ମାଧୁରୀ ଯେବେ ଆରମ୍ଭ କରିଥିଲେ ନିଜ କ୍ୟାରିଅର କିଛି ଏମିତି ଥିଲା ତାଙ୍କ ପ୍ରେମ କାହାଣୀ, ଆଗରୁ କେବେ ଶୁଣି ନଥିବେ

ମାଧୁରୀ ଏକ ଏମିତି ଅଭିନେତ୍ରି ଅଟନ୍ତି କି ତାଙ୍କର ହସ ଓ ନାଚ ଦେଖି ସମସ୍ତେ ପୁରା ତାଙ୍କୁ ଦେଖି ଆଖି ପତା ତଳକୁ ପଡୁନଥିଲା । ସେ ତାଙ୍କ ଅଭିନୟ କ୍ଯାରିଆର ରେ ବହୁତ ବଡ ବଡ କଳାକାରଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି । ସମସ୍ତଙ୍କ ଅପେକ୍ଷା ତାଙ୍କୁ ଦର୍ଶକ ବଲ୍ଲୀଉଡର ଖଳନାୟକ ହିସାବରେ ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଦେଖିବାକୁ ଚାହୁଥିଲେ ଓ ଏହା ମଧ୍ୟ ଠିକ ବୋଲି ପ୍ରମାଣ ହୋଇଗଲା ।

ଏହା କେବଳ ଯେ ଅଭିନୟ କ୍ଷେତ୍ରରେ ରହିଗଲା ସେ କଥା ନୁହେଁ ସେ ତାଙ୍କ ରିୟଲ ଜୀବନରେ ମଧ୍ୟ ସେ ସଞ୍ଜୟ ଦତ୍ତଙ୍କୁ ଭଲ ପାଉଥିଲେ । ଦର୍ଶକ କେବଳ ଚାହୁଥିଲେ କି ସେ ଯେପରୀ ଅଭିନୟରେ ରହୁଛନ୍ତି ସେହିପରି ରିୟଲ ଜୀବନରେ ମଧ୍ୟ ହୋଇ ରହିବା ପାଇଁ କିନ୍ତୁ ତାଙ୍କର ଭାଗ୍ୟରେ ଆଉ କିଛି ଲେଖା ଥିଲା । ଯାହାକି ତାଙ୍କ ଘର ଲୋକେ ଚାହୁନଥିଲେ କି ସଞ୍ଜୟ ଦତ୍ତଙ୍କ ସହ ବିଭାହ ନକରିବା ପାଇଁ ।

ସେଥିପାଇଁ ତାଙ୍କ କାହାଣୀ ଅଧା ହୋଇଯାଇଥିଲା । ଯେତେବେଳେ ସେ ତାଙ୍କର ପ୍ରଥମ ଚଳଚିତ୍ର ସଞ୍ଜୟ ଦତ୍ତଙ୍କ ସହ ମିଶି ଥାନେଦାର କରିଥିଲେ ସେହି ସମୟରେ ତାଙ୍କ ସହ ବନ୍ଧୁତା ହୋଇଥିଲା । ଯାହାକି ସେ ଦୁହେଁ ଦୁଇ ଜଣକୁ ପସନ୍ଦ କରୁଥିଲେ । ଏହା ପରେ ଯେତେବେଳେ ସେ ସାଜନ ଚଳଚିତ୍ରରେ ଅଭିନୟ କରିଥିଲେ ସେହି ସମୟରେ ସେ ଦୁହେଁ ଦୁଇଜଣ ପାଖକୁ ଆସିଥିଲେ ।

ଏହା ପରେ ତାଙ୍କର ବଧୂତା ବଢିବାରେ ଲାଗିଲା ଯାହା ଫଳରେ ସେ ବହୁ ବାର ଦୁଇଜଣ ଏକା ସାଙ୍ଗରେ ଦେଖାଯିବାକୁ ସମନ୍ନାକୁ ଆସିଲେ । ଏହା ପରେ ତାଙ୍କ ଯୋଡି ଏତେ ହିଟ ହୋଇଗଲା ଯେ ତାଙ୍କୁ ଲୋକେ ବହୁତ ସେହି ଯୋଡିକୁ ବହୁତ ପସନ୍ଦ କରୁଥିଲେ । ସେଥିପାଇଁ ସେ ଆଉ ଏକ ଚଳଚିତ୍ର କରିଥିଲେ ଖଳନାୟକ । ଯେତେବେଳେ ତାଙ୍କ ଭଲପାଇବା ଅଧିକ ବଢିବାରେ ଲାଗିଲା ସେତେବେଳେ ବାହାରେ ବହୁତ ଚର୍ଚା ହେବାକୁ ଲାଗିଲା । ଏହାପରେ ପ୍ରେମ ନିଶା ଅଧିକ ଚଢିବାକୁ ଲାଗିଲା ଓ ଦୁହେଁଙ୍କର ଭଲ ପାଇବା ବଢିଲା ।

କିନ୍ତୁ ତାଙ୍କ ଭଲ ପାଇବାରେ ବହୁତ ବଡ ଅସୁବିଧା ହେବାରେ ଲାଗିଲା କାରଣ ମାଧୁରୀଙ୍କ ମାତା ଓ ପିତା ସଞ୍ଜୟ ଦତ୍ତଙ୍କ ସହ ଭଲପାଇବା କଥା ଜମା ପସନ୍ଦ ଲାଗୁ ନଥିଲା । କାରଣ ତାଙ୍କର ଆଗରୁ ବିଭାହ ସରିଯାଇଥିଲା ଓ ଆଉ ଏକ କଥା ହେଉଛି ତାଙ୍କର ଝିଅ ମଧ୍ୟ ଥିଲା । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରୀଚା ଶର୍ମା । ଏହା ଛଡା ସଞ୍ଜୟ ତାଙ୍କ ସ୍ତ୍ରୀ ରୀଚାଙ୍କ ସହ ମିଶି ରହିବାକୁ ଚାହୁଥିଲେ ଓ ଏହାପରେ ସେ ତାଙ୍କ ସ୍ତ୍ରୀ କହିଥିଲେ କି ସେ କେବେ ହେଲେ ତାଙ୍କୁ ତଲାକ ଦେବେ ନାହିଁ ।

ଏହାପରେ ସେ ତାଙ୍କ ସ୍ୱାସ୍ଥ୍ୟ ଠିକ କରିବା ପାଇଁ ନିଉୟର୍କ ଚାଲିଗଲେ । ଏହାର କିଛି ଦିନ ପରେ ତାଙ୍କୁ କିଛି କାରଣ ପାଇଁ ତାଙ୍କୁ ଗିରଫ କରାଗଲା । ଏମିତି କିଛି ହେବା ଦ୍ଵାରା ମାଧୁରୀଙ୍କ ପିତା ଓ ମାତା ମାଧୁରୀଙ୍କୁ ସଞ୍ଜୟଙ୍କୁ ଭୁଲିଯିବା ପାଇଁ ବାଧ୍ୟ କଲେ ଓ ଏହାପରେ ତାଙ୍କ ମଧ୍ୟରେ ଦୂରତା ବଢିବାକୁ ଲାଗିଲା । ଏହାଛଡା ସେ ଆଉ ଦେଖା କରିବାକୁ ଜେଲ ଗଲେ ନାହିଁ ଯାହା ଫଳରେ ଦୁହେଁଙ୍କ ସମ୍ପର୍କ ଦୂରେଇ ଗଲା । ସେ ଜେଲରୁ ଆସିଲା ପରେ ମାଧୁରୀ ଆଉ ତାଙ୍କୁ ଦେଖା କରିବାକୁ ମଧ୍ୟ ଗଲେ ନାହିଁ । ଏହିଭଳି ରହିଗଲା ତାଙ୍କର ପ୍ରେମ କାହାଣୀ ଅଧା । ଏହାପରେ ସେ ଦୁହେଁ ଅଲଗା ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।