ନିଜେ ଧନୀ ହେବାର ଟିକେ ବି ଗର୍ବ କରନ୍ତି ନାହିଁ Bollywood ର ଏହି 5 ଜଣ ଷ୍ଟାର, ଜଣେ ତ ରାସ୍ତା କଡରେ ଠିଆ ହେଇ ଖାଆନ୍ତି ଗୁପ୍ଚୁପ

ବଲିଉଡରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ଅନ୍ଦାଜ, ବ୍ୟକ୍ତିତ୍ବ, ଅଭିନୟ ପାଇଁ ବଲିଉଡ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ଅନେକ କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇନ ଅନେକ ଟଙ୍କା ରୋଜଗାର କରିଥାନ୍ତି ।

କିଛି ଅଭିନେତା ମାନେ ଗୋଟିଏ ଫିଲ୍ମ କରିବା ପାଇଁ କୋଟି କୋଟି ଟଙ୍କାର ଡିମାଣ୍ଡ କରିଥାନ୍ତି । କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜ ପଇସାକୁ ନେଇ କେବେ ବି ଘମଣ୍ଡ ବା ଗର୍ବ କରନ୍ତି ନାହି । ସେହି କଳାକାର ମାନେ କିଏ ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- “ଅକ୍ଷୟ କୁମାର” : ବଲିଉଡ ଜଗତର କଳାକାର ମାନଙ୍କ ମଧ୍ୟରୁ ଅକ୍ଷୟ କୁମାର ଏମିତି ଜଣେ ଅଭିନେତା ଯିଏ ଅନେକ ଫିଲ୍ମରେ କାମ କରି ବଲିଉଡକୁ ବହୁତ ଆଗରେ ପହଞ୍ଚାଇ ପାରିଛନ୍ତି । ତାଙ୍କର ଅନେକ ଫିଲ୍ମ ହିଟ ହୋଇ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି । ବଲିଉଡର ସବୁଠାରୁ ଧନୀ ବା ଅମିର ଅଭିନେତା ମାନଙ୍କ ମଧ୍ୟରୁ ଅକ୍ଷୟ କୁମାରଙ୍କ ନାମ ପ୍ରଥମ ସ୍ଥାନରେ ରହିଛି । କିନ୍ତୁ ସେ ତାଙ୍କର ପଇସା ଉପରେ କେବେ ବି ଗର୍ବ କରନ୍ତି ନାହି । ଅନେକ ସମୟରେ ସେ ଦରକାରୀ ବ୍ୟକ୍ତିଙ୍କୁ ସାହାଜ୍ଯ କରିଥାନ୍ତି ।

୨- “ନାନା ପାଟେକର” : ବଲିଉଡର ପ୍ରସିଦ୍ଧ ଅଭିନେତା ଭାବେ ଅଭିନେତା ନାନା ପାଟେକର ପରିଚିତ ଅଟନ୍ତି । ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇ ଦର୍ଶକ ମାନଙ୍କ ହୃଦୟରେ ଏବେ ମଧ୍ୟ ରହିଛନ୍ତି । ତାଙ୍କର କେବେ ବି ତାଙ୍କ ପଇସା ଉପରେ ଘମଣ୍ଡ ବା ଗର୍ବ ରହି ନାହି । ଅନେକ ସମୟରେ ସେ ଦୁଖୀ ଲୋକଙ୍କଉ ସାହାଜ୍ଯ କରିଥାନ୍ତି ।

୩- “ରନବିର କପୁର” : ବଲିଉଡ ଜଗତର ଅଭିନେତା ଓ ବିଗ ଅଭିନେତା ଋଷି କପୁରଙ୍କ ପୁଅ ଭାବେ ଅଭିନେତା ରନବୀର କପୁର ପରିଚିତ ଅଟନ୍ତି । ତାଙ୍କୁ ତାଙ୍କର ଅଭିନୟ ଓ ପଇସାକୁ ନେଇ ତାଙ୍କ ମନରେ ଟିକେ ହେଲେ ବି ଘମଣ୍ଡ ବା ଗର୍ବ ନାହି । ଅଭିନେତା ରନବୀର କପୁରଙ୍କୁ ଗୁପ୍ଚୁପ ଖାଇବାକୁ ବହୁତ ଭଲ ଲାଗିଥାଏ । ଅନେକ ଥର ତାଙ୍କୁ ରୋଡ ସାଇଡରେ ଗୁପ୍ଚୁପ ଖାଇଅବର ଦେଖା ଯାଇଛି ।

୪- “ଜେକି ଶ୍ରୋପ” : ବଲିଉଡର ସୁପର ଷ୍ଟାର ଭାବେ ଅଭିନେତା ଜେକି ଶ୍ରୋପ ପରିଚିତ ଅଟନ୍ତି । ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇ ଅଭିନେତା ଜେକି ଶ୍ରୋପ ବଲିଉଡ ଜଗତକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ରହିଥିଲେ । ସେ ବଲିଉଡର ଏମିତି ଜଣେ ଅଭିନେତା ଅଟନ୍ତି ଯାହାଙ୍କର ତାଙ୍କ ପଇସାକୁ ନେଇ ଗର୍ବ ନାହି । ଆଜି ବି ସେ ଏକ ଗରିବ ଚାହା ଦୋକାନରେ ଚାହା ପିଇବାର ନଜର ଆସନ୍ତି ।

୫- “ଅମିର ଖାନ” : ଅମିର ଖାନ ବଲିଉଡର ଜଣେ ସାନଦାର ଅଭିନେତା ଅଟନ୍ତି । ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ରିଲିଜ ହେଲେ ୨୦୦ କୋଟି କମାଇଥାଏ । ତାଙ୍କର ତାଙ୍କ ପାଇଅସାକୁ ନେଇ କେବେ ବି ଘମଣ୍ଡ ରହି ନାହି । ସେ ଦରକାରୀ ବ୍ୟକ୍ତି ଅନେକ ସମୟରେ ସାହାଜ୍ଯ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।