ଏହି 10 Bollywood ଷ୍ଟାର ମାନଙ୍କ ପାଖରେ ଅଛି ଏତେ ଦାମୀ ଫୋନ, ଦେଖନ୍ତୁ କିଏ କେଉଁ ଫୋନ ୟୁଜ କରନ୍ତି

ବଲିଉଡ ଆକ୍ଟର ମାନଙ୍କ ଲାଇଫ ସବୁବେଳେ ସିକ୍ରେଟ ରହିଥାଏ । ଏହି ଷ୍ଟାର ମାନଙ୍କ ଫ୍ୟାନସ ମାନେ ଏହି ଷ୍ଟାର ମାନଙ୍କ ପର୍ଶନାଲ ଲାଇଫ ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଥାନ୍ତି । ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ନେମ, ଫେମ ସହିତ ଗୋଟେ ଫିଲ୍ମ ପାଇଁ ବହୁତ ପଇସା ମଧ୍ୟ ନେଇଥାନ୍ତି ଏହି ଷ୍ଟାର ମାନେ । କୌଣସି ପାର୍ଟି, ଫକ୍ସନ, ଆୱାର୍ଡ଼ ଶୋ କୁ ଯିବା ପାଇଁ ମଧ୍ୟ ବଲିଉଡ ଷ୍ଟାର ମାନେ ପଇସା ନେଇଥାନ୍ତି ।

ଏହା ଦ୍ଵାରା ଏମାନଙ୍କ ରୋଜଗାର କୋଟି କୋଟି ଟଙ୍କାରେ ହୋଇଥାଏ ଯାହା ଦ୍ଵାରା ଏମାନେ କଷ୍ଟମ ସେଲ୍ଫ ମେଡ ମୋବାଇଲ ନେଇଥାନ୍ତି । ଯାହାର ଦାମ ଲକ୍ଷ ଲକ୍ଷ ଟଙ୍କା ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ ଯାହାଙ୍କ ପାଖରେ ବହୁତ ଦାମୀ ଦାମୀ ମୋବାଇଲ ଫୋନ ରହିଛି । ତେବେ ଚାଲନ୍ତୁ ଜାଣିବା ।

ସାରୁଖ ଖାନ:- ବଲିଉଡ ର ବାଦସାହ ସାରୁଖ ଖାନ ନୂଆ ନୂଆ ଗ୍ୟାଜେଟ କୁ ବହୁତ ପସନ୍ଦ କରିଥାନ୍ତି । ବର୍ତମାନ ସେ ଆଇ ଫୋନ ୧୧ ପ୍ରୋ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ମାର୍କେଟରେ ୧ ଲକ୍ଷ ଟଙ୍କାରୁ ଅଧିକ ଅଟେ ।

ସଲମାନ ଖାନ:- ବଲିଉଡ ଭାଇଯାନ ସଲମାନ ଖାନ ବର୍ତମାନ ଆଇ ଫୋନ ୧୧ ପ୍ରୋ ମ୍ୟାକ୍ସ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ମାର୍କେଟ ରେ ୧.୫ ଲକ୍ଷ ରୁ ଅଧିକ ଅଟେ ।

ରଣବୀର କପୁର:- ବଲିଉଡ ଷ୍ଟାର ରଣବୀର କପୁର ବର୍ତମାନ ବ୍ୟବହାର କରୁଛନ୍ତି ଗୁଗଲ ପିକ୍ସେଲ ୪ଏକ୍ସ ଏଲ ଫୋନ । ଏହି ଫୋନ ର ଦାମ ୧.୫ ଲକ୍ଷ ଟଙ୍କା ଅଟେ ।

ବରୁଣ ଧବନ:- ବର୍ତମାନ ବରୁଣ ଶ୍ୟାମସଙ୍ଗ ଏସ ୨୦ ବ୍ୟବହାର କରୁଛନ୍ତି ଏହି ଫୋନ ର ଦାମ ୮୦ହଜାର ଟଙ୍କା ଅଟେ ।

କାର୍ତ୍ତିକ ଆର୍ଯନ:- ବଲିଉଡ ର ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ବର୍ତମାନ ୱାନ ପ୍ଲସ ସେଭେନ ପ୍ରୋ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୭୦୦୦୦ ଟଙ୍କା ଅଟେ ।

ରଣବୀର ସିଂ:- ବଲିଉଡ ର ଲିଡ଼ିଂ ଷ୍ଟାର ରଣବୀର ସିଂ ବର୍ତମାନ ଆଇ ଫୋନ ୧୧ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୭୦୦୦୦ ଟଙ୍କା ଅଟେ ।

ରିତିକ ରୋଷନ:- ବଲିଉଡ ଷ୍ଟାର ରିତିକ ରୋଷନ ବର୍ତମାନ ଆଇ ଫୋନ ୮ ପ୍ଲସ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୯୦୦୦୦ ଟଙ୍କା ଅଟେ ।

ଅକ୍ଷୟ କୁମାର:- ବଲିଉଡ ର ଖିଲାଡ଼ି ଅକ୍ଷୟ କୁମାର ସ୍ୟାମସଙ୍ଗ ଗ୍ୟାଲେକ୍ସି ଏସ ୧୦ ପ୍ଲସ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୧ ଲକ୍ଷ ଟଙ୍କାରୁ ଅଧିକ ଅଟେ ।

ଭିକି କୌଶଳ:- ହ୍ୟାଣ୍ଡସମ ହଙ୍କ ଭିକି ବର୍ତମାନ ଆଇ ଫୋନ ଏକ୍ସ ଆର ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୫୦୦୦୦ ଟଙ୍କା ଅଟେ ।

ସାହିଦ କପୁର:- ସମସ୍ତଙ୍କ ପସନ୍ଦ ଆକ୍ଟର ସାହିଦ କପୁର ବର୍ତମାନ ଆଇ ଫୋନ ୧୧ ପ୍ରୋ ବ୍ୟବହାର କରୁଛନ୍ତି । ଏହି ଫୋନ ର ଦାମ ୧ ଲକ୍ଷରୁ ଅଧିକ ଅଟେ ।

ତେବେ ଆପଣଙ୍କ ପସନ୍ଦ ବଲିଉଡ ଷ୍ଟାର କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।