କଣ କଲେ ପିଲା ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ଏହା ସହିତ ଆହୁରି ପଢନ୍ତୁ ଆଜିର 10 ଟି Anuchinta

୧- ଗାଈ ଖୁରାର ଧୂଳି , ଧାନର ଧୂଳି , ଭଣଜାର ପାଦ ଧୂଳି ଓ ବ୍ରାହ୍ମଣର ପାଦ ଧୂଳି ଘରେ ପଡିଲେ ଶୁଭ ହୋଇଥାଏ । ୨ – ରବିବାର ଦିନ ବେଲ ଗଛ ମୂଳରେ ଧୂପ ଜାଳନ୍ତୁ , ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଓ ପ୍ରଦକ୍ଷିଣ କରନ୍ତୁ । ଏପରି ସାତଟି ରବିବାର କରିବା ଦ୍ୱାରା ମନସ୍କାମନା ନିଶ୍ଚିତ ପୂର୍ଣ ହୋଇଥାଏ ।

୩ – ଗୁରୁବାର ଦିନ ଯଦି କାନ୍ଥରେ କୌଣସି ଝିଟିପିଟି ଦେଖିଲେ ଠାକୁର ଘରୁ କିଛି ଅରୁଆ ଚାଉଳ ଆଣି ମାନସିକ କରି ତା ଉପରେ ପକାଇଲେ ଶୁଭ ଫଳ ମିଳିଥାଏ ।

୪ – କଂସା ଗ୍ଲାସରେ ପାଣି ପିଇଲେ କିମ୍ବା କଂସା ଥାଳୀରେ ଖାଇଲେ ପିଲା ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

୫ – ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ କି ନଖ ଦାନ୍ତରେ ଛିଡାନ୍ତୁ ନାହିଁ । ଏହାକଲେ ଅଶୁଭ ହୋଇଥାଏ ।

୬ – ଭଲ କର୍ମ କରି  ଦଣ୍ଡ ଭୋଗ କରୁଥିବା ବ୍ୟକ୍ତି ,  ବେଦ ଜାଣିଥିବା  ବ୍ରାହ୍ମଣକୁ ସୁନା ଦାନ କଲେ ଶୁଭଫଳ ମିଳିଥାଏ ।

୭ – ଠାକୁର ପୂଜା କରିବା ବେଳେ ଯଦି ଛୋଟ ପିଲା ବିନା କାରଣରେ କାନ୍ଦିଥାଏ ତେବେ ଟିପରେ ହଳଦୀ ଗୁଣ୍ଡ ଆଣି ଠାକୁର ଘର କାନ୍ଥରେ ଲଗାଇଲେ ଅଶୁଭତ୍ୱ ଦୂର ହୋଇଥାଏ ।

୮ –  ନିଜ ଘରେ ଦୀପ ଜାଳିଲା ବେଳେ , ଦୀପ ତଳେ କିଛି ଅରୁଆ ଚାଉଳ କିମ୍ବା ଦୁବଟିଏ ରଖି ଦୀପ ଜାଳନ୍ତୁ , ଶନିବାର (ରାଶି ତେଲ ) , ମଙ୍ଗଳ ବାର ( ଯେକୌଣସି ତେଲ ) , ଅନ୍ୟ ବାରରେ କେବଳ  ଘିଅରେ ଦୀପ ଜାଳନ୍ତୁ ।

୯ – ମୁହଁରେ ବ୍ରଣ ହୋଇଥିଲେ , ଡାଲଚୀନୀ ଗୁଣ୍ଡରେ ମହୁ ମିଶାଇ ମୁହଁ ରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।

୧୦ – ମୁହଁରେ କଳା ଦାଗ ଥିଲେ , ଶିମୁଳି ଗଛର କଣ୍ଟାକୁ ଗାଈର କଞ୍ଚା କ୍ଷୀରରେ ବାଟି ୧୫ ଦିନ ମୁହଁ ରେ ଲଗାନ୍ତୁ ଏବଂ ଅରଖ ଗଛର କ୍ଷୀର ସହ ହଳଦୀ ବାଟି ଲଗାନ୍ତୁ , ମହଁରୁ କଳା ଦାଗ ଛାଡି ଯାଇ ମୁହଁ ସୁନ୍ଦର ଦେଖାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।