ଇଏ ହେଉଛନ୍ତି ତାରକ ମେହେତାର ମେହେତା ସାହାବଙ୍କ ରିଅଲ ଲାଇଫ ସ୍ତ୍ରୀ ଓ ଝିଅ, ଦେଖାଯାନ୍ତି ବହୁତ ଷ୍ଟାଇଲିଷ୍ଟ, ଦେଖନ୍ତୁ

ଯେମିତି କି ଆମେ ସମସ୍ତେ ଜାଣିଛୁ କି ଧାରାବାହିକ ଟିଭି ସିରିୟଲ ‘ତାରକ ମେହତା କା ଉଲ୍ଟା ଚଷମା’କୁ ଆଜି ପାଖାପାଖି ଭାରତର ସମସ୍ତ ଘରେ ଦେଖାଯାଏ । ଏହା ଏକ ଏମିତି ପାରିକାରିକ ଶୋ ଅଟେ ଯାହାକୁ ପୁରା ପରିବାର ସହ ବସି ଆପଣ ଦେଖି ପାରିବେ । ଏହି ଶୋରେ ଆପଣଙ୍କୁ କମେଡି, ସମାଜକୁ ଉଚିତ ଶିକ୍ଷା, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ଭଲ ସମ୍ପର୍କ ଇତ୍ୟାଦି ଦେଖିବାକୁ ମିଳିଥାଏ ଓ ଏହି ଶୋ ବହୁତ ପୁରୁଣା ଅଟେ ।

‘ତାରକ ମେହତା କା ଉଲ୍ଟା ଚଷମା’ ୨୦୦୮ରେ ଆରମ୍ଭ ହୋଇଥିଲା । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବି ଚାଲୁ ଅଛି  କହିବାକୁ ଗଲେ ଏହି ଟିଭି ସିରିୟଲରେ ଅଭିନୟ କରୁଥିବା ସମସ୍ତ କିରଦାର ଦର୍ଶକମାନଙ୍କ ହୃଦୟରେ ବସି ଯାଇଛି ଓ ଲୋକମାନେ ଏହି ଅଭିନେତା ଓ ଅଭିନେତ୍ରୀମାନଙ୍କୁ ତାଙ୍କର ଅସଲ ନାମରେ ନୁହେଁ ଅଥବା ତାଙ୍କୁ ତାଙ୍କର କିରଦାର ନାମରେ ଜାଣିଛନ୍ତି ।

କହିବାକୁ ଗଲେ ଏହି ଶୋ ରେ ଜେଠାଲାଲ ଓ ଦୟାଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି । କହିବାକୁ ଗଲେ ଜେଠାଲାଲଙ୍କ କମେଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଷମା’ର ଜେଠାଲାଲଙ୍କ ପରମ ମିତ୍ର ତାରକ ମେହତାଙ୍କ ଅସଲ ଜୀବନ ଓ ପତ୍ନୀ ଏବଂ ଝିଅ ବିଷୟରେ କହିବୁ ।

ଆପଣଙ୍କୁ କହିଦେଉହକୁ କି ତାରକ ମେହତାଙ୍କ ଅସଲ ନାମ ଶୈଲେଶ ଲୋଢ଼ା ଅଟେ । ଶୈଲେଶ ଲୋଢ଼ାଙ୍କ ଜନ୍ମ ୧୫ ଜୁଲାଇ ୧୯୬୯ରେ ଜୋଧପୁର ରାଜସ୍ଥାନରେ ହୋଇଥିଲା । ଶୈଲେଶ ଲୋଢ଼ାଙ୍କ କ୍ୟାରିୟର ବିଷୟରେ କହିଲେ ସେ ଏକ ଅଭିନେତା, ଲେଖକ ଓ କେତେକ ଶୋର ପ୍ରବକ୍ତା ରୂପରେ ବି ନଜର ଆସିଛନ୍ତି । ଶୈଲେଶ ଲୋଢ଼ାଙ୍କ ପତ୍ନୀଙ୍କ ନାମ ସ୍ୱାର୍ଥୀ ଲୋଢ଼ା ଅଟେ ।

ସ୍ୱାର୍ଥୀ ଲୋଢ଼ା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତରାକ ମେହତା ଉର୍ଫ ଶୈଲେଶ ଲୋଢ଼ା ଏବଂ ତାଙ୍କର ପତ୍ନୀ ସ୍ୱାର୍ଥୀ ଲୋଢ଼ାଙ୍କର ଏକ ଝିଅ ବି ଅଛି । ଯାହାର ନାମ ସ୍ୱରା ଲୋଢ଼ା ଅଟେ । ସ୍ୱରା ଲୋଢ଼ା ବି ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ତରାକ ମେହତା ଉର୍ଫ ଶୈଲେଶ ଲୋଢ଼ା ପୁରା ପରିବାର ସହ ବହୁତ କମ ନଜର ଆସନ୍ତି ।