ଫଟୋ ରେ ଦେଖନ୍ତୁ ଟିଭି ସିରିୟଲ୍ସ ର ସାଧା-ସିଧା ଦେଖା ଯାଉଥିବା ବୋହୁମାନଙ୍କ ହଟ ଓ ସେକ୍ସି ଅବତାର

ଯଦି ଆପଣ ଟିଭି ସିରିୟଲ୍ସ ଦେଖିବାକୁ ଭଲ ପାଆନ୍ତି ତେବେ ସେଥିରେ ଦେଖା ଯାଉଥିବା ବୋହୁମାନଙ୍କ ମଧ୍ୟରେ ଆପଣଙ୍କର ଫେବ୍ରେଟ ଥିବେ । ସବୁ ମା’ ଏହା ହିଁ ଚାହେଁ କି ତାର ବୋହୁ ‘କୁଣ୍ଡଳୀ ଭାଗ୍ୟ’ ର ପ୍ରୀତା, ‘ୟେ ହେଁ ମୋହବତେଂ’ ର ରୋଶନି ଭଳି ହେଉ । ଆପଣ ସବୁବେଳେ ଏମାନଙ୍କୁ ଶାଢୀ ବା ସୁଟ ରେ ସାଧା ସିଧା ରୂପରେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଆପଣଙ୍କର ଟିଭି ସିରିୟଲ୍ସ ର ସଂସ୍କାରୀ ବୋହୁମାନଙ୍କର ହଟ ଆଉ ସେକ୍ସି ଅବତାର । ଯାହାକୁ ଦେଖିଲେ ଆପଣଙ୍କର ଆଖି ଖୋଲା କୁ ଖୋଲା ରହିଯିବ ।

ଶ୍ରଦ୍ଧା ଆର୍ଯା (ପ୍ରୀତା)

Image courtesy: Google

ଜି ଟିଭି ରେ ଆସୁଥିବା ସିରିୟଲ ‘କୁଣ୍ଡଳୀ ଭାଗ୍ୟ’ ଆରମ୍ଭରୁ ଟିଆରପି ର ଟପ ୧୦ ଲିଷ୍ଟ ରେ ଥାଏ । ଏହି ସିରିୟଲ ର ମେନ କ୍ୟାରେକ୍ଟର ପ୍ରୀତା, ଯାହାର ଅଭିନୟ ଶ୍ରଦ୍ଧା ଆର୍ଯା କରିଥାନ୍ତି । ନିଜର ଏହି ଚରିତ୍ର ଜରିଆରେ ଶ୍ରଦ୍ଧା ଘରେ ଘରେ ସମସ୍ତଙ୍କର ପସନ୍ଦ ଅଟନ୍ତି । ସିଧା ସାଧା ଦେଖାଯାଉଥିବା ଶ୍ରଦ୍ଧା ଅସଲ ଜୀବନରେ ବହୁତ ହଟ ଆଉ ସେକ୍ସି ଅଟନ୍ତି । ବିଶ୍ଵାସ ହେଉନି ଯଦି ନିଜେ ଦେଖି ନିଅନ୍ତୁ ।

ରୁବିନା ଦିଲାଇକା (ସୌମ୍ୟା)

Image courtesy: Google

କଲର୍ସ ର ସିରିୟଲ ‘ଶକ୍ତି -ଅସ୍ତିତ୍ଵ କେ ଏହସାସ କି’ ର ସୌମ୍ୟା ବା ରୁବିନା ଦିଲାଇକା ସେମିତି ତ ସିରିୟଲ ରେ କେବଳ ଶାଢୀ ପିନ୍ଧୁଥିବାର ନଜର ଆସିଥାନ୍ତି କିନ୍ତୁ ପ୍ରକୃତ ଜୀବନରେ ତାଙ୍କର ଅନ୍ଦାଜ ବହୁତ ଗ୍ଲାମରସ ଅଟେ । ଇଂଷ୍ଟାଗ୍ରାମରେ ରୁବିନାଙ୍କର ଗୋଟିଏ ରୁ ବଳି ଗୋଟିଏ ହଟ ଫଟୋ ମିଳିଯିବ ଆପଣଙ୍କୁ । ଏହି ଫଟୋରେ ବି ରୁବିନା ବହୁତ ସେକ୍ସି ଲାଗୁଛନ୍ତି ନା ।

ବିଦିଶା ଶ୍ରୀବାସ୍ତବ (ରୋଶନି)

Image courtesy: Google

ବିଦିଶା ସିରିୟଲ ‘ୟେ ହେଁ ମୋହବତେଂ’ ରେ ରୋଶନି, ଗାଁର ସାଧା ସିଧା ଗୋଟିଏ ଝିଅ କ୍ୟାରେକ୍ଟର ରେ ଏଣ୍ଟ୍ରି କରିଥିଲେ । କିନ୍ତୁ ରୋଶନି ବା ବିଦିଶା ଶ୍ରୀବାସ୍ତବା ନିଜର ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଅଟନ୍ତି । ଆପଣ ବି ଦେଖନ୍ତୁ ବିଦିଶାଙ୍କର ଏହି ଅବତାର ।

ଶୃତି ଝା (ପ୍ରଜ୍ଞା)

Image courtesy: Google

୨୦୧୪ ରେ ଲଗାତାର ଦର୍ଶକଙ୍କ ଦ୍ଵାରା ପସନ୍ଦ କରାଯାଉଥିବା ସିରିୟଲ ‘କୁମକୁମ ଭାଗ୍ୟ’ ଟିଆରପି ଚାର୍ଟ ରେ ସବୁବେଳେ ଜାଗା ବନାଇଥାଏ । ସିରିୟଲ ରେ ପ୍ରଜ୍ଞା ର ଚରିତ୍ର ପ୍ଲେ କରୁଥିବା ଶୃତି ଝାଙ୍କୁ ବି ଦର୍ଶକଙ୍କର ବହୁତ ଭଲ ପାଇବା ମିଳିଥାଏ । ତାଙ୍କର ପିଲାଳିଆମୀ ଓ ଦେଶୀ ଅନ୍ଦାଜ ସମସ୍ତଙ୍କ ହୃଦୟରେ ଜାଗା ବନାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଉଛୁ ପ୍ରଜ୍ଞା ବା ଶୃତି ଝାଙ୍କର ସେକ୍ସି ଅବତାର । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।