ବଲୀଉଡ ର ଏହି ସୁନ୍ଦର ଅଭିନେତ୍ରୀଙ୍କୁ ନେଇ ଗୋବିନ୍ଦା କରିଲେ ବଡ ଖୁଲସା, କହିଲେ – ” ଯଦି ମୋ ବାହାଘର ହୋଇନଥାନ୍ତା ତ ମୁଁ-“

ବଲୀଉଡର ଅଭିନେତା ଗୋବିନ୍ଦାଙ୍କୁ ଆଜି କୌଣସି ପରିଚୟ ର ଦରକାର ନାହିଁ । ଗୋବିନ୍ଦା ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଗୋବିନ୍ଦାଙ୍କୁ ବଲୀଉଡ ର ରାଜା ବାବୁ କୁହାଯାଏ । ଏହା ଏଥିପାଇଁ ଗୋବିନ୍ଦାଙ୍କ ଏବଂ କରିସମାଙ୍କ ଫିଲ୍ମ ରାଜାବାବୁ ବଲୀଉଡ ରେ ସୁପରହିଟ ହୋଇଥିଲା । ସେହି ସମୟଠାରୁ ତାଙ୍କୁ ରାଜାବାବୁ କହୁଛନ୍ତି । ଆଜି ବି କେତେକ ଲୋକମାନେ ତାଙ୍କୁ ରାଜାବାବୁ ବୋଲି ଜାଣିଛନ୍ତି । ଗୋବିନ୍ଦା ଭଲ ଡାନ୍ସ ବି କରନ୍ତି ।

ଆମେ ସମସ୍ତେ ଜାଣିଛୁ କି ଗୋବିନ୍ଦା ବହୁତ ମଜାକ କରୁଥିବା ଲୋକ ଅଟନ୍ତି । ଏବଂ ତାଙ୍କର କମିକ ଟାଇମିଙ୍ଗ ଭଲ ଅଟେ । ଗୋବିନ୍ଦା ବହୁତ କମେଡି ଫିଲ୍ମ ମଧ୍ୟ କରିଛନ୍ତି । କିନ୍ତୁ ଅସଲି ଜୀବନରେ ସେ ବହୁତ ଥଟା ସ୍ଵଭାବର ଲୋକ ଅଟନ୍ତି ।

ବହୁତ ବର୍ଷ ପରେ ପୁଣି ଥରେ ଗୋବିନ୍ଦା ପରଦାରେ ଧମାକା କରିବାକୁ ଆସୁଛନ୍ତି । ଜଲ୍ଦି ହିଁ ଗୋବିନ୍ଦା ଫିଲ୍ମ ‘ରଙ୍ଗିଲା ରାଜା’ ରେ ନଜର ଆସିବେ । ଏହି ଫିଲ୍ମର ପ୍ରୋମସନ କରିବା ପାଇଁ ଗୋବିନ୍ଦା କିଛି ଏମିତି କହିଦେଲେ ଯାହାଦ୍ୱାରା ସମସ୍ତଙ୍କ ଧ୍ୟାନ ତାଙ୍କ ଆଡକୁ ହୋଇଗଲା ।

ଜୂହୀ ଚାୱଲା, ରୱୀନା ଟଂଡନ, ନୀଲମ, କରିଶ୍ମା କପୂରଙ୍କ ସହ ମୁଁ ବହୁତ ଫିଲ୍ମ କରିଛି । ଏହା ସବୁ ମୋର ପସନ୍ଦିତା କଳାକାର ମାନଙ୍କ ମଧ୍ୟରୁ ଅଟନ୍ତି । କିନ୍ତୁ ମାଧୁରୀ ଦୀକ୍ଷିତ ମୋତେ ବହୁତ ପସନ୍ଦ ଲାଗେ । ଏମିତି କଳାକାର ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହାନ୍ତି । ଯଦି ମୋର ବାହାଘର ନୋହୋଇଥାନ୍ତା ତେବେ ମୁଁ ନିଶ୍ଚିତ ତାଙ୍କ ଆଡକୁ ଦେଖିଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ଗୋବିନ୍ଦା ଏବଂ ମାଧୁରୀ ବହୁତ ଫିଲ୍ମ କରିଛନ୍ତି ଏବଂ ଏମାନେ ଭଲ ସାଙ୍ଗ ବି ଅଟନ୍ତି । ବର୍ତ୍ତମାନ ଗୋବିନ୍ଦା ତାଙ୍କର ଆସୁଥିବା ଫିଲ୍ମ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୁଣି ଠାରେ ଦର୍ଶକ ମାନଙ୍କ ଉପରେ ରାଜା ବାବୁଙ୍କ ଜାଦୁ ଚାଲିପାରୁଛି ନା ନାଇ।