ବିବାହକୁ ଜରୁରୀ ମାନନ୍ତି ନାହିଁ ଏହି ଅଭିନେତ୍ରୀ, ୩ ବର୍ଷ ହେବ ରହୁଛନ୍ତି ଲିଭ ଇନ ରିଲେଶନଶିପରେ, ଏବେ ମା ହେଇ…

ବଲୀଉଡର ଜଣା ଶୁଣା ଅଭିନେତ୍ରୀ ମାହି ଗିଲ ଫିଲ୍ମରେ ନିଜର ବୋଲ୍ଡ ଅଭିନୟ ଦ୍ଵାରା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ମାହି ଗିଲ ନିଜ ଜୀବନକୁ ନେଇ ଏକ ଏମିତି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ବଲୀଉଡ ସେଲେବ୍ସ ନିଜର ପର୍ସନଲ ଲାଇଫକୁ ସବୁବେଳେ ମିଡିୟାରେ ଲୁଚାଇ ରଖିଥାନ୍ତି । କିନ୍ତୁ ମାହି ଗିଲ ନିଜ ଜୀବନର ଏକ ରହସ୍ୟ ସମସ୍ତଙ୍କ ସାମନାରେ ଆଣିଛନ୍ତି । ମାହି ଗିଲ ଫିଲ୍ମ ‘ଦବଙ୍ଗ’, ‘ଦେବ ଡୀ’ ଓ ‘ସାହେବ, ବୀବୀ ଓ ଗୈଂଗସ୍ଟର’ ଭଳି ଫିଲ୍ମରେ ନିଜର ଅଭିନୟ ଓ ବୋଲ୍ଡ ଅନ୍ଦାଜ ଦ୍ଵାରା ଲୋକମାନଙ୍କ ହୃଦୟ ଜିତିଛନ୍ତି ।

ସିଂଗଲ ନାହାନ୍ତି ମାହି

Image courtesy: Google

କହିଦେଛୁ ଯେ ମାହି ଗିଲ କହିଛନ୍ତି କି ସେ ସିଂଗଲ ନାହାନ୍ତି, କିନ୍ତୁ ତାଙ୍କର ବିବାହ ବି ହୋଇ ନାହିଁ । ସେ ଗୋଆରେ ଏକ ବିଜନେସମ୍ୟାନ ସହ ଲିଭ ଇନ ରିଲେଶନଶିପରେ ଅଛନ୍ତି ଓ ସେମାନଙ୍କର ଏକ ଝିଅ ବି ଅଛି । ମାହି ଆଗକୁ କହିଲେ କି ଆଜି ପର୍ଯ୍ୟନ୍ତ କେହି ବୀ ତାଙ୍କୁ ଏହି ବିଷୟରେ କିଛି ବୀ ପଚାରି ନ ଥିଲେ ଓ ସେ ନିଜେ ବି କାହାକୁ କିଛି କହି ନ ଥିଲେ । ମାହି ନିଜ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି । ମଝିରେ ମଝିରେ ସେ ଗୋଆ ବି ଯାଆନ୍ତି ।

ବିବାହ କରିବା ଜରୁରୀ ନୁହେଁ

Image courtesy: Google

ନିଜର ରିଲେଶନ ଓ ନିଜ ଝିଅ ବିଷୟରେ କହିବା ପରେ ମାହି ନିଜ ବିଚାରକୁ ସମସ୍ତଙ୍କର ସାମନାରେ ରଖିଲେ ଓ କହିଲେ କି ବିବାହ କରିବା ଜରୁରୀ ନୁହେଁ । ମାହିଙ୍କର ମାନିବା ଅଟେ କି ଗୋଟିଏ ପରିବାର ପାଇଁ ବିବାହ କରିବା ଜରୁରୀ ନୁହେଁ । ଆପଣ ବିବାହ ନ କରି ମଧ୍ୟ ସୁଖମୟ ପରିବାର କରି ପାରିବେ । ସେ ଏହା ବି କହିଲେ କି ସମସ୍ତଙ୍କର ନିଜର ଜୀବନ ଓ ନିଜର ସିଦ୍ଧାନ୍ତ ହୋଇଥାଏ । ବିବାହ ବହୁତ ସୁନ୍ଦର ଅନୁଭବ ହୋଇଥାଏ । ଏହା ସମସ୍ତଙ୍କର ନିଜ ଇଚ୍ଛାରେ ହିଁ ହେବା ଉଚିତ । ଏଥିପାଇଁ କାହାକୁ ଫୋର୍ସ କରିବା ଉଚିତ ନୁହେଁ ।

ବୋଲ୍ଡ ଅଭିନୟରୁ ନିଜକୁ କରିବାର ଅଛି ଦୂର

Image courtesy: Google

ଏହା ପରେ ମାହି ଗିଲ ନିଜ କ୍ୟାରିୟରକୁ ନେଇ କହିଲେ କି ସେ ଜଲ୍ଦି ହିଁ ଫିଲ୍ମ ଫୈମିଲୀ ଅଫ ଠାକୁରଗଂଜରେ ନଜର ଆସିବେ । ଏହା ସହିତ ମାହି ଗିଲ ସଲମାନ ଖାନଙ୍କର ଫିଲ୍ମ ଦବଙ୍ଗ ୩ରେ ବି ନଜର ଆସିବେ । ଏହା ସହିତ ସେ କହିଲେ କି ସେ ବର୍ତ୍ତମାନ ବୋଲ୍ଡ ଅଭିନୟକୁ କରିବା ବନ୍ଦ କରି ଦେଇଛନ୍ତି ଓ ସେ କିଛି ନୂଆ କରିବାକୁ ଚାହୁଁଛନ୍ତି । କିନ୍ତୁ ଡାୟରେକ୍ଟର୍ସ ତାଙ୍କର ପଛ ରେକର୍ଡ୍ସକୁ ଦେଖି ତାଙ୍କୁ କେବଳ ବୋଲ୍ଡ ଅଭିନୟର ଅଫର କରୁଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।