Bollywood ର ଏହି 6 ଜଣ ହିରୋଇନ ଫେମସ ହେବା ପାଇଁ ନାମ ବଦଳାଇ ମୁସ୍ଲିମ ରୁ ହେଇଗଲେ ହିନ୍ଦୁ, ନମ୍ବର ୧ ଙ୍କ ନାମ ଜାଣିଲେ ତ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ ରେ ଅନେକ ଅଭିନେତ୍ରୀ ନିଜର କଳାର ଛାପ ଛାଡିଛନ୍ତି ଯାହା ବଲିଉଡ ପାଇଁ ଏକ ଗର୍ବର ବିଷୟ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଅଭିନେତ୍ରୀ ଯେଉଁ ମାନେ ମୁସଲମାନ ଅଟନ୍ତି ମାତ୍ର ନିଜର ନାମ ବଦଳାଇ ବଲିଉଡରେ ଏଣ୍ଟ୍ରି ନେଇଥିଲେ । ଏହି ଅଭିନେତ୍ରୀ ମାନେ ନିଜର କାମରେ ଏତେ ନିପୂଣଯେ ଏମାନେ କେଉଁ ପରିବାରରୁ ଆସିଛନ୍ତି ତାହା ଜାଣିବା କଷ୍ଟ କର ହୋଇ ପଡ଼େ । ଏହି ଅଭିନେତ୍ରୀ ମାନେ ନିଜର ଏଭଳି ପ୍ରତିଷ୍ଠା ରଖିଛନ୍ତି କି ସେମାନେ  ନିଜର ଏକ ସ୍ଵତନ୍ତ୍ର ପରିଚୟ କରିଇଛନ୍ତି । କାହାକୁ ବିବାହ ପରେ ମଧ୍ୟ ଏମାନେ ନିଜର ସ୍ଵାଧୀନତା ଓ ପରିଚୟକୁ ସ୍ଵତନ୍ତ୍ର ରଖିପାରିଛନ୍ତି ।

୧. ମଧୁବାଲା ନିଜର ନାମ କୁ ଫିଳ୍ମି ଦୁନିଆକୁ ଆସିବା ପୂର୍ବରୁ ବେଗମ ମମ ତାଜ ଜା ଦେହଲୁଇ କୁ  ବଦଳାଇ ମଧୁବାଲା କରିଥିଲେ । ଏହି ଅଦାକାରା ଜଣକ ନିଜର ସୁନ୍ଦରତା ଓ ଅଭିନୟ ପାଇଁ ୬୦ ଦଶକର ପ୍ରକ୍ଷାତ ଅଭିନେତ୍ରୀ ଥିଲେ । ସେ ଅନେକ ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯାହା ଦର୍ଶକ ଭୁଲି ପାରିବେ ନାହିଁ ।


୨. ରିନା ରୟ ବଲିଉଡର ଗୋଟେ ଅତି ସୁନ୍ଦର ଚେହେରା ଯାହା କେହି ଭୁଲି ନାହାନ୍ତି। ସେ ନିଜର ନାମକୁ ବଦଳାଇ ଥିଲେ ।ସେ ଏକ ମୁସ୍ଲିମ ପରିବାରରୁ ଆସିଥିଲେ । ତାଙ୍କ ପ୍ରକୃତ ନାମ  ସାଇରା ଅଲ୍ଲି ଅଟେ । ସେ ନିଜର ଡ଼େବ୍ୟୁ ମୁଭି “ଜାରୁରତ” ରେ କରିଥିଲେ । ଏହି ମୁଭି ୧୯୭୨ରେ ହୋଇଥିଲା । ଏହାପରେ ସେ ନିଜର ନାମ ସାଇରା ଅଲ୍ଲୀ ବଦଳାଇ ରିନା ରୟେ କରିଥିଲେ ।

୩. ତବୁ ନିଜର ନାମ ବଦଳାଇ ଥିଲେ । ୩୭ ବର୍ଷର ଏହି ଅଭିନେତ୍ରୀ ଜଣକ ନିଜର ନାମ ବଦଳାଇ ଥିଲେ । ଏହି ଅଭିନେତ୍ରୀ ଏବେବି ଅଧିକ ଲୋକ ପ୍ରିୟ ଅଟନ୍ତି ତାଙ୍କର ସୁନ୍ଦର ଅଭିନୟ ଲୋକଙ୍କୁ ଆଜୀବି ତାଙ୍କର ଫ୍ୟାନ କରି ରଖିଛି । ଏହି ଅଭିନେତ୍ରୀ ନିଜର ନାମ ବଦଳାଇ ଥିଲେ ଏହା କେବଳ କମ ଲୋକଙ୍କୁ ଜଣା । ଏହି ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି ତବସୁମ ସାତମା ଖାସମି ।

 

୪. ମାନ୍ୟତା ଦତ୍ତ ସଞ୍ଜୟ ଦତ୍ତ ଙ୍କ ତୃତୀୟ ପତ୍ନୀ ସେ ଭି ମୁସ୍ଲିମ ଅଟନ୍ତି ମାତ୍ର ନିଜକୁ ବଲିଉଡରେ ଆଣିବା ପାଇଁ ସେ ନିଜର ନାମ ବଦଳାଇ ଥିଲେ । ଏହାଙ୍କ ପ୍ରକୃତ ନାମ ଦିଲ ନବଜ ସେଖ ଅଟେ।


୫. ଆଲ୍ଲିଆ ଭଟ୍ଟ ପ୍ରକ୍ଷାତ  ଚଳଚିତ୍ର ନିର୍ମାତା ଓ ଡାଇରେକ୍ଟର ମହେଶଙ୍କ ଦ୍ଵିତୀୟ ପତ୍ନୀ ଙ୍କ ଝିଅ ଅଟନ୍ତି । ତାଙ୍କର ନିଜର ପରିଚୟ ବି ବଲିଉଡରେ ବଢିବାରେ ଲାଗିଛି ମାତ୍ର ସେ ଉଭୟ ହିନ୍ଦୁ ଓ ମୁସଲମାନ ପରିବାରରୁ ସମ୍ବନ୍ଧ ରଖନ୍ତି । ମହେଶ ଭଟ୍ଟତ ହିନ୍ଦୁ ଅଟନ୍ତି ମାତ୍ର ତାଙ୍କ ପତ୍ନୀ ମୁସ୍ଲିମ ଅଟନ୍ତି । ତାଙ୍କ ନାମ ସୋନି ରାଜଦାନ ଅଟେ ।

 

୬. ଏହା ପରେ ଅବଏ ଜାଣନ୍ତୁ ମାନା ଶେଠୀ ଯେ କି ବହୁ ଚର୍ଚିତ ସୁନୀଲ ସେଠୀଙ୍କ ପତ୍ନୀ ଅଟନ୍ତି । ସେ ନିଜର ଅଭିନୟ କ୍ଯାରିୟର ପାଇଁ ନିଜ ନାମକୁ ବଦଳାଇ ଦେଇଥିଲେ । ତାଙ୍କ ପ୍ରକୃତ ନାମ ହେଉଛି ମାନା କାଦରୀ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।