ମଜେଦାର ଜୋକ୍ସ- ପତ୍ନୀକୁ ଘରର ଲକ୍ଷ୍ମୀ କୁହନ୍ତି ତେବେ ଗାର୍ଲଫ୍ରେଣ୍ଡକୁ କଣ କୁହନ୍ତି ଏହିପରି 15 ମଜାଦାର ଚୁଟକୁଲେ

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

୧ – ପତ୍ନୀକୁ ଘରର ଲଷ୍ମୀକୁହନ୍ତି

ତେବେ ଗାର୍ଲଫ୍ରେଣ୍ଡକୁ କଣ କୁହନ୍ତି ?

୨ – ବାପୁ – କାଲି କଣ ପାଇଁ ଘରକୁ ଆସିଲୁନି କି

ପପୁ – ମୁଁ ସାଙ୍ଗ ଘରେ ପାଠ ପଢ଼ୁଥିଲି

ବାପୁ – ତୋର ରାତିର ନିଶା ଅଭିକା ପର୍ଯ୍ୟନ୍ତ ଉତୁରିନି କି ?


ପପୁ – କଣ ବାପୁ

ବାପୁ- ଶଳା ପଢା ଶେଷ ହେବାର ୪ବର୍ଷ ହୋଇଗଲାଣି

ଏବେ ତୁ ଚାକିରି କଲୁଣି କହୁଛି କଣ ନା ପାଠ ପଢ଼ୁଥିଲି ।

୩ – ବିନା ନିମନ୍ତ୍ରଣରେ ଜଣକ ବାହାଘର କୁ ଚାଲିଗଲି ସେମାନେ ପଚାରିବାରୁ ମୁଁ କହିଲି କି ମୁଁ ଝିଅ ତରଫରୁ ଆସିଛି,

ଶଳା ଗୁଡାକ ବହୁତ ବାଡେଇଲେ କାହିଁକି ଝିଅ ଵାଲା ନଥିଲେ ଦୁଇ ପକ୍ଷରୁ ପୁଅ ଵାଲା ହିଁ ଥିଲେ ।

୪ – ଗାଁର ମହିଳା – ପିଲାର ଲଙ୍ଗଟ ବଦଳାଉ ଥିଲା,

ସହର ର ମହିଳା – ହଗିସ ନାହିଁକି

ଗାଁର ମହିଳା – ନା ସେ ତ ସକାଳେ କରିଥିଲା, ଏବେ ତ କେବଳ ମୁତୁସ ।

୫ – ଏ ଝିଅ ମାନେ ଯେତେ ସଲମନ ଖାନ ବା ବିରାଟ କୋହଲି ଉପରେ ମରନ୍ତୁ ପଛେ, ଶେଷରେ ଏମାନଙ୍କ ବିବାହ କୌଣସି ଜେଠାଲାଲ ସାଙ୍ଗରେ ହିଁ ହୋଇଥାଏ ।

୬ – ଗୋଟିଏ ଛୋଟ ପିଲା ଦୋକାନୀ କୁ କହିଲା, ମଉସା ଗୋରା ହବାର କ୍ରିମ ଅଛିକି ?

ଦୋକାନୀ କହିଲା – ହଁ ଅଛି ।

ପିଲାଟି କହିଲା – ତ ଲଗାଉନ କାହିଁକି ମୁଁ ସବୁଦିନ ତମକୁ ଦେଖିକି ଡରିଯାଉଛି ।

୭ – ମୋ ବାପାଙ୍କୁ ମୋର ଫୋନ ଚଳାଇବାର ଦେଖିକି ମୋ ଜୀବନ ପଳେଇଥିଲା, ମନେପଡ଼ିଗଲା କି ମୁଁ ତ ସିଙ୍ଗଲ ଅଟେ ।

୮ – ପିଙ୍କି – ମା ମୁଁ ଜୀବନରେ ଆଗକୁ ବଢିବାକୁ ହେଲେ କଣ କରିବି ?


ମା – ରାଗିଯାଇ କହିଲେ ପଥର ନେ ସବୁଠୁ ଆଜି ମୋବାଇଲ ଟାକୁ ଭାଙ୍ଗିଦେ ।

୯ – ରୁଟି ପରେ ସବୁଠୁ ଅଧିକ ଖାଉଥିବା ଜିନିଷ ହେଲା କସମ, ଗୁଟୁଖା ଏବେବି ତୃତୀୟ ନମ୍ବରରେ ଅଛି ।

୧୦ – ଗୋଟିଏ ଛାତ୍ର ନିଜ ଗଣିତ ଶିକ୍ଷକଙ୍କ ଘରକୁ ସବୁଦିନ ଫୋନ କରେ,

ଶିକ୍ଷକ ଙ୍କ ସ୍ତ୍ରୀ କହନ୍ତି କି କେତେଥର କହିବି ସେ ମରିଯାଇଛନ୍ତି, କାହିଁକି ବାରମ୍ବାର ଫୋନ କରୁଛ ।

ଛାତ୍ର – ଶୁଣିବାକୁ ଭଲ ଲାଗୁଚି !

୧୧ – ଶଳା ଆଜି ପର୍ଯ୍ୟନ୍ତ ବୁଝିପାରିଲି ନାହିଁ “babu ” male କି fimale ।

୧୨ – କିଛି ଝିଅ ମାନେ ଏତେ ସଜେଇ ହେଇକି ପରୀକ୍ଷା ଦେବାକୁ ଆସନ୍ତି ଯେ ଜଣାପଡେନି କି ନିଜେ ପାସ ହେବାକୁ ଆସନ୍ତି ନା ଅନ୍ୟ ମାନଙ୍କୁ ଫେଲ କରିବା ପାଇଁ ଆସନ୍ତି ।

୧୩ – ଶିକ୍ଷକ – ” ସବୁ ସଫଳ ମଣିଷ ପଛରେ ଏକ ନାରୀ ର ହାତ ଥାଏ ” ଏହି ବାକ୍ୟରୁ କଣ ବୁଝିଲା !


ଚିନ୍ତୁ – ଏହିକି ଯେ ବହି ପଛରେ ସମୟ ନଷ୍ଟ କରିବା ଠୁ ଭଲ କୌଣସି ଝିଅ ପଛରେ ପଡିବା ।

୧୪ – ଭିକାରୀ – ଭଗବାନ ପାଇଁ କିଛି ଖାଇବାକୁ ଦିଅ ।

ମୁନି – ମା ଆକୁ କିଛି ଖାଇବାକୁ ଦିଅନି, ଭଗବାନ ପାଇଁ ମାଗୁଛି ଆଉ ସବୁ ନିଜେ ଖାଇ ଦେଉଛି ।

୧୫ – ଠୋକର – ଖାଲି ବୁଦ୍ଧି ଦିଏନି,

ନଖ ବି ଉପୁଡିଯାଏ ବେଳେ ବେଳେ ।

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।