ଡେଲିଭରି ପରେ ବି ବିଲକୁଲ ବଦଳି ନାହାଁନ୍ତି Kareena Kapoor, ହଟ ଡ୍ରେସ ରେ ଭାଇରାଲ ହେଉଛି ଫଟୋ

ସେଫ ଅଲ୍ଲୀ ଖାନଙ୍କ ସ୍ତ୍ରୀ ଭାବେ କରିନା କପୁରଙ୍କୁ କିଏ ନ ଜାଣେ ? କରିନା କପୁର ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବଲିଉଡ ଦୁନିଆରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । କରିନା କପୁର ତାଙ୍କ ପ୍ରଥମ ପୁଅ ତଇମୁରଙ୍କ ପରେ ୨୧ ଫେବୃଆରୀରେ ଆଉ ଗୋଟେ ପୁଅକୁ ଜନ୍ମ ଦେଇଛନ୍ତି । ଏବେ ପର୍ଯ୍ୟନ୍ତ କରିନା ତାଙ୍କ ଦିତୀୟ ପୁଅର ନାମ ଆନାଉନ୍ସ କରିନାହାନ୍ତି କି ତାଙ୍କ ପୁଅର ଝଲକ ମିଡିଆକୁ ଦେଖାଇନାହାନ୍ତି ।

ବେବି ହେବା ପରେ ପ୍ରଥମ ଥର ପାଇଁ କରିନା ଶୁ-ଟି-ଙ୍ଗ ସେଟରେ ପହଞ୍ଚି ଥିଲେ । ସେଠାରେ କରିନାଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ବହୁତ ଲାଇକ କରିଛନ୍ତି । କରିନାଙ୍କ ଏଭଳି ଫୋଟୋକୁ ଦେଖି କେହି କହିବେନି କି ସେ ଦୁଇ ଦୁଇଟା ଛୁଆର ମା ହୋଇ ସାରିଛନ୍ତି । ଏହି ଫୋଟୋରେ କରିନା ନିଜ ମେକପରେ କିଛି ନୂଆ ଦେଖା ଯାଉଛନ୍ତି । ସେ ତାଙ୍କର ପୂର୍ବ ଭଳି ଲୁକରେ ଗେଟଅପ ନେଇଛନ୍ତି ।

ଅଭିନେତ୍ରୀ କରିନା ହାଏ ହିଲ୍ସ ଓ ଖୋଲା ବାଳରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । କ୍ୟାମାରରେ କ୍ୟାପଚର କରାଯାଇଥିବା କରିନାଙ୍କ ଏହି ଲୁକକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଜ୍ୟ ହୋଇଛନ୍ତି । କରିନାଙ୍କର ଏଭଳି ଗେଟଅପ ମିଡିଆ ଆଗରେ ତାଙ୍କୁ ବହୁତ ଭାରି ପଡିଛି । ଅଭିନେତା ପେପରାଜିଙ୍କୁ କରିନା ଇଗନୋର କରି ନିଜ ଗାଡିରେ ବସିଯାଇଥିଲେ । ନିଜର ଗୋଟାଏ ବି ପୋଜ ପେପରାଜିଙ୍କ ଆଗରେ କରିନା ଦେଇନାହାନ୍ତି।

ଦରକାର ଠାରୁ ଅଧିକ ମେକଅପ ନେଇଥିବାରୁ କରିନା ମିଡିଆ ଆଗରେ କମଫର୍ଟ ଫିଲ କରି ନଥିଲେ ।କରିନା ଖୋଲା ବାଳରେ ବହୁତ ଗ୍ଲାମରିୟସ ଓ ଜବରଦସ୍ତ ଲାଗୁଥିଲେ ।କରିନା ନିଜର ଦେହର  ଫିଗରକୁ ନେଇ ବହୁତ ହଟ ଲାଗୁଛନ୍ତି ।ସେ ପିନ୍ଧିଥିବା ହଟ ଡ୍ରେସରେ ବହୁତ ସୁନ୍ଦର ଲାଗୁଛନ୍ତି । କରିନାଙ୍କର ଏଭଳି ଗେଟଆପ ଦେଖି ସମସ୍ତେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ।

ତାଙ୍କ ଦିତୀୟ ପୁଅକୁ ଜନ୍ମ ଦେବା ପରେ କରିନା ପୁଣି ଥରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ସେ ତାଙ୍କର ଜବରଦସ୍ତ ଅଭିନୟରେ ପୁଣି ଥରେ ନିଜ ଫ୍ଯାନ୍ସମାନଙ୍କ ହୃଦୟରେ ଘର କରିପାରିବେ।ନିଜର ନୂଆ ଫିଲ୍ମକୁ ନେଇ କରିନା ଜୋରସରରେ ପ୍ରସ୍ତୁତି ଚଲେଇଛନ୍ତି । ବର୍ତ୍ତମାନ କରିନା କପୁର ନିଜର କିଛି ପୂର୍ବରୁ ଥିବା ଫୋଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ କରିନା କପୁରଙ୍କ ଡେଲିଭରି ପରେ ବଦଳି ଥିବା ଏହି ନୂଆ ଲୁକ ଓ ଗେଟଆପ ଭଲ ଲାଗିଥାଏ ତେବେ ସେୟାର କରନ୍ତୁ । ଆପଣଙ୍କୁ ଆମ ପେଜ ଭଲ ଲାଗିଥିଲେ ଗୋଟେ ଲାଇକ କରନ୍ତୁ ।