲା ।

କହିବାକୁ ଗଲେ ପ୍ରିୟଙ୍କା ଚୋପଡା ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ସେ ଯେତେବେଳେ ହଲିଉଡ ଫିଲ୍ମ ଗୁଡିକ ପାଇଁ ଅଡିସନ ଦେବା ଆରମ୍ଭ କରିଲେ ତେବେ ତାଙ୍କୁ ପ୍ରାୟତଃ ଅସ୍ଵୀକାର କରାଗଲା । କିନ୍ତୁ ପ୍ରିୟଙ୍କା ଚୋପଡା ଆଶ୍ଚର୍ଯ୍ୟ ସେତେବେଳେ ହେଲେ ଯେତେବେଳେ ତାଙ୍କୁ ଅସ୍ଵୀକାର କରିବାର ଅସଲ କାରଣ ବିଷୟରେ ଜଣା ପଡିଲା । କହିବାକୁ ଗଲେ ଯେଉଁ ବ୍ୟକ୍ତି ପ୍ରିୟଙ୍କା ଚୋପଡାଙ୍କ ଅଡିସନ ନେଉଥିଲା ସେ ପ୍ରିୟଙ୍କା ଚୋପଡାଙ୍କ ମ୍ୟାନେଜରକୁ ଫୋନ କରି କହିଲା କି ଯେଉଁ ବ୍ରାଉନ ବ୍ୟୁଟିକୁ ସେ ଖୋଜୁଛନ୍ତି ସେହି ଝିଅ ପ୍ରିୟଙ୍କା ଚୋପଡା ନୁହେଁ ଓ ତାଙ୍କର ସ୍କିନ ଟୋନ ବିଶେଷ କିଛି ଭଲ ନୁହେଁ ।

ସେଥିପାଇଁ ତାଙ୍କୁ ରିଜେକ୍ଟ କରି ଦିଆଗଲା । ଏହା ଶୁଣି ପ୍ରିୟଙ୍କା ଚୋପଡା ବହୁତ ଦୁଖିତ ହୋଇଥିଲେ । କିନ୍ତୁ ଏହା ସତ୍ବେ ବି ପ୍ରିୟଙ୍କା ଚୋପଡା ଅନ୍ୟ କିଛି ଫିଲ୍ମ ପାଇଁ ବି ଅଡିସନ ଦେଲେ । ଏହି କ୍ରମରେ ତାଙ୍କୁ ‘କ୍ୱାଂଟିକୋ’ ସିରିଜରେ ଲିଡ ରୋଲ ମିଳିଗଲା । ଏହା ପରେ ପ୍ରିୟଙ୍କାଙ୍କୁ ହଲିଉଡ ଫିଲ୍ମ ବେୱାଚରେ ବି ଦେଖାଗଲା । କହିଦେଉଛୁ କି ନିଜର ହଲିଉଡ ଡେବ୍ୟୁ ସହିତ ପ୍ରିୟଙ୍କା ଚୋପଡା ବୋଲ୍ଡନେସର ସବୁ ସୀମା ପାର କରି ଦେଇଥିଲେ ।

ପ୍ରିୟଙ୍କା ଚୋପଡାଙ୍କ ଫିଲ୍ମ ବିଷୟରେ କହିବା ତେବେ ସେ ବହୁତ ଜଲ୍ଦି ଫିଲ୍ମ ‘ୱ୍ହାଇଟ ଟାଇଗର’ରେ ନଜର ଆସିବେ । ବଲୀଉଡରେ ସଫଳ ଅଭିନେତ୍ରୀ ହେବା ସତ୍ବେ ବି ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ହଲିଉଡରେ ରଙ୍ଗଭେଦର ସାମ୍ନା କରିବାକୁ ପଡିଲା । କିନ୍ତୁ ପ୍ରିୟଙ୍କା ଚୋପଡା ନିଜର ପ୍ରତିଭା ବଳରେ ସମସ୍ତଙ୍କୁ ନିଜ ସାମ୍ନାରେ ମୁଣ୍ଡ ତଳକୁ କରିବା ପାଇଁ ବାଧ୍ୟ କରିଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।