ନବରାତ୍ରି ପୂର୍ବରୁ ଏହି ୫ଟି ଜିନିଷ ମଧ୍ୟରୁ ନେଇ ଆସନ୍ତୁ ଘରକୁ ଗୋଟିଏ ଜିନିଷ, ଦୂର ହେଇଯିବ ଜୀବନରୁ ସବୁ ଦୁଖ କଷ୍ଟ

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଏହି ବର୍ଷ ନବରାତ୍ରି ଅକ୍ଟୋବର ୧୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏମିତିରେ ସମସ୍ତେ ନବରାତ୍ରିର ଅପେକ୍ଷା କରିଛନ୍ତି । କହିବାକୁ ଗଲେ ନବରାତ୍ରିରେ ମାତା ଦୂର୍ଗାଙ୍କର ୯ଟି ରୂପର ପୂଜା କାରାଯାଏ । ଏହି ଦିନ ଗୁଡିକରେ ମହିଳାମାନେ ମାତାଙ୍କ ନିମନ୍ତେ ସମସ୍ତେ ଉପବାସ ବି କରିଥାନ୍ତି । ଏହା ସହ କେତେକ ସରଲ ଉପାୟ କରି ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା ବି କରନ୍ତି । ସମସ୍ତଙ୍କର ବିଶ୍ଵାସ ଥାଏ କି ଏହିଭଳି କରିବା ଦ୍ଵାରା ସେମାନଙ୍କର ସମସ୍ତ ମନୋକାମନା ପୂର୍ଣ ହୋଇଯିବ ।

ଏମିତିରେ ନବରାତ୍ରି ସମୟରେ ଯଦି ଆପଣ ଏହି ସବୁ ଜିନିଷ ନିଜ ଘରକୁ ନେଇ ଆସୁଛନ୍ତି ତେବେ ମାତାଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ ଓ ଏହା ସହ ଆପଣଙ୍କର ସବୁ ମନବାଞ୍ଛା ଜଲ୍ଦି ହିଁ ପୂରଣ ହୋଇପାରେ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

ପଦ୍ମଫୁଲ

ପଦ୍ମଫୁଲ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଅଟେ । ସେଥିପାଇଁ ଯଦି ନବରାତ୍ରି ସମୟରେ ଆପଣ ନିଜର ଘରକୁ ପଦ୍ମଫୁଲ ନେଇ ଆସୁଛନ୍ତି ତେବେ ଆପଣଙ୍କ ଉପରେ ସର୍ବଦା ମାତାଙ୍କର ଆଶୀର୍ବାଦ ରହିବ । ଯଦି ଆପଣଙ୍କୁ ପଦ୍ମଫୁଲ ମିଳୁ ନାହିଁ ତେବେ ଆପଣ ଏହାର ଫଟୋ ବି ଆଣିପାରିବେ ।

ସୁନା କିମ୍ବା ରୂପାର ମୁଦ୍ରା

ଘରେ ସୁନା କିମ୍ବା ରୂପାର ମୁଦ୍ରା ରଖିବା ବହୁତ ଶୁଭ ହୋଇଥାଏ । କିନ୍ତୁ ନବରାତ୍ରି ଚାଲିଥିବା ସମୟରେ ଯଦି ଆପଣ ଘରକୁ ସୁନା କିମ୍ବା ଚାନ୍ଦିର ମୁଦ୍ରା କିଣି ଆଣୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି ଆପଣ ମାତା ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ଚାନ୍ଦି ମୁଦ୍ରାର ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କ ଘରେ ଧନ ସମ୍ପତ୍ତିର ବି ଆଗମନ ହେବାକୁ ଲାଗିବ ।

ମାତା ଲକ୍ଷ୍ମୀଙ୍କ ଫଟୋ

ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀଙ୍କର ଫଟୋ ନିଶ୍ଚିତ ରହିଥାଏ । କିନ୍ତୁ ଯଦି ନବରାତ୍ରିରେ ଆପଣ ଘରକୁ ମାତା ଲକ୍ଷ୍ମୀଙ୍କ ଫଟୋକୁ ଆଣୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀ ପଦ୍ମଫୁଲରେ ବସିଥିବେ ଓ ତାଙ୍କର ହାତରୁ ଧନ ବର୍ଷା ହେଉଥିବାର ଫଟୋ ଯଦି ଘରକୁ ଆନୁଛନ୍ତି ତେବେ ଏହା ଘର ପାଇଁ ଉଚିତ ଅଟେ ।

ମୟୂର ପର

ଯଦି ଆପଣ ମାତା ସରସ୍ଵତୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ନବରାତ୍ରି ସମୟରେ ଘରେ ମୟୂର ପର ଆଣନ୍ତୁ ।

ଶୃଙ୍ଗାର ସମସ୍ତ ଜିନିଷ

ନବରାତ୍ରିରେ ଯଦି ଆପଣ ଶୃଙ୍ଗାରର କିଛି ଜିନିଷ ନିଜ ଘରକୁ ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଠେ । ନବରାତ୍ରିରେ ୧୬ ଶୃଙ୍ଗାରର ଜିନିଷ ଆଣି ନିଜ ଘରେ ସ୍ଥାପନା କରନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଦୂର୍ଗାଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ଏହା ସହ ଆପଣଙ୍କ ଘରେ ସବୁବେଳେ ସୁଖ ସମୃଦ୍ଧି ରହିବ । ସେଥିପାଇଁ ନବରାତ୍ରି ସମୟରେ ଏହି ସମସ୍ତେ ଜିନିଷ ନିଜ ଘରକୁ ନିଶ୍ଚିତ ଆଣନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।