ଗୋଟେ ସିନ ସୁଟିଙ୍ଗ ବାହାନାରେ Anushka Sharma ଙ୍କୁ ପୁରା ଦିନ କିସ କରି ଚାଲିଥିଲେ Ranveer Singh

ଫିଲ୍ମ ରେ କିଶିଂ ସିନ କରିବା ପାଇଁ ଷ୍ଟାର ମାନଙ୍କୁ ବହୁତ ପ୍ରସ୍ତୁତି କରିବାକୁ ପଡ଼ିଥାଏ । ସେହି ସମୟରେ ଏମିତି ସିନ କରିବା ପାଇଁ ଆକ୍ଟର ମାନେ ନର୍ଭସ ହୋଇଯାଆନ୍ତି ଏବଂ ସୁଟିଂ କ୍ୟାଂସଲ ମଧ୍ୟ କରିବାକୁ ପଡ଼ିଥାଏ । ଆଜି ଆମେ ଏମିତି ଗୋଟେ ସିନ ବିଷୟରେ କହିବାକୁ ଯାଉଛୁ ଯାହା ଠିକ ଭାବେ କରିବା ପାଇଁ ରଣବୀର ସିଂ ଅନୁଷ୍କା ଶର୍ମାଙ୍କୁ ପୁରା ଦିନ କିସ କରିଥିଲେ ।

କିନ୍ତୁ ଫିଲ୍ମ ରେ ଏହି ସିନ କେବଳ ୧୨ ସେକେଣ୍ଡ ପାଇଁ ଦେଖା ଯାଇଥିଲା । କେବଳ ୧୨ ସେକେଣ୍ଡ ର ସିନ ପାଇଁ ରଣବୀର ସିଂ ଅନୁଷ୍କା ଶର୍ମାଙ୍କ ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ କିସ ସିନ ଅଭ୍ୟାସ କରୁଥିଲେ । ନିଜ ପ୍ରଥମ ଫିଲ୍ମ ବ୍ୟାଣ୍ଡ ବାଜା ବରାତ ରେ ରଣବୀର ସିଂ ଅନୁଷ୍କା ଶର୍ମାଙ୍କୁ ପଟାଇବାରେ ସଫଳ ହୋଇଥିଲେ । ଅନୁଷ୍କା ରଣବୀର ଙ୍କ ଠାରୁ ବଲିଉଡ ଇଣ୍ଡଷ୍ଟ୍ରି ରେ ସିନିଅର ଥିଲେ କିନ୍ତୁ ରଣବୀର ଏମିତି କିମିଆ କରିଥିଲେ ଯେ ଅନୁଷ୍କା ରଣବୀର ଙ୍କ ପ୍ରତି ଆକର୍ଷିତ ହୋଇଥିଲେ ।

ଜଲ୍ଦୀ ହିଁ ଦୁହିଁ ଙ୍କ ଅଫେୟାର ର ଖବର ମିଡିଆରେ ଆସିଥିଲା । ରଣବୀର ଏବଂ ଅନୁଷ୍କା ଙ୍କୁ ଆହୁରି ଚର୍ଚ୍ଚାରେ ଆଣିବା ପାଇଁ ଫିଲ୍ମ ଡିରେକ୍ଟର ଫିଲ୍ମ ରେ ଗୋଟେ କିସିଂ ସିନ ରଖିବାକୁ ନିଷ୍ପତି ନେଇଥିଲେ । ଯେତେବେଳେ ଏହି ସିନ ଶୁଟ କରାଯିବାର ଥିଲା ସେତେବେଳେ ଅନୁଷ୍କା ଶର୍ମା ବହୁତ ଡରିଯାଇଥିଲେ । ଅନୁଷ୍କା ଏହି ସିନ ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ବହୁତ ଥର ଶୁଟ କରିବା ପରେ ମଧ୍ୟ ଏହା ଠିକ ଭାବରେ ଶୁଟ ହୋଇ ନଥିଲା ।

ତାପରେ ନିର୍ଦ୍ଦେଶକ ତାଙ୍କୁ ଅଭ୍ୟାସ କରିବାକୁ କହିଥିଲେ । ଏହି ଖବର ପାଇଁ ରଣବୀର ସିଂ ବହୁତ ଖୁସି ହୋଇଥିଲେ । ସେ ଅଭ୍ୟାସ କରିବା ବାହାନାରେ ଅନୁଷ୍କା ଙ୍କୁ ବାରମ୍ବାର କିସ କରିଥିଲେ । ଏହା ପୁରା ଦିନ ଚାଲିଥିଲା । ସେତେବେଳେ ଦୁଇଜଣ ପ୍ରେମିକ ପ୍ରେମିକା ଥିଲେ । ଯେତେବେଳେ ପୁଣି ଶୁଟ କରାଗଲା ସେତେବେଳେ ବି ଠିକ ଭାବରେ ସିନ ହୋଇନଥିଲା ।

ସେତେବେଳେ ନିର୍ଦ୍ଦେଶକ ରାଗିଯାଇ କ୍ୟାମେରା ବନ୍ଦ କରି ତାଙ୍କୁ କିସ କରିବାକୁ କହିଥିଲେ ସେତେବେଳେ ଅନୁଷ୍କା ଟିକେ କମ ଡରିଥିଲେ ଏବଂ ନର୍ମାଲି କିସ କରିଥିଲେ । କିନ୍ତୁ ସେତେବେଳେ ନିର୍ଦ୍ଦେଶକ ସତରେ କ୍ୟାମେରା ବନ୍ଦ କରିନଥିଲେ ଏବଂ ସେହି କିସ ଟି ପୁରା ପର୍ଫେକ୍ଟ ସିନ ଥିଲା । ଅନୁଷ୍କା ଏବଂ ରଣବୀର ଙ୍କ ଯୋଡ଼ି ବହୁତ ଚର୍ଚ୍ଚାରେ ରହିଥିଲା । ଦିଲ ଧଡକନେ ଦୋ ଫିଲ୍ମ ରେ ମଧ୍ୟ ରଣବୀର ଏବଂ ଅନୁଷ୍କା ଗୋଟେ ଜବରଦସ୍ତ କିସିଂ ସିନ କରିଥିଲେ ।

ଏହି ସିନ ପାଇଁ ରଣବୀର ଏବଂ ଅନୁଷ୍କା ବେଶି ସମୟ ନେଇ ନଥିଲେ । ଏହି ସିନ ଖୁବ ଶୀଘ୍ର ଆଊ ବହୁତ ଭଲ କିସିଂ ସିନ ଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି । ରଣବୀର ନିଜର ଇଣ୍ଟରଭିୟୁ ରେ କହିଥିଲେ କି ତାଙ୍କର ବହୁତ ପ୍ରେମିକା ରହି ସାରିଛନ୍ତି । ରଣବୀର ନିଜେ ସ୍ଵିକାର କରିଥିଲେ ସେ ବହୁତ ଝିଅ ଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି । କିନ୍ତୁ ଆଜି ରଣବୀର ପୁରା ବଦଳି ଯାଇଛନ୍ତି । ଏବେ ସମୟରେ ରଣବୀର ୱାନ ଓମେନ ମ୍ୟାନ ହୋଇଛନ୍ତି । ଏବେ ରଣବୀର ଦୀପିକା ଙ୍କୁ ବିବାହ କରି ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।