କଂଗ୍ରେସ ବିଧାୟକଙ୍କୁ ସ୍ତ୍ରୀ କହିଲେ କିଛି ଏମିତି, ଖୁବ୍ ଶୀଘ୍ର ଭାଇରାଲ ହେଉଅଛି ଭିଡିଓ, ଦେଖନ୍ତୁ

ଟିକ ଟକର କ୍ରେଜ ଲଗାତାର ଯୁବପିଢିମାନଙ୍କ ମଧ୍ୟରେ ବଢି ଚାଲିଛି । ଯେଉଁଥିରେ ରାଜନେତାମାନେ ବି ସାମିଲ ହେଉଛନ୍ତି । ଏହା ମଧ୍ୟରେ ବିହାର କଂଗ୍ରେସ ବିଧାୟକ ବଣ୍ଟି ଚୌଧରୀ ଓ ତାଙ୍କର ପତ୍ନୀଙ୍କର ନାମ ବି ସାମିଲ ଅଛି । ଦୁଇ ଜଣ ଟିକ ଟକ ଉପରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହାକି ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓରେ ଦୁଇ ଜଣ ଏକ ଗୀତ ଉପରେ ଅଭିନୟ କରୁଥିବାର ନଜର ଆସୁଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି ।

ମେରେ ହସବୈଂଡ ପ୍ଯାର ନହୀଂ କରତେ – ବିଧୟାକର ପତ୍ନୀ

କଂଗ୍ରେସ ବିଧାୟକ ବଣ୍ଟି ଚୌଧରୀ ଓ ତାଙ୍କର ପତ୍ନୀଙ୍କର ଏକ ଭିଡିଓ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ଦୁଇ ଜଣ ପ୍ରସିଦ୍ଧ କମେଡୀୟାନ ସୁନୀଲ ଗ୍ରୋବରଙ୍କର ଗୀତ ‘ମେରେ ହସବୈଂଡ ମୁଝକୋ ପ୍ୟାର ନହୀଂ କରତେ’ ଉପରେ ଅଭିନୟ କରୁଛନ୍ତି । ଯାହାକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି ଓ ବର୍ତ୍ତମାନ ହଜାର ହଜାର ଲୋକମାନେ ଏହାକୁ ଦେଖି ବି ସାରିଛନ୍ତି ।

ଭାଇରାଲ ହେଲା ପରେ ବିଧାୟକ ଦେଲେ ବୟାନ

କଂଗ୍ରେସ ବିଧାୟକ ସୁଧୀର କୁମାର ଉର୍ଫ ବଣ୍ଟି ଚୌଧରୀଙ୍କର ଭିଡିଓ ଯେତେବେଳେ ସୋସିୟାଲ ମିଡିୟାରେ ଭାଇରାଲ ହେଲା, ତେବେ ତାଙ୍କର ଟେନସନ ବଢିଗଲା, ଯାହା ଉପରେ ସେ ବର୍ତ୍ତମାନ ଏକ ବୟାନ ଦେଇଛନ୍ତି । ବିଧୟାକ ଆରୋପ କରିଛନ୍ତି କି ତାଙ୍କ ଆକାଉଣ୍ଟ ହ୍ୟାକ କରାଯାଉଛି ଓ ତାଙ୍କର ବିରୋଧୀ ଏହିଭଳି କାମ କରିଛନ୍ତି । ଯେତେବେଳେ କି ତାଙ୍କର ଏହିଭଳି ଇଚ୍ଛା ନ ଥିଲା ।

ବିଧାୟକ ସୁଧୀର କୁମାର ଉର୍ଫ ବଣ୍ଟି ଚୌଧରୀଙ୍କର ଏହି ଭିଡିଓ ପର୍ସନଲ ଅଟେ, କିନ୍ତୁ ଏହା ଦ୍ଵାରା ତାଙ୍କର ରାଜନୀତି କ୍ୟାରିୟର ଉପରେ ପ୍ରଭାବ ପଡି ପାରେ । ଯେଉଁ କାରଣରୁ ସେ ବାରମ୍ବାର ବୟାନ ଦେଉଛନ୍ତି ଓ ବହୁତ ଟେନସନରେ ବି ଅଛନ୍ତି । କିନ୍ତୁ ଏହି ଭିଡିଓକୁ ବହୁତ ପସନ୍ଦ ବି କରାଯାଉଛି, କିନ୍ତୁ ସେ ଏହି ଭିଡିଓକୁ ଶେୟାର ନ କରିବା ପାଇଁ ଅପିଲ କରୁଛନ୍ତି । ତଥାପି ଲୋକମାନେ ଏହାକୁ ଶେୟାର କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।