ବିବାହ କଲେ ଓଡିଶାର ଲୋକପ୍ରିୟ ସିଙ୍ଗର Dipti Rekha Padhi, ଦେଖନ୍ତୁ କାହାକୁ କଲେ ସେ ବିବାହ

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆପଣ ମାନେ ଦିପ୍ତିରେଖା ପାଧୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଦିପ୍ତିରେଖା ଓଡିଶାର ଜଣେ ଲୋକପ୍ରିୟ ଗାୟିକା । ତେବେ ମିଳିଥିବା ଅଖବର ଅନୁସରେ ଦିପ୍ତିରେଖା ଗତ କାଲି ବିବାହ କରି ନେଇଛନ୍ତି । ଆଜ୍ଞା ହଁ ଦୀପ୍ତି ରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ବିବାହ ରେ ଅଲିଉଡ ର ନାମୀ ଦାମୀ ସିଙ୍ଗର ଓ କଳାକାର ମାନେ ଯୋଗ ଦେଇ ତାଙ୍କୁ ବୈବାହିକ ଜୀବନର ଶୁଭକାମନା ଜଣାଇଛନ୍ତି । ଏବେ ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହି ଦେଉଛୁ କି ଦିପ୍ତିରେଖା ଜଣେ ବହୁତ ସୁନ୍ଦର ଗାୟିକା ଅଟନ୍ତି । ସେ ସୁନ୍ଦର ଗୀତା ଗାଇବା ସହ ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଦିପ୍ତିରେଖା ଅନେକ ଓଡିଆ ଫିଲ୍ମ ଗୀତରେ ନିଜର କଣ୍ଠଦାନ କରିଛନ୍ତି ଓ ସେ ଗାଇଥିବା ସମସ୍ତ ଗୀତ ମଧ୍ୟ ସୁପର ହିଟ ହୋଇଛି । ଦିପ୍ତିରେଖା କେବଳ ତାଙ୍କ ଗୀତ ମାଧ୍ୟମରେ ନୁହେଁ ବରଂ ତାଙ୍କ ରୂପ ମାଧ୍ୟମରେ ମଧ୍ୟ ସେ ଲୋକଙ୍କ ହ୍ରୁଦୟକୁ ଜିତିଥିଲେ ।

ଦିପ୍ତିରେଖା ଙ୍କ କଣ୍ଠ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ସେ ନିଜର ଗୀତ ମାଧ୍ୟମରେ ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଯେତେବେଳେ ଓଡିଶାର କୌଣସି ହିଟ ଗୀତ ଆଗକୁ ଆସେ ତାହା ଦିପ୍ତିରେଖାଙ୍କ କନ୍ଠରୁ ପ୍ରାୟତଃ ଶୁଣିବାକୁ ମିଳେ । ଏହା ସହିତ ପ୍ରେମାନନ୍ଦ ଦିପ୍ତିରେଖା ଙ୍କ ଉପରେ ବହୁତ ଭରସା ରଖନ୍ତି । ପ୍ରେମାନନ୍ଦ ଙ୍କର ସମସ୍ତ ଗୀତରେ ଦିପ୍ତିରେଖାଙ୍କୁ ଆପଣ ନିଶ୍ଚୟ ପାଇବେ ।

ଏହା ସହିତ ଗୋଟିଏ ଚଳଚିତ୍ରରେ ମଧ୍ୟ ସେ ଗୀତ ଗାଉଥିବାର ଓ ଅଭିନୟ କରୁଥିବାର ନଜର ଆସିଥିଲେ । ତେବେ ଅନେକ ହିଟ ଗୀତ ଗାଇଥିବା ଦିପ୍ତିରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ଗୀତ ତାଙ୍କ ବିବାହ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଓ ସେ ଆଗକୁ ମଧ୍ୟ ଏହିପରି ଗୀତ ଗାଇବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ଇଣ୍ଡଷ୍ଟ୍ରି ରେ ଯେତେବେଳେ ସେ ପ୍ରଥମ କରି ପାଦ ଦେଇଥିଲେ ସେ ପ୍ରଥମେ ଗୀତ ଗାଉଥିଲେ କିନ୍ତୁ ସେଥିରେ ସେ ଏତେ ସଫଳ ହୋଇ ନଥିଲେ ଓ ପରେ ଏକ ଧାରାବାହିକରେ ହିରୋଇନ ଭାବେ ଅଭିନୟ କରିଥିଲେ । ତା ପରେ ପୁଣି ଥରେ ସେ ନିଜର ଗୀତ କ୍ଯାରିୟର ଆରମ୍ଭ କରିଥିଲେ ଓ ଗୀତରେ ବହୁତ ସକ୍ସେସ ପାଇଥିଲେ । ତାଙ୍କର ଗୀତ ଶୁଣିବା ପାଇଁ ସମସ୍ତେ ଭଲ ପାଆନ୍ତି । ଖବର ଅନୁସାରେ ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ଉତ୍ସବ ରେ ତାଙ୍କର ସିଙ୍ଗର ସାଙ୍ଗମାନଙ୍କ ସହ ମ୍ୟୁଜିକ ଡ଼ିରେକ୍ଟର ପ୍ରେମାନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଶୁଣିବାକୁ ମିଳୁଛି କି ଦିପ୍ତିରେଖା ତାଙ୍କ ସୋମ୍ୟ ରଞ୍ଜନ ଙ୍କୁ ବିବାହ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ସେ କଣ କରନ୍ତି । ଏଥିରେ ଦିପ୍ତିରେଖା ଖୁସି ଥିବାର ଜଣା ପଡୁଥିଲେ । ଦିପ୍ତିରେଖା ସମସ୍ତଙ୍କ ସହ ସେଲଫି ନବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଦିପ୍ତିରେଖାଙ୍କୁ ତାଙ୍କର ବୈବାହିକ ଜୀବନ ପାଇଁ ଆମେ ତାଙ୍କୁ ଅଲ ଦ ବେସ୍ଟ ଜଣାଉଛୁ । ଆଶା କରୁଛୁ ତାଙ୍କ ଜୀବନ ସୁଖ ଶାନ୍ତିରେ କଟୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।