ଏହି ମଜାଦାର ଫଟୋ ଗୁଡିକୁ ଦେଖିଲେ ନିଜ ହସକୁ ରୋକି ପାରିବେନି, ଦୟାକରି ପିଲାମାନେ ଦୂରେଇ ରୁହନ୍ତୁ – ଦେଖନ୍ତୁ

ଆଜିକାଲି ସମସ୍ତେ ଚାରିଆଡୁ ଖବର ଦ୍ଵାରା ଘେରି ଅଛନ୍ତି । ସୋସିୟାଲ ମିଡିଆ କାରଣରୁ କେଉଁଠି କିଛି ବି ହୋଇଥାଏ ତାହ ସାଙ୍ଗେ ସାଙ୍ଗେ ଭାଇରାଲ ହୋଇ ଯାଇଥାଏ । ଯଦି କେହି କିଛି ଅଲଗା କରିବାକୁ ଚେଷ୍ଟା କରିଥାଏ ତେବେ ତାହ ଜଲ୍ଦି ଦୁନିଆ ସାମନା କୁ ଆସି ଯାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସୋସିୟାଲ ମିଡିୟାରେ ଭାଇରାଲ ହେଉଥିବା ଏମିତି କିଛି ମଜାଦାର ଫଟୋ ଦେଖାଇବାକୁ ଯାଉଛୁ ।

ଆପଣ ଯେଉଁ ଫଟୋ ଗୁଡିକୁ ଦେଖିବାକୁ ଯାଉଛନ୍ତି ଆପଣଙ୍କୁ ବହୁତ ପସନ୍ଦ ଆସିବ । ଆପଣଙ୍କୁ ବହୁତ ହସ ଲାଗିବ ଏବଂ ଏହାକୁ ବୁଝିବା ପାଇଁ ଆପଣଙ୍କୁ ଧ୍ୟାନର ସହ ଦେଖିବାକୁ ପାଡିବ । ଏହି ଫୋଟ ଗୁଡିକ ବହୁତ ହାସ୍ୟତ୍ମାକ ଅଟେ । ଏହାକୁ ଆପଣ ବାରମ୍ବାର ଦେଖାଇବାକୁ ଇଛା କରିବେ । ତେବେ ଆସନ୍ତୁ ଦେଖିବା ସେହି ଫଟୋ ଗୁଡିକୁ !

ଏହି ମଜାଦାର ଫଟୋ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି –

ବର୍ତ୍ତମାନ ଆପଣ ଏହି ଯୋଡିକୁ ଦେଖନ୍ତୁ । କିନ୍ତୁ ଏହା କୁହାଯାଏ କି ଯୋଡି ଉପରେ ହିଁ ତିଆରି ହୋଇ ଆସିଥାଏ । ଏହି ଫୋଟକୁ ଦେଖି ଏହା ଲାଗୁଛି କି ଏମିତି ନ ହେଲେ ଭଲ ହୁଅନ୍ତା ।

ଜୀ – ମେଲ ବିଷୟରେ ଆପଣ ମାନେ ଶୁଣିଥିବେ । କିନ୍ତୁ ଜୀ – ମେଲ ର ସାବୁନ ପ୍ରଥମ ଥର ଦେଖୁଛୁ ।

ଏହି ଯୁବତୀ ଭଳି ସବୁ ଆଖୁ ରସ ଦୋକାନାରେ କେହି ମିଳନ୍ତି ତ ଲୋକମାନେ ମଦ ଛାଡି ଆଖୁ ରସ ପିଇବା ଆରମ୍ଭ କରିଦେବେ ।

ଲୋକମାନେ ନିଜକୁ ଫେମସ କରିବା ପାଇଁ କଣ କଣ ବୋକାମୀ କରିଥାନ୍ତି । ଏହି ଯୁବକ ଏହାର ଉଦାହରଣ ଅଟେ ।

ବର୍ତ୍ତମାନ ଆପଣ ଏହି ଝିଅକୁ ଦେଖି କଣ କହିବେ । ଏହି ତିନି ଜଣଙ୍କୁ ଦେଖି ଲାଗୁଛି ଯେ ଏମାନେ ‘ଖତରୋଂ କୀ ଖିଲାଡୀ’ ଅଟନ୍ତି ।

ଏହି ଯୁବକକୁ ଦେଖି ଲାଗୁଛି ଯେ ସେ ଘରୁ କିଛି ଅଲଗା କରିବା ପାଇଁ ଭାବିକରି ବାହାରିଛି ।

ଜଣେ ଆଦର୍ଶ ବିଦ୍ୟାର୍ଥୀ ନିଜର ଶିକ୍ଷକକୁ ବହୁତ ସମାନ କରିଥାଏ । ବର୍ତ୍ତମାନ ଏହି ଫୋଟକୁ ଦେଖନ୍ତୁ ।

ଏହି ଫୋଟକୁ ଦେଖି ଏମିତି କୁହାଯାଇ ପାରିବ କି ସରକାରୀ ଚାକରିରେ ବହୁତ ଲାଭ ଅଛି । ଯେତେବେଳେ ଇଛା ଶୋଇ ପାରିବେ ।

ଏହି ପିଲା ଯେଉଁ ଭଳି ଭାବରେ କ୍ଷୀର ପିଉଛି, ସେ ବଡ ହୋଇ ଜଣେ ଶକ୍ତିଶାଳୀ ମଣିଷ ହେବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।