ଗୋଟିଏ ବର୍ଷରେ ହିଁ 3ଟି ପିଲାର ମା ହେଇଗଲେ bollywood ର ଏହି ଫେମସ ହିରୋଇନ, ନା ଜାଣିଲେ ବିଶ୍ଵାସ ହେବ ନାହିଁ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ଏକ ଏମିତି ଇଣ୍ଡଷ୍ଟ୍ରି ଅଟେ ଯେଉଁଠି ନାମ ଓ କାମ କମାଇବା ପାଇଁ ଆପଣଙ୍କ ପୁରା ଜୀବନ ବିତିଯାଏ । ଏମିତିରେ ହିରୋଇନ ମାନଙ୍କ ପାଇଁ ତ ଏହି ଇଣ୍ଡଷ୍ଟ୍ରି ବହୁତ ଚ୍ୟାଲେଞ୍ଜିଙ୍ଗ ଅଟେ । କାରଣ ହିରୋଇନ ମାନେ ଏହି ଇଣ୍ଡଷ୍ଟ୍ରି ରେ କାମ କରି କରି ଏତେ ହଜି ଯାଆନ୍ତି କି ତାଙ୍କର ପର୍ଶନାଲ ଲାଇଫ ହିଁ ଶେଷ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଦୁଇଟି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ନିଜ କ୍ଯାରିୟର ରେ ତ ବହୁତ କଷ୍ଟ କରିଛନ୍ତି କିନ୍ତୁ ନିଜ ପର୍ଶନାଲ ଲାଇଫରେ ଅଧିକ କଷ୍ଟ କରିବାରୁ ବଞ୍ଚି ଯାଇଛନ୍ତି ।

ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ବଲିଉଡ ର ଦୁଇ ଜଣ ଏମିତି ହିରୋଇନ ଙ୍କ ବିଷୟରେ କହିବୁ ଯେଉଁମାନେ 3 ଟି ପିଲାର ମା ଅଟନ୍ତି, କିନ୍ତୁ ସେମାନେ ଏହି 3 ଟି ପିଲା କରିବାରେ ଅଧିକ ସମୟ ଲଗାଇ ନାହାଁନ୍ତି ।

୧. ସନ୍ନୀ ଲିଓନୀ

ସନ୍ନୀ ଲିଓନୀ ଗୋଟିଏ ବର୍ଷରେ ହିଁ ୩ ଟି ପିଲାଙ୍କର ମା ହେଇ ଯାଇଥିଲେ କିନ୍ତୁ ଆପଣଙ୍କୁ କହି ଦେଉଛୁ କି ସନ୍ନୀ ଲିଓନୀ ଏହି ୩ ଟି ପିଲାଙ୍କୁ ଜନ୍ମ ଦେଇ ନାହାଁନ୍ତି । ଆପଣଙ୍କୁ ତ ମନେ ଥିବ କି ୧୩ ମେ ରେ ମଦରସ ଡେ ଦିନ ସନ୍ନି ଙ୍କର ଜନ୍ମ ଦିନ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି ସନ୍ନି ୨୦୧୭ ଜୁନ ମାସରେ ମହାରାଷ୍ଟ୍ର ର ଏକ ଗାଁ ରୁ ସେ ଏକ ଝିଅ ନିଶା କୁ ଆଡପ୍ଟ କରିଥିଲେ ।

ନିଶାକୁ ଆଡପଟ କରିବା ପରେ ସନ୍ନୀ ଲିଓନୀ ଓ ତାଙ୍କ ସ୍ଵାମୀ ବହୁତ ଖୁସି ଥିଲେ । ଯାହା ପରେ ସନ୍ନୀ ୭ ମାର୍ଚ୍ଚ ୨୦୧୮ ରେ ଧରୋନିଆ ସିଂହ ଙ୍କ ସାହାର୍ଯ୍ୟ ରେ ସେରୋଗେସୀ ସାହାର୍ଯ୍ୟ ରେ ଆଉ ୨ ଟି ପିଲାଙ୍କୁ ଜନ୍ମ ଦେଇଥିଲେ । ଯାହାଙ୍କର ନାମ Asher Singh Weber ଓ Noah Singh Weber ରଖା ଯାଇଥିଲା ଓ ଏହି ପ୍ରକାରରେ ସନ୍ନୀ ଗୋଟିଏ ବର୍ଷରେ ୩ ଟି ପିଲାଙ୍କର ମା ହେଇଗଲେ ।

୨. ଫରାହ ଖାନ

ଫରାହ ଖାନ ନିଜ କ୍ଯାରିୟର ରେ କୋରିଓଗ୍ରାଫି ଜରିଆରେ ସବୁଠୁ ଅଧିକ ପପୁଲାରୀଟି ହାସଲ କରିଛନ୍ତି । କିନ୍ତୁ ଆଜିର ସମୟରେ ସେ ଜଣେ କୋରିଓଗ୍ରାଫର ହେବା ସହିତ ଫରାହ ଖାନ ଆକଟିଂ ଓ ଡାଇରେକ୍ସନ ରେ ବି ଆସି ସାରିଛନ୍ତି । ଫରାହ ୨୦୧୫ ରେ ଫିଲ୍ମ ହ୍ଯାପି ନିଉ ଇୟର ବନାଇଥିଲେ । କିନ୍ତୁ ୨୦୧୮ ରେ ଫରାହ ଖାନ ଏକା ସହିତ ୩ ଟି ପିଲାଙ୍କୁ ଜନ୍ମ ଦେଇ ବଲିଉଡ ରେ ହଙ୍ଗାମା ମଚେଇ ଦେଇଥିଲେ ।

ଫରାହ ଖାନ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ମାତ୍ର ଏମିତି ସେଲିବ୍ରିଟି ଅଟନ୍ତି ଯିଏ ଟ୍ରିପ୍ଲେକ୍ସ କୁ ଜନ୍ମ ଦେଇଛନ୍ତି । ଫରାହ ଖାନ ଗୋଟିଏ ଥରରେ ହିଁ ନିଜର ମା ହେବାର ସବୁ ସ୍ଵପ୍ନ ପୁରା କରିନେଲେ ଓ ଗୋଟେ ଥରରେ ୩ ଟି ପିଲାଙ୍କୁ ଜନ୍ମ ଦେଇ ନିଜର ବହୁତ ସାରା ଟାଇମ ବଞ୍ଚାଇନେଲେ । କୋଟିଏ ରେ ଗୋଟିଏ କେସ ଏମିତି ହୋଇଥାଏ ଯେଉଁଥିରେ କେହି ଟ୍ରିପ୍ଲେକ୍ସ କୁ ଜନ୍ମ ଦେଇଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।