Bollywood ର ଏହି 5 ଟି ଫେମସ ଯୋଡି ବହୁତ ଜଲ୍ଦି 2021 ରେ କରିବାକୁ ଯାଉଛନ୍ତି ବିବାହ, ଦେଖନ୍ତୁ ଆପଣଙ୍କ ଫେବ୍ରେଟ ଯୋଡି କିଏ ?

ବନ୍ଧୁଗଣ ୨୦୨୦ ବର୍ଷ ଯେତେ ଖରାପ ହେଲେ ମଧ୍ୟ ବର୍ଷ ର ଶେଷ ରେ ବହୁତ ଲୋକପ୍ରିୟ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେଇଠି ୨୦୨୧ ରେ ମଧ୍ୟ ବଲିଉଡ ର କିଛି ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯେପରି ବର୍ଷ ର ଆରମ୍ଭ ରେ ହିଁ ବରୁଣ ଧାବନ ଓ ନତାଶା ଦଲାଲ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ବରୁଣ ଜଣେ ବଲିଉଡ ର ପରିଚିତ ଅଭିନେତା ଓ ନତାଶା ଜଣେ ଫ୍ୟାସନ ଡିଜାଇନର ।

ଏହି ଯୋଡି ର ବାହାଘର ପରେ ଅଵବେ ବଲିଉଡ ର ଅନେକ ଯୋଡି ବିବାହ କରିବାକୁ ଯାଉଛନ୍ତି ତେବେ ଚାଲନ୍ତୁ ଜାଣିନେବା ଏବଂ ସେମାନଙ୍କ ବିଷୟରେ ଆଲୋଚନା କରିବା କି ଏହି ଯୋଡି କିଏ? ଓ କେବେ ବିବାହ କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିନେବା ସେ ବିଷୟରେ ।

୧- ପ୍ରଥମ ଯୋଡି ହେଉଛି ସୋନାକ୍ଷୀ ସିହ୍ନ ଓ ବନ୍ଟି । ସୋନାକ୍ଷୀ ଜଣେ ବଲିଉଡ ର ସଫଳ ଅଭିନେତ୍ରୀ ଏବଂ ସେ ବଲିଉଡ ର ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ଙ୍କ ଝିଅ । ସୋନାକ୍ଷୀ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ଏବଂ ସେ ସାଉଥ ରେ ମଧ୍ୟ ସିନେମା ରେ ଅଭିନୟ କରିଛନ୍ତି । ସେ ଏବେ ନିଜ ପ୍ରେମିକ ବନ୍ଟି ଙ୍କୁ ବିବାହ କରିବାକୁ ଯାଉଛନ୍ତି ।


୨- ଦ୍ଵିତୀୟ ଯୋଡି ହେଉଛି ଶ୍ରଦ୍ଧା କପୂର ଓ ରୋହନ ଶ୍ରେଷ୍ଠା । ବଲିଉଡ ର ଲୋକପ୍ରିୟ ଖଳନାୟକ ଶକ୍ତି କପୁରଙ୍କ ଝିଅ ହେଉଛନ୍ତି ଶ୍ରଦ୍ଧା କପୂର । ସେ ବଲିଉଡ ରେ ଅନେକ ସିନେମା ରେ କାମ କରିଛନ୍ତି । ଏବଂ ନିଜର ଚୁଲବୁଲି ଅନ୍ଦାଜ ରେ ଦର୍ଶକଙ୍କ ପ୍ରିୟ ମଧ୍ୟ ହୋଇଛନ୍ତି । ଏବେ ସେ ନିଜର ପ୍ରେମିକ ରୋହନ ଶ୍ରେଷ୍ଠା ଯିଏ ଜଣେ ଫୋଟୋଗ୍ରାଫର ତାଙ୍କୁ ଏବେ ବିବାହ କରିବାକୁ ଯାଉଛନ୍ତି ।

୩- ତୃତୀୟ ଯୋଡି ହେଉଛି ରଣବିର କପୂର ଓ ଆଲିଆ ଭଟ୍ଟ । ଏହି ଦୁଇ ଜଣ ବଲିଉଡ ର ଜଣେ ସଫଳ ଓ ଲୋକପ୍ରିୟ ଅଭିନେତା ଅଭିନେତ୍ରୀ । ଏମାନେ ନିଜ ନିଜର ଅଭିନୟ ଏବଂ ନିଜ ଅଲଗା ଅନ୍ଦାଜ ରେ ଦର୍ଶକଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି । ଏହି ଯୋଡି ଏବେ ବିବାହ କରିବାକୁ ଯାଉଛନ୍ତି । ଏମାନେ ବହୁତ ସମୟ ରୁ ଏକାଠି ରହୁଛନ୍ତି ।

୪- ଚତୁର୍ଥ ଯୋଡି ହେଉଛି କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହତ୍ରା । ଏହି ଦୁଇ ଜଣ ମଧ୍ୟ ବଲିଉଡ ର ଜଣେ ଜଣେ ପରିଚିତ ଅଭିନେତା ଓ ଅଭିନେତ୍ରୀ । ଏମାନେ ଦୁଇ ଜଣ ଙ୍କୁ ବହୁତ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି କିନ୍ତୁ ଏମାନେ କେବେବି ତାଙ୍କ ସମ୍ପର୍କ ବିଷୟରେ କିଛି ବି ଆଲୋଚନା କରି ନାହାନ୍ତି । କିନ୍ତୁ ସେମାନେ ଦୁଇ ଜଣ ଙ୍କୁ ଦେଖିଲେ ଲାଗୁଛି କି ଏହି ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଅଛି ଏବଂ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

୫- ପଞ୍ଚମ ଯୋଡି ହେଉଛି ବିକି କୋଶଳ ଓ କେଟ୍ରିନା କେଫ୍ । ଏହି ଦୁଇ ଜଣ ବଲିଉଡ ର ସଫଳ ଓ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଏମାନେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇପାରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଏମାନେ ଦୁଇ ଜଣ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

ଏମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।