TV ସିରିଏଲ ର 5 ଜଣ ଫେମସ ଅଭିନେତ୍ରୀ ଯିଏ କୋଟି କୋଟି ଟଙ୍କାର ଅଫରକୁ ଠୋକର ମାରି ଦିଅନ୍ତି କିନ୍ତୁ କେବେ ବି ଦିଅନ୍ତି ନାହିଁ କିସିଙ୍ଗ ସୀନ, ନମ୍ବର 4 ଙ୍କ ପାଇଁ ତ ସମସ୍ତେ ଦିବାନା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା । ଧାରାବାହିକ ରେ ରୋମାଣ୍ଟିକ ସିନ ଦେଖିବାକୁ ସମସ୍ତ ଙ୍କୁ ପସନ୍ଦ ହୋଇଥାଏ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକ ଲୋକପ୍ରିୟ ହେବାକୁ ହେଲେ କି-ସି-ଙ୍ଗ ସିନ କରିବାକୁ ପଡିଥାଏ । କିନ୍ତୁ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଲୋକପ୍ରିୟତା ଠାରୁ ଅଧିକ ଅଭିନୟ ପ୍ରତି ଧ୍ୟାନ ଦେଇଥାନ୍ତି । ଏହି ଅଭିନେତ୍ରୀ ମାନେ କି-ସି-ଙ୍ଗ ସିନ କିମ୍ବା ଅନ୍ୟ କୌଣସି ଅଶ୍ଳୀଳ ସିନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ମନା କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅଭିନେତ୍ରୀ ମାନଙ୍କ ଵିଷୟରେ ।

ସୁରଭି ଚନ୍ଦନା-ସୁରଭି ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ସେ ନିଜ ଅଭିନୟ ଜରିଆ ରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେ ବର୍ତ୍ତମାନ ସମୟ ରେ ଷ୍ଟାର ପ୍ଲସ ରେ ପ୍ରଦର୍ଶିତ ହେଉଥିବା “ସଂଜୀବନି ୨” ରେ ନଜର ଆସୁଛନ୍ତି ।

ଏଥିରେ ତାଙ୍କର ପ୍ରେମ ଆରମ୍ଭ ହେବା ସମୟ ରେ ଏକ କି-ସି-ଙ୍ଗ ସିନ ରହିଥିଲା କିନ୍ତୁ ସୁରଭି ଏହାକୁ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଇଥିଲେ । ଏହା ପରେ ସେହି ସିନ ଟି କୁ ଲୋ ଆଂଗେଲ ରେ ସୁଟିଂ କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ଭାବରେ କିସ ହେଲା ପରି ନଜର ଆସିଥିଲା । କିନ୍ତୁ ସେ ସଫା ଭାବରେ କହିଥିଲେ ଯେ ଏହି ପରି ସିନ କୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ ।

ପରିଧି ଶର୍ମା-ପରିଧି ଶର୍ମା ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟ ଜରିଆ ରେ ଅନେକ ଦର୍ଶକ ଙ୍କ ମନ କୁ ଜିତି ପାରିଛନ୍ତି । ତାଙ୍କୁ ଶେଷ ଥର ପାଇଁ “ପଟିଆଲା ବେବ” ଧାରାବାହିକ ରେ ଦେଖିବାକୁ ମିଳିଥିଲା ।

ସେ ଏହା ପୂର୍ବରୁ “ଯୋଦ୍ଧା ଆକବର” ଧାରାବାହିକ ରେ ଦେଖିବାକୁ ମିଳିଥିଲେ । ପରିଧି ଙ୍କୁ ମଧ୍ୟ ଏହିପରି ସିନ କରିବା ବିଲକୁଲ ବି ପସନ୍ଦ ନୁହେଁ । ତାଙ୍କ କ୍ୟାରିଅର ମଧ୍ୟରେ ସେ ଏହି ପରି କି-ସି-ଙ୍ଗ ସିନ କରିବାର କେଉଁଠାରେ ମଧ୍ୟ ନଜର ଆସି ନାହାନ୍ତି । କାରଣ ସେ ଏହି ପରି କିଛି ଧାରାବାହିକ ବାଛିଥାନ୍ତି ଯେଉଁଥିରେ ଏହିପରି ସିନ ନ ଥାଏ ।

ଯସ୍ମୀନ ହାସିନ-ଯସ୍ମୀନ ହାସିନ ଧାରାବାହିକ ଦୁନିଆ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ନିଜର ଉଚ୍ଚକୋଟୀର ଅଭିନୟ ଜରିଆ ରେ ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ସେ ବର୍ତ୍ତମାନ ସମୟ ରେ “ନାଗିନ ୪” ରେ ଦେଖିବାକୁ ମିଳୁଛନ୍ତି ।

ଏହା ପୂର୍ବରୁ ସେ ଅନେକ ଧାରାବାହିକ ରେ ଅଭିନୟ କରିଥିଲେ । ଏହି ଧାରାବାହିକ ରେ ତାଙ୍କୁ ଏହିପରି ସିନ କରିବା ପାଇଁ କୁହାଯାଇଥିଲା କିନ୍ତୁ ସେ ଏହାକୁ ସିଧା ସଳଖ ଭାବେ ମନା କରିଦେଇଥିଲେ । ତାଙ୍କୁ ମଧ୍ୟ ଏହି ପରି ସିନ ବିଲକୁଲ ବି ପସନ୍ଦ ନୁହେଁ ।

ରୁବିନା ଦିଲାଇକ- ବିଗ୍ ବସ୍ ୧୪ ଜିତିବା ପରେ ଏହି ଅଭିନେତ୍ରୀ ଏହା ସାବ୍ୟସ୍ତ କରି ଦେଇଛନ୍ତି ଯେ, ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ମନୁଷ୍ୟ ନିଜର ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରି ପାରିବ । ଏହି ଅଭିନେତ୍ରୀ ମଧ୍ୟ ନିଜର ଲମ୍ବା ଅଭିନୟ କ୍ୟାରିଅର କେବେବି ନିଜ ସିରିଆଲ ରେ କି-ସି-ଙ୍ଗ ସିନ୍ ଦେଇ ନାହାନ୍ତି । ସେ ଏପରି କରି ନିଜର ଫ୍ୟାନ୍ସ ମାନଙ୍କୁ ନିରାଶ କରିବାକୁ ଆଦୌ ଚାହାନ୍ତି ନାହିଁ ଏବଂ ନିଜର ଫ୍ୟାନ୍ସ ମାନଙ୍କ ସାମ୍ନାରେ ନିଜର ଇମେଜକୁ ମଧ୍ୟ ଖରାପ କରିବାକୁ ଚାହାନ୍ତି ନାହିଁ ।

ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘କୃତିକା ସେଙ୍ଗର’। ବନ୍ଧୁଗଣ କୃତିକା ସେଙ୍ଗର ଙ୍କୁ ସ୍ୱୟଂ କି-ସି-ଙ୍ଗ ସିନ କରିବା ଆଦୋୖ ପସନ୍ଦ ନୁହେଁ। ତେଣୁ ସେ କି-ସି-ଙ୍ଗ ସିନ କରିବାର ଅଫର ଆସିଲେ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟଖାନ କରି ଦିଅନ୍ତି।

ଏହା ସହିତ ଅନ୍ୟ ଏକ ମୁଖ୍ୟ କାରଣ ମଧ୍ୟ ରହିଛି ଯାହା ହେଉଛି, କୃତିକା ଙ୍କ ସ୍ୱାମୀ ନିକେତନ ମଧ୍ୟ ଅନସ୍କ୍ରିନ କି-ସି-ଙ୍ଗ ସିନ କୁ ପସନ୍ଦ କରନ୍ତି ନାହିଁ। କୃତିକା ନିଜ ସ୍ୱାମୀ ଙ୍କୁ ବହୁତ ସମ୍ମାନ କରନ୍ତି।ତେଣୁ ସେ କେବେବି ନିଜର କୌଣସି ସିରିଏଲ ରେ କି-ସି-ଙ୍ଗ ସିନ କରି ନାହାନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।