ଏମାନେ ହେଲେ ସାର୍ଥକ ର ସବୁଠୁ ଧନୀ ଓଡିଆ ସିରିଏଲ ହିରୋଇନ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ଆଜିକାଲି ଘରେ ଘରେ ପ୍ରାୟ ସମସ୍ତେ ଓଡିଆ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ସିରିଏଲରେ କିଛି ଶିକ୍ଷଣୀୟ ଜିନିଷ ବି ଦେଖିବାକୁ ମିଳିଥାଏ । ଏହି ସିରିଏଲ ଗୁଡିକର ଆରମ୍ଭ ସମୟ ଠାରୁ ନେଇ ସିରିଏଲ ଶେଷ ହେବା ପର୍ଯ୍ୟନ୍ତ ସବୁ ଦର୍ଶକଙ୍କୁ ଟିଭି ପାଖରେ ବାନ୍ଧି ରଖିଥାଏ । ଏହି ସିରିଏଲ ମାଧ୍ୟମରେ ବହୁତ କଳାକାର ନିଜର ଅଭିନୟର ସ୍ଵପ୍ନକୁ ପୁରା କରିପାରିଛନ୍ତି । ଏହା ସହିତ ସେମାନେ ଏହି ସିରିଏଲ ମାଧ୍ୟମରେ ନିଜର ଅଭିନୟର ପରାକଷ୍ଟାକୁ ଦେଖାଇ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଏହି ସିରିଏଲ ମାଧ୍ୟମରେ କିଛି କଳାକାର ଲୋକପ୍ରିୟତା ହାସଲ କରିବା ସହ ଭଲ ପାରିଶ୍ରମିକ ପାଇ ଧନଶାଳୀ ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯେଉଁମାନେ କି ସାର୍ଥକ ଚ୍ୟାନେଲ ମାଧ୍ୟମରେ ଓ ଅନ୍ୟ କେତେକ ସିରିଏଲରେ ଅଭିନୟ କରି ଧନୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ ହିରୋଇନଙ୍କ ବିଷୟରେ ।

ତୃପ୍ତି

ଏହି ଅଭିନେତ୍ରୀଙ୍କୁ ଆପଣମାନେ ବହୁତ ସିରିଏଲରେ ଅଭିନୟ କରିଥିବାର ଦେଖିଥିବେ । ତୃପତିଙ୍କୁ ଆପଣ ମାନେ ମହାଦେବୀ ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ଏଥିରେ ନିଜର ବହୁତ ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯଦି ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ ଅଟେ ।

ଅନନ୍ୟା

ଅନନ୍ୟାକୁ ଆପଣନମାନେ ନିଶ୍ଚିତ ଭାବରେ ଦିବ୍ୟଦୃଷ୍ଟି ସିରିଏଲରେ ଦୃଷ୍ଟି ଚରିତ୍ରରେ ଅଭିନୟ କରିଥିବାର ଦେଖିଥିବେ । ତେବେ ଚାଳନ୍ତୁ ଜାଣିବା ତାଙ୍କର ସମ୍ପତ୍ତି ବିଷୟରେ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅଟେ ।

ସବିତା

ଅଭିନେତ୍ରୀ ସବିତା ଓଡିଆ ସିରିଏଲ ‘ରହିଛି ରହିବି ତୋରି ପାଇଁ’ ରେ ନିଜର ଅଭିନୟ ପାଇଁ ବହୁତ ସୁନାମ ଅର୍ଜନ କରିଛନ୍ତି । ଏହା ସହିତ ତାଙ୍କର ଲୋକପ୍ରିୟତା ବି ସବୁଠୁ ଅଧିକ ଅଟେ । ତାଙ୍କର ସମ୍ପତ୍ତିର ମୂଲ୍ୟ ୮୦ ଲକ୍ଷରୁ ବି ଉର୍ଦ୍ଧ ଅଟେ ।

ଜେସୀ

ଜେସୀ ବହୁତ ସିରିଏଲରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କର ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ଜୀବନସାଥି ସିରିଏଲରେ ଅଭିନୟ କରି ଖୁବ ସୁନାମ ଅର୍ଜନ କରୁଛନ୍ତି । ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବା ତେବେ ସେ ବର୍ତ୍ତମାନ ୧.୫ କୋଟି ଟଙ୍କାର ମାଲିକ ଅଟନ୍ତି ।

ଦେବସ୍ମିତା

ବର୍ତ୍ତମାନ ଆସୁଛନ୍ତି ଦେବସ୍ମିତା । ଦେବସ୍ମିତା କିଏ ହେବ ମୋ ହିରୋଇନ ଭଳି ଲୋକପ୍ରିୟ ରିୟାଲିଟି ଶୋ ର ବିଜେତା ହୋଇଥିଲେ ଓ ଏହି ଠାରୁ ହିଁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଗୋଟିଏ ଫିଲ୍ମରେ ଅଭିନୟ କରିଥିଲେ । ବର୍ତମାନ ସେ ‘ତୋ ପାଇଁ ମୁଁ’ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଛନ୍ତି । ଦେବସ୍ମିତାଙ୍କର ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ବି ଉର୍ଦ୍ଧ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।