Vastu Shastra- ବିନା ପୂଜାରେ ହିଁ ସବୁ ମନୋକାମନା ହେବ ପୂର୍ଣ୍ଣ, ବାସ ଆପଣଙ୍କ ଘର ର ପୂଜା ଘରେ ରଖି ଦିଅନ୍ତୁ ଏହି 1 ଜିନିଷ

ଆପଣ ଘରେ ଯଦି ଏହି ଗୋଟେ ଜିନିଷ ପୂଜା ଘରେ ରଖନ୍ତି, ଧନ ଅଭାବ ରହିବ ନାହିଁ । ଆପଣ ଘରେ ଯଦି ଏହି ଜିନିଷ ରଖନ୍ତି ତାହେଲେ ଭଲ ରହିବ । ଘରେ ଧନ ଅଭାବ ନହେବା ପାଇଁ ଆମେ ବହୁତ୍ ପୂଜା କରୁ । ଧନ ଆଗମନ ହେବାପାଇଁ ବହୁତ୍ ପୂଜା ପାଠ କରୁ, ସବୁ କିଛି ସମସ୍ୟାର ସମାଧାନ ହେବା ପାଇଁ । ସେଥିପାଇଁ ଏହିସବୁ ଜିନିଷ ପୂଜା ଘରେ ରହିଲେ ଆମ ଜୀବନରେ ଧନ ଅଭାବ ହେବନାହିଁ । ଏହି ଜିନିଷ ମାଧ୍ୟମରେ ଦେବୀ ଓ ଦେବତାମାନେ ସବୁବେଳେ ପ୍ରସର୍ଣ୍ଣ ରହିବେ । ସେଥିପାଇଁ ଏହି ଜିନିଷର ଖାସ୍ ମହତ୍ୱ ଅଛି । ଆମେ କହୁଛୁ ପୂଜା ଘରେ କେଉଁ ଜିନିଷ ରଖିବା ଦରକାର, ଯେଉଁଥିରେ ଧଣବାନ ରହିବେ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ଆମେ ସେହି ସବୁ ବିଷୟର ଜାଣିବା ।

ଗଙ୍ଗାଜଳ;- ଗଙ୍ଗାଜଳ ଘର ମନ୍ଦିରରେ ରହିଲେ ସବୁ ଦୁଃଖ ସମାପ୍ତ ହୁଏ, ସେହି ଘର ଏତେ ପବିତ୍ର ହୁଏ, ସେହି ଘରେ ଦେବୀ ଓ ଦେବତା ରୁହନ୍ତି ଓ ସେମାନଙ୍କ ଆଶ୍ରିବାଦ ପ୍ରାପ୍ତି ହୁଏ । ଗଙ୍ଗାଜଳ କିମ୍ବା ପାଞ୍ଚ ପବିତ୍ର ନଦୀର ଜଳ, ପୂଜା ଘରେ ରଖିଲେ ଘରେ ସୁଖଶାନ୍ତିର ବାତାବରଣ ରହେ ଓ ବହୁତ୍ ଶୁଭ ହୋଇଥାଏ ।

ଘିଅଦିପ;- ଘରର ମନ୍ଦିରରେ ଘିଅଦିପ ରଖିଲେ ବହୁତ୍ ଶୁଭ ହୁଏ । ଗୋ ମାତାଙ୍କ ପବିତ୍ର ଘିଅରେ ଦୀପ ଜଳେଇଲେ ପାଞ୍ଚଟି ଦୀପ କିମ୍ବା ୧ଟି ଦୀପ ଲଗେଇଲେ ଶୁଭ ହୁଏ । ଘିଅ ଜଳିଲେ ତାହାର ଯେଉଁ ବାସ୍ନା ଘର ଭିତରକୁ ଯାଏ,ସେହି ବାସ୍ନା ବ୍ୟକ୍ତିକୁ ଧନବାନ ବ୍ୟକ୍ତି କାରାଏ । ସେହି ପ୍ରକାରରେ ଭଗବାନଙ୍କୁ ତୁଳସୀ ଜଳ ଅର୍ପଣ କରିବା ଓ ସତେଜ ଫୁଲକୁ ଯଦି ଦେବୀ ଦେବତାଙ୍କ ପାଖରେ ଅର୍ପଣ କରାଯାଏ । ଦେବୀ ଦେବତା ବହୁତ ପ୍ରସର୍ଣ୍ଣ ରୁହନ୍ତି ।

ଘର ମନ୍ଦିରରେ ଏହିସବୁ ଜିନିଷ ଯେମିତି ହେଲେ ରହିବା ଦରକାର । ଘର ଭିତରେ ଗଣେଶ ଓ ମା ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ଯେମିତି ହେଲେ ରହିବା ଦରକାର l ଏମିତି ଫଟୋ ଯେଉଁ ଘରେ ରହିଥାଏ, ସେହି ଘରେ ଧନ ଅଭାବ ରହେ ନାହିଁ ଓ ସବୁ କିଛି ଭଲ ହୁଏ । ଘର ମନ୍ଦିରରେ ସୁଝିଯାଇଥିବା କତା ଲାଗିଥିବା ନଡ଼ିଆ ରଖିଲେ ଶୁଭ ହୁଏ । ଭଗବାନ୍ ଶିବଙ୍କ ପ୍ରତୀକ ନଡ଼ିଆକୁ ମାନାଯାଇଥାଏ । ନଡ଼ିଆରେ ମୁଣ୍ଡକୁ ଶିବଙ୍କ ସହ ତୁଳନା କରାଯାଇଛି ।

ନଡିଆର ଏହି ତ୍ରିନେତ୍ର ଯୋଗୁଁ ଶିବଙ୍କର ପ୍ରିୟ ହୋଇଥାଏ । ମା ଲକ୍ଷ୍ମୀଙ୍କର ନଡ଼ିଆ ବହୁତ ପ୍ରିୟ ହୋଇଥାଏ । ନଡ଼ିଆରେ ସାଲୁ କନା ଗୁଡେଇ ଓ ସ୍ଵସ୍ଥିକ ଚିହ୍ନ କରନ୍ତୁ, ଏହିପରି ଭାବରେ କଲେ ସବୁ ଶୁଭ ହୁଏ ଓ ଘରର ବାସ୍ତୁ ଦୋଷ ଦୂର ହୁଏ । ଧନ ଆଗମନର ସୂଚନା ମିଳେ ।

କଉଡ଼ି;-  ଯଦି ଆପଣ କଉଡ଼ି କିମ୍ବା ଆଣି ପୂଜା ଘରେ ରଖନ୍ତି । ସକରାତ୍ମକ ଶକ୍ତି ପ୍ରବେଶ କରିବ । କଉଡ଼ି ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ । ଏମିତି ହେଲେ ଧନ ଆଗମନରେ ସୂଚନା ମିଳେ । ଆପଣଙ୍କ ସନ୍ତାନ ପ୍ରାପ୍ତିର ସୁଯୋଗ ମିଳେ ।

ଲାଲ ଫିତା;- ଏହି ଲାଲ ଫିତା ପୂଜା ଘରେ ରଖିଲେ ଶୁଭ ହୁଏ । ଲାଲ ଫିତାରେ ହାତରେ ଗୁରେଇଲେ ଭଲ ହୁଏ । ହାତ କଳା ପଡ଼ିଲେ ସେହି ଫିତାକୁ ଫୋପାଡି ନୂଆ ଫିତା ବାନ୍ଧିଲେ ଭଲ ହୁଏ । ଲାଲ ସିନ୍ଦୂର କିମ୍ବା ସିନ୍ଦୂର ଫଟୋ ପୂଜା ଘରେ ରଖିଲେ ଶୁଭ ହୁଏ । ଯେତେ ପର୍ଯ୍ୟନ୍ତ ସିନ୍ଦୂର ଲଗେଇଲେ ଭଲ ହୁଏ ।

ଭଗବାନଙ୍କ ଲାଲ୍ ସିନ୍ଦୁର ଲଗେଇଲେ ଶୁଭ ହୁଏ, ଯଦି ଆପଣ ପୂଜା ଘରେ ଲାଗିଥିବା ସିନ୍ଦୂର ଲଗେଇ କୁଆଡେ ଯାଆନ୍ତି ଶୁଭ ହୁଏ । ସିନ୍ଦୂର ବିଶେଷ ମାନ୍ୟତା ରହିଛି । ପୂଜା ଘରେ ଦୀପ ଓ ଧୂପଦାନୀ ମାଜିକି ରଖିଲେ ଶୁଭ ହୁଏ । ଏମିତି କଲେ ଶୁଭ ହୁଏ । ଆପଣ ପୂଜା ଘରେ ସ୍ୱସ୍ଥିକର ନିର୍ମାଣ କରିବା ଦରକାର । ଆପଣ ଏମିତି କଲେ ଶୁଭ ହୁଏ,ସ୍ୱସ୍ଥିକ ଚିହ୍ନ କରନ୍ତୁ ଭଲ ହେବ । ପୂଜା ଘରେ କେଉଁ ଜିନିଷ ରଖିଲେ ଶୁଭ ହୁଏ । ନ୍ୟୁଜ୍ ପେପର ପୂଜା ଘରେ ରଖିଲେ ଶୁଭ ହୋଇ ନଥାଏ ।

ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହୁଏ, ପ୍ରତିଦିନ ଏହିପାଣିକୁ ବଦଳେଇ ରଖିଲେ ଶୁଭ ହୁଏ । ମୋର ଏହି ନିୟମ କଲେ ଶୁଭ ହୁଏ । ମା ସରସ୍ବତୀଙ୍କ ବୀଣା ପୂଜା ଘରେ ରଖିଲେ ଶୁଭ ହୁଏ । ବଇଁଶି ପୂଜା ଘରେ ରଖିଲେ ମା ଲକ୍ଷ୍ମୀ ଓ ମା ସରସ୍ବତୀ ଓ ଭଗବାନ୍ ବିଷ୍ଣୁଙ୍କ କୃପା ମିଳେ । ମୟୂର ପର ପୂଜା ଘରେ ରଖିଲେ ଶୁଭ ହୁଏ । ଏମିତି ଘରେ ସବୁ ଜିନିଷ ରଖିଲେ ଶୁଭ ହୁଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।