TV ସୋ ‘ଉତରନ’ ରେ ଛୋଟ ତପସ୍ୟା ର ଅଭିନୟ କରି ଫେମସ ହୋଇଥିବା ଏହି ଝିଅ ଆଜି ହେଇ ଯାଇଛି ବହୁତ ବଡ ଓ ସୁନ୍ଦର, ଥରେ ଦେଖିଲେ ନଜର ହଟେଇ ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ଟେଲିଭିଜନ ଜରିଆରେ ଅନେକ ଧାରାବାହିକ ସବୁ ନିଜତ ମନୋରଞ୍ଜନ କରିବା ପାଇଁ ଦେଖିଥାଉ । କେତେକ ଏପରି ଧାରାବାହିକ ଅଛି ଯାହା ଆମ ମନ ରେ ଘର କରି ରହି ଯାଇଛି । ସେହି ଧାରାବାହିକ ର କାହାଣୀ ବହୁତ ନିଆରା ହୋଇଥାଏ ନହେଲେ ସେହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ବହୁତ ଭଲ ଅଭିନୟ କରିଥାନ୍ତି ।

ବନ୍ଧୁଗଣ ଏହି ଧାରାବାହିକ ରେ ଏପରି କିଛି କଳାକାର ରହିଥାନ୍ତି ଯେଉଁ ମାନେ ନିଜର ଉଚ୍ଚକୋଟୀର ଅଭିନୟ ଜରିଆ ରେ ଦର୍ଶକ ଙ୍କ ପାଖରେ ବେଶ ପରିଚିତ ହୋଇପାରିଛନ୍ତି ଓ ତାଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କର ମନେ ଥିବ ଯେ ଛୋଟ ପରଦାରେ ପ୍ରଦର୍ଶିତ ହେଉଥିବା “ଉତ୍ତରଣ” ଧାରାବାହିକ ବିଷୟ ରେ । ଏହା ର ଶେଷ ଭାଗ ୨୦୧୬ ମସିହା ରେ ପ୍ରଦର୍ଶିତ କ୍ରା ଯାଇଥିଲା । ଏଥିରେ କୁନି ତପସ୍ୟା ଙ୍କ ଚରିତ୍ର ରେ ଅଭିନୟ କରିଥିବା କଳାକାର ଜଣଙ୍କ ବହୁତ ପ୍ରସିଦ୍ଧ ହୋଇଥିଲେ । ଏତେ ଛୋଟ ବର୍ଷ ରୁ ନିଜର ନିଖୁଣ ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ । ତେବେ ବନ୍ଧୁଗଣ ଆଜି ସେ ବହୁତ ବଡ଼ ହୋଇଯାଇଛନ୍ତି ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ଏବେ କିପରି ଦେଖା ଯାଉଛନ୍ତି । ବନ୍ଧୁଗଣ “ଉତ୍ତରଣ” ଧାରାବାହିକ ରେ କୁନି ତପସ୍ୟା ଙ୍କ ଚରିତ୍ର ରେ ଅଭିନୟ କରିଥିବା କୁନି କଳାକାର ଙ୍କ ନାମ ହେଉଛି ଇଶିତା ପଞ୍ଚଲ । ଇଶିତା ୧୯୯୮ ମସିହା ଡିସେମ୍ବର ମାସ ୧ ତାରିଖ ଦିନ ମୁମ୍ବାଇ ଠାରେ ଜନ୍ମ ହୋଇଥିଲେ । ସେ ନିଜର ଅଭିନୟ ର କ୍ୟାରିଅର ଛୋଟ ସମୟ ରୁ ହିଁ ଆରମ୍ଭ କରିଥିଲେ । ସେ ଏହି “ଉତ୍ତରଣ” ଧାରାବାହିକ ଜରିଆ ରେ ଛୋଟ ପରଦାରେ ଡେବ୍ୟୁ କରିଥିଲେ ।

ଏହି ଧାରାବାହିକ ରେ ଇଶିତା ଙ୍କ ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ । ନିଜର ଚମତ୍କାର ଅଭିନୟ ପାଇଁ ସେ ପ୍ରତି ଟି ଲୋକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ । ଏହା ପରେ ସେ ବଲିଉଡର ଫିଲ୍ମ “ଏକ ବିବାହ ଏସେ ଭି” ରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ । ଏହା ପରେ ସେ ଆହୁରି ମଧ୍ୟ ଅନେକ ଚଳଚ୍ଚିତ୍ର ରେ କୁନି କଳାକାର ଭାବରେ ଅଭିନୟ କରିଥିଲେ । ଶେଷ ଥର ପାଇଁ ତାଙ୍କୁ ଧାରାବାହିକ ସି.ଆଇ.ଡ଼ି ରେ ଦେଖିବାକୁ ମିଳିଥିଲା ।

ନିଜର ଦମଦାର ଅଭିନୟ ପାଇଁ ସେ ସମସ୍ତ ଙ୍କ ଠାରୁ ବହୁତ ପ୍ରଶଂସା ପାଇଥିଲେ । ଏହା ପରେ ସେ ଅଭିନୟ ଜଗତ ରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ଯାଇଥିଲେ । ନିଜର ପାଠ ପଢା ପାଇଁ ସେ ଅଭିନୟ ଜଗତ ରୁ କିଛି ସମୟ ପାଇଁ ଅବସର ନେଇଥିଲେ । ବର୍ତ୍ତମାନ ତାଙ୍କର ପାଠ ପଢା ସରିଯାଇଛି । ସେ ବର୍ତ୍ତମାନ ସମୟ ରେ ଏକ ଧାରାବାହିକ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ୨୨ ବର୍ଷ ର ହୋଇ ସାରିଛନ୍ତି । ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।

ସେ ବର୍ତ୍ତମାନ ବହୁତ ଷ୍ଟାଇଲିଶ ଓ ହଟ ଦେଖା ଯାଉଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ରେ ଥିବା ଫୋଟୋ କୁ ଦେଖିଲେ ଜାଣିପାରିବେ ଯେ ସେ ବର୍ତ୍ତମାନ ସମୟ ରେ ବହୁତ ବଦଳି ଯାଇଛନ୍ତି । ସେ ଅଭିନୟ ଜଗତ ରେ ନଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ତାଙ୍କର ଅନେକ ଗୁଡିଏ ଫୋଟୋ ପୋଷ୍ଟ କରୁଛନ୍ତି ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଓ ଗ୍ଲାମରସ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।