ସଲମାନ ଖାନଙ୍କ ପ୍ରେମରେ ପୁରା ପୁରୀ ପାଗଳ ଏବେ ବଲୀଉଡର ଏହି ସୁନ୍ଦରୀ ଆକ୍ଟ୍ରେସ, ବିବାହ କରିବା ପାଇଁ ନିଜେ ପଠାଇଲେ ପ୍ରସ୍ତାବ

ସଲମାନ ଖାନ ବଲୀଉଡର ଏକମାତ୍ର ଅଭିନେତା ଅଟନ୍ତି ଯିଏକି ପ୍ରାୟତଃ କୌଣସି ନା କୌଣସି କାରଣରୁ ମିଡିଆର ଚର୍ଚ୍ଚାରେ ଆସି ଥାଆନ୍ତି । କହିବାକୁ ଗଲେ ସଲମାନ ଖାନ ନିଜର ରାଗ ଛଡା ନିଜର ସାହାର୍ଯ୍ୟକାରୀ ସ୍ଵଭାବ ପାଇଁ ବି ଜଣା ଯାଆନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗରେ ରୁହନ୍ତି । ସଲମାନଙ୍କର ଦୁନିଆରେ କୋଟି କୋଟି ଫ୍ୟାନ ଅଛି ଓ ତାଙ୍କର ଫ୍ୟାନମାନେ ତାଙ୍କର ଫିଲ୍ମକୁ ବହୁତ ଅପେକ୍ଷା ବି କରିଥାନ୍ତି ।

କହିବାକୁ ଗଲେ ସଲମାନଙ୍କର ନାମ ବହୁତ ଅଭିନେତ୍ରୀଙ୍କ ସହ ଯୋଡି ହୋଇ ସାରିଛି । କେତେ ଥର ତାଙ୍କର ବିବାହର ମିଥ୍ୟା ଖବର ବି ଆସିଛି । ସଲମାନଙ୍କର ବିବାହ ହୋଇ ନାହିଁ କିନ୍ତୁ ତାଙ୍କୁ ବିବାହ କରିବା ପାଇଁ ବଲୀଉଡର ବହୁତ ଅଭିନେତ୍ରୀମାନେ ପ୍ରସ୍ତୁତ ଅଛନ୍ତି ।

ଏମିତିରେ ବଲୀଉଡର ଜଣେ ଅଭିନେତ୍ରୀ ନିଜେ ତାଙ୍କୁ ବାହାଘରର ପ୍ରସ୍ତାବ ପଠାଇଛନ୍ତି । ଏହି ଅଭିନେତ୍ରୀଙ୍କୁ ସଲମାନ ଏତେ ପସନ୍ଦ ଅଟନ୍ତି କି ସେ ତାଙ୍କ ସହିତ ବିବାହ କରିବା ପାଇଁ ବ୍ୟାକୁଳ ଅଛନ୍ତି ।

ଏହି ଅଭିନେତ୍ରୀ ଜଣକ ପଠାଇଛନ୍ତି ସଲମାନଙ୍କୁ ପ୍ରସ୍ତାବ

ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଅଭିନେତ୍ରୀମାନେ ସଲମାନଙ୍କୁ ବିବାହ କରିବା ପାଇଁ ନିଜର ଇଚ୍ଛା ଜାହିର କରି ସାରିଛନ୍ତି । ଏମତିରେ ଏହି ଲିଷ୍ଟରେ ବର୍ତ୍ତମାନ ସୁନ୍ଦର ଅଭିନେତ୍ରୀ ଊର୍ବଶୀ ରୌଟେଲାଙ୍କର ନାମ ଯୋଡି ହୋଇ ଯାଇଛି । ଊର୍ବଶୀ ସଲମାନଙ୍କର ଦିବାନୀ ଅଟନ୍ତି ଓ ସେ ତାଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି । କହିବାକୁ ଗଲେ ଊର୍ବଶୀ ପ୍ରାୟତଃ ନିଜର ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ଥାଆନ୍ତି ।

କିନ୍ତୁ ଏଥର ସେ ଏକ ଏମିତି ବୟାନ ଦେଇଛନ୍ତି ଯାହା ଦ୍ଵାରା ସେ ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ ହିଁ ଏକ ଇଣ୍ଟରଭ୍ୟୁରେ ଯେତେବେଳେ ତାଙ୍କୁ ସଲମାନ ଖାନଙ୍କ ବିଷୟରେ ପଚରାଗଲା ତେବେ ସେ କହିଲେ କି, ସଲମାନ ଖାନ ଦେଶର ଏକ ମାତ୍ର ଷ୍ଟାର ଅଟନ୍ତି ଯିଏକି ନିଜ ଦମରେ ଫିଲ୍ମ ଚଳାଇବାର କ୍ଷମତା ରଖନ୍ତି ଓ ସେ ବ୍ୟାଚଲର ଅଛନ୍ତି ତେଣୁ ସମସ୍ତ ଝିଅ ମାନଙ୍କର ସ୍ଵପ୍ନ ଥାଏ ତାଙ୍କ ସହିତ ବିବାହ କରିବାର । ସମସ୍ତଙ୍କ ଭଳି ମୋର ବି ସଲମାନଙ୍କ ସହ ବିବାହ କରିବାର ମନ ଅଛି ।“

ଏହି ଆକ୍ଟ୍ରେସକୁ ବିବାହ କରିବାକୁ ଚାହୁଁଛନ୍ତି ସଲମାନ

କହିଦେଉଛୁ କି ବର୍ତ୍ତମାନ ହିଁ କିଛି ଦିନ ତଳେ ସଲମାନ ଖାନ କହିଥିଲେ କି ସେ ଗୋଟିଏ ସମୟରେ ଅଭିନେତ୍ରୀ ଜୁହୀ ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେ କହିଲେ କି ଜୁହୀ ଚାୱଲା ତାଙ୍କୁ ପସନ୍ଦ ଥିଲେ ଓ ସେ ବହୁତ କ୍ୟୁଟ ବି ଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।