ଏବେ ବି ‘ଡାଇପର’ ପିନ୍ଧିଥାଏ 23 ବର୍ଷର ଏହି ଝିଅ, କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଛୋଟ ପିଲାମାନେ ଡାୟପର ପିନ୍ଧିବା ସାଧାରଣ କଥା ଅଟେ କିନ୍ତୁ ଯଦି କୌଣସି ଏଡଲ୍ଟ ଝିଅ ଡାୟପର ପିନ୍ଧେ ତ ଟିକେ ଅଜବ ଲାଗିଥାଏ । ଆଜି ଆମେ ଆପଣଙ୍କୁ ସେମିତି ହିଁ ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଡାୟପର ପିନ୍ଧିଥାଏ ଓ ତା’ର ବୟସ ୨୩ ବର୍ଷ ଅଟେ । ଆଜ୍ଞା ହଁ, ୨୩ ବର୍ଷର ଏକ ଝିଅ ଯିଏ ଡାୟପର ନ ପିନ୍ଧିଲେ ଘରୁ ବାହାରକୁ ଯାଏ ନାହିଁ ।

ଆମେ ଯେଉଁ ଝିଅ ବିଷୟରେ କଥା ହେଉଛୁ ତାହାର ନାମ ଜେସ ଅଟେ ଯିଏ ଆମେରିକା ର ଫ୍ଲୋରିଡାରେ ରୁହେ । ଏହି ଝିଅଟିର ବୟସ ବହୁତ ଅଟେ କିନ୍ତୁ ସେ ଏବେ ବି ଡାୟପର ପିନ୍ଧେ ।

ଝିଅଟିର ଗୋଟିଏ ବୟ ଫ୍ରେଣ୍ଡ ବି ଅଛି ଯାହାକୁ ଝିଅଟି ଡାୟପର ପିନ୍ଧିବା ଦ୍ଵାରା କୌଣସି ଅସୁବିଧା ନାହିଁ । ପ୍ରକୃତରେ ଜେସ ଗୋଟିଏ ପିଲା ଭଳି ହିଁ ରହିଥାଏ, ପିଲାଙ୍କ ପରି ବ୍ୟବହାର କରିଥାଏ, ଛୋଟ ପିଲାଙ୍କ ପରି ଡ୍ରେସ ପିନ୍ଧିଥାଏ । ଜେସ ର ରୁମ ରେ ଏକ ଝୁଲଣ ବି ଅଛି ଯାହା ତାର ହାଇଟ ସମାନର ଅଟେ । ଜେସ ର ଛୋଟ ପିଲାଙ୍କ ଭଳି ବ୍ୟବହାର ଅଟେ ଓ ତା’ ବୟଫ୍ରେଣ୍ଡ ର ଏଥିରେ କୌଣସି ଆପତ୍ତି ନାହିଁ । ଜେସ ସହିତ ତା’ର ବୟ ଫ୍ରେଣ୍ଡ ଛୋଟ ପିଲାଙ୍କ ପରି ଖେଳେ ଓ ତାକୁ ଛୋଟ ପିଲାଙ୍କ ପରି ବ୍ୟବହାର କରିଥାଏ ।

ଏମିତି କାହିଁକି ଅଟେ ଏହା ବି ଆମେ ଆପଣଙ୍କୁ କହି ଦେଉଛୁ । ପ୍ରକୃତରେ ଜେସ ନିଜେ ଏହିପରି ରହିଥାଏ କାରଣ ସେ ସବୁବେଳେ ଗୋଟିଏ ଛୋଟ ପିଲା ଭଳି ରହିବାକୁ ଚାହେଁ । ଏହି କାରଣରୁ ସେ ଡାୟପର ପିନ୍ଧିଥାଏ । ଜେସ ଯେତେବେଳେ ୨ ବର୍ଷର ଥିଲା ତା’ ସହିତ କେହି ଅଶ୍ଳୀଳ ବ୍ୟବହାର କରିଥିଲା ଏଥିପାଇଁ ତା’ର ପିଲାଦିନ ଭଲରେ କଟି ନଥିଲା । ଏବେ ସେ ନିଜର ପିଲାଦିନକୁ ବଞ୍ଚୁଛି ।

ନିଜର ପିଲାଦିନ ପୁଣି ଥରେ ବଞ୍ଚିବା ପାଇଁ ଜେସ ୨୩ ବର୍ଷ ବୟସରେ ବି ପିଲାଙ୍କ ପରି ରହିଥାଏ ଓ ୟୁଟ୍ଯୂବ ରେ ତା’ର ଗୋଟିଏ ଚ୍ଯାନେଲ ବି ଅଛି ଯାହାର ନାମ ‘ଏଡଲ୍ଟ ବେବି’ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।