Aamir Khan ଙ୍କ ଝିଅ ଦେଖିବାକୁ ବହୁତ ହଟ ଓ ସୁନ୍ଦର, ବଡ ବଡ ହିରୋଇନ ବି ତାଙ୍କ ଆଗରେ ପଡିଯିବେ ଫିକା

ବଲିଉଡ ଅଭିନେତା ଅମିର ଖାନ ଙ୍କୁ ଆଜି କିଏ ବା ନ ଜାଣିଛି । ଆମିର ଖାନ ନିଜର ଦମଦାର ଅଭିନୟ ଦ୍ଵାରା ବଲିଉଡ ରେ ଗୋଟେ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ସବୁ ଦର୍ଶକ ତାଙ୍କ ଫିଲ୍ମ କୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ନିଜ ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ହୃଦୟକୁ କିଣିଥାନ୍ତି । ଅମୀର ଖାନ ଙ୍କ ଫିଲ୍ମ ଦେଖିବାକୁ ସମସ୍ତେ ଅନେଇ ବସିଥାନ୍ତି । ନିଜର ସୁପରହିଟ ଫିଲ୍ମ ଦ୍ଵାରା ସେ ନିଜର ଫ୍ୟାନ ମାନଙ୍କୁ ନିଜର ଦିୱାନା କରିଥାନ୍ତି ।

ଅମୀର ଖାନ ଙ୍କ ପ୍ରେମରେ କେତେ ଝିଅ ପାଗଳ ମଧ୍ୟ ହୋଇଛନ୍ତି । ଅମୀର ଖାନ ନିଜର ଦମଦାର ଅଭିନୟ ଏବଂ ଅନ୍ଦାଜ ରୁ ବଲିଉଡ ଜଗତରେ ତଥା ପୁରା ଜଗତରେ ନିଜର ଗୋଟେ ନୂଆ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଆଜି ଆମେ ବଲିଉଡ ଷ୍ଟାର ଅମୀର ଖାନ ଙ୍କ ବିଷୟରେ ନୁହେଁ ବରଂ ତାଙ୍କ ସୁନ୍ଦର ହଟ ଝିଅ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଅମୀର ଖାନ ଙ୍କ ଝିଅର ନାମ ଇରା ଖାନ ଅଟେ । ଇରା ଙ୍କ ଜନ୍ମ ୧୭ ଅଗଷ୍ଟ ୧୯୯୭ ରେ ହୋଇଥିଲା । ଇରା ଦେଖିବାକୁ ବହୁତ ସୁନ୍ଦର । ନିଜର ସୁନ୍ଦରତାରେ ସେ କେଉଁ ବଲିଉଡ ଅଭିନେତ୍ରୀ ଙ୍କ ଠାରୁ କମ ନୁହନ୍ତି । ଇରା ଖାନ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚିତ ଏବଂ ସବୁଠୁ ପ୍ରସିଦ୍ଧ ଷ୍ଟାର କିଡ ମାନଙ୍କ ଭିତରୁ ଜଣେ ଅଟନ୍ତି । ଲୋକମାନେ ବହୁତ ଉତ୍ସାହ ସହିତ ବଲିଉଡ ରେ ଇରା ଙ୍କ ଏଣ୍ଟ୍ରି ପାଇଁ ଜଗି ବସିଛନ୍ତି ।

କିନ୍ତୁ ଇରା ଖାନ ନିଜର ଗୋଟେ ଇଣ୍ଟର୍ଭିଉ ରେ କହିଥିଲେ କି ସେ ଅଭିନୟ ନୁହେଁ ବରଂ ସିଙ୍ଗିଂ କମ୍ପୋଜର ହେବାକୁ ଚାହୁଁଛନ୍ତି । ହେଲେ ମଧ୍ୟ ଆଜି ବି ଲୋକେ ଚାହାନ୍ତି କି ଇରା ଖାନ ଖୁବ ଶୀଘ୍ର ବଲିଉଡ କୁ ଆସନ୍ତୁ ଏବଂ ନିଜ ପିତା ଅମୀର ଖାନ ଙ୍କ ପରି ସମସ୍ତଙ୍କ ହୃଦୟରେ ରାଜ କରନ୍ତୁ । ଇରା ଖାନ ସୋସିଆଲ ମିଡିଆରେ ନିଜର ପୋଷ୍ଟ ଦ୍ଵାରା ବହୁତ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ସୁନ୍ଦରତା ଦେଖି ଫ୍ୟାନସ ତାଙ୍କୁ ବଲିଉଡ ରେ ଦେଖିବାକୁ ଚାହୁଁଛନ୍ତି ।

ଇରା ଦେଖିବାକୁ ବହୁତ ସୁନ୍ଦର ନିଜର ସୁନ୍ଦରତା ଦ୍ଵାରା ସେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ଇରା ବଲିଉଡ ରେ କେବେ ଦେଖାଦେବେ ତାହା ଠିକ ନାହିଁ । କିନ୍ତୁ ସେ ଯେବେ ବି ଆସିବେ ବଲିଉଡ ରେ ଚାର ଚାନ୍ଦ ଲାଗିଯିବ । ଦର୍ଶକମାନେ ଆଶା ରଖିଛନ୍ତି କି ଇରା ଖୁବ ଶୀଘ୍ର ବଲିଉଡ କୁ ଆସିବେ । ଏବଂ ନିଜ ପିତା ଅମୀର ଖାନ ଙ୍କ ପରି ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଦେବେ ।

ତେବେ ଅମୀର ଖାନ ଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।