ମା’ଙ୍କର ବିବାହ ପୂର୍ବରୁ ହିଁ ଜନ୍ମ ହେଇ ଯାଇଥିଲେ ଏହି ହଟ ହିରୋଇନ, ନା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ !

ଆମର ବଲୀଉଡ ଦୁନିଆ ବହୁତ ହିଁ ରଙ୍ଗୀନ ଓ ଚମକ ଧମକରେ ଭରପୁର ଅଟେ । ଯେଉଁଥିରେ ପ୍ରତ୍ୟେକ ଦିନ ଜଣା ନାହିଁ କେତେ କଳାକାର ଆସିଥାନ୍ତି ଓ ଯାଇଥାନ୍ତି ।  ଯେମିତି କି ଆମେ ସମସ୍ତେ ଜାଣିଛୁ କି ବଲୀଉଡ ଦୁନିଆ ସାଧାରଣ ଲୋକଙ୍କ ଦୁନିଆ ଠାରୁ ବିଲକୁଲ ଅଲଗା ଅଟେ । ଏଠି ଅଫେୟାର, ବ୍ରେକଅପ, ବିବାହ, ଡିଭୋର୍ସ କୌଣସି ବଡ କଥା ନୁହେଁ । ଯେତେବେଳେ କି ସାଧାରଣ ଲୋକମାନଙ୍କ ପାଇଁ ଏହା ବହୁତ ବଡ କଥା ଅଟେ ।

ଆମ ସମାଜରେ ଝିଅମାନେ ବିବାହ କରି ସେ ନିଜର ଶାଶୁଘରକୁ ଚାଲି ଯାଇଥାନ୍ତି । ଏହା ପରେ ସେ ନିଜର ସ୍ଵାମୀଙ୍କ ସହିତ ସମ୍ବନ୍ଧ କରିବା ପରେ ହିଁ ଗର୍ଭବତୀ ହୋଇଥାନ୍ତି ।

କିନ୍ତୁ ବିବାହ ପୂର୍ବରୁ ଯଦି କୌଣସି ଝିଅ ଗର୍ଭବତୀ ହୋଇଯାଏ ତେବେ ତାହା ବହୁତ ଲଜ୍ୟାଜନକ କଥା ହୋଇଥାଏ ଓ ତାକୁ ସମାଜରେ ଅପମାନିତ ବି କରାଯାଇଥାଏ । କିନ୍ତୁ ଯଦି କୌଣସି ବଲୀଉଡ ଅଭିନେତ୍ରୀର କଥା କହିବା ତେବେ ଏମାନଙ୍କ ସହିତ ଏହା ବିଲକୁଲ ଓଲଟା ହୋଇଥାଏ ।

ଆମ ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ବିବାହ ପୂର୍ବରୁ ଅଫେୟାର ରହିଛି  ଓ ବିବାହ ନ କରି ମଧ୍ୟ ଗର୍ଭବତୀ ହୋଇ ଯାଇଛନ୍ତି । ଏହା ଛଡା ବିବାହ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନେ ବି ବଲୀଉଡରେ ଭଲ ନାମ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କର ମା’ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ ।

ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜର ମାତା ପିତାଙ୍କର ବିବାହ ପୂର୍ବରୁ ହିଁ ଜନ୍ମ ହୋଇଥିଲେ । ସେ ଆଉ କେହି ନୁହନ୍ତି ସେ ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଫେମସ ଅଭିନେତ୍ରୀ ଅଟନ୍ତି । ଯାହାଙ୍କର ନାମ ଶୃତି ହାସନ ଅଟେ । କହିଦେଉଛୁ କି ଶୃତି ହାସନ ବଲୀଉଡ ଫିଲ୍ମ ଛଡା, ଟଲୀଉଡ, କଲିଉଡ ଫିଲ୍ମରେ ବି ସକ୍ରିୟ ଅଛନ୍ତି ।

ଶୃତି ହାସନଙ୍କର ଜନ୍ମ ୨୮ ଜାନୁୟାରୀ ୧୯୮୬ରେ ତମିଲନାଡୁ ର ଚେନ୍ନାଈରେ ହୋଇଥିଲା । ତାଙ୍କର ପିତାଙ୍କର ନାମ କମଲ ହାସନ ଅଟେ । ଯିଏକି କଲିଉଡ ସହିତ ବଲୀଉଡର ବି ଜଣେ ଭଲ ଅଭିନେତା ଅଟନ୍ତି । ସେ ଦୁଇଟି ବିବାହ କରିଥିଲେ । କମଲ ହାସନ ଦ୍ଵିତୀୟ ବିବାହ ସାରିକାଙ୍କ ସହିତ ୧୯୮୮ ରେ କରିଥିଲେ । ଯେତେବେଳେ କି ଶୃତି ହାସନଙ୍କ ଜନ୍ମ ୧୯୮୬ରେ ହିଁ ହୋଇ ଯାଇଥିଲା । ଶୃତି ହାସନଙ୍କ ମା’ଙ୍କ ନାମ ସାରିକା ଠାକୁର ଅଟେ । ଯିଏକି ବଲୀଉଡର ଏକ ଭଲ ଅଭିନେତ୍ରୀ ରହିସାରିଛନ୍ତି ।