ନିଜ ନାମ ଅନୁସାରେ ଜାଣନ୍ତୁ, ଆପଣଙ୍କ ବିବାହ କେଉଁ ନାମର ଝିଅ ସହିତ ହେବ…

ଆପଣମାନେ ନିଶ୍ଚୟ ଜାଣିଥିବେ କୌଣସି ବ୍ଯକ୍ତିର ନାମ ସେହି ବ୍ଯକ୍ତିର ବ୍ୟକ୍ତିତ୍ବ ଓ ସ୍ଵଭାବ ବିଷୟରେ ଦର୍ଶାଇ ଥାଏ । ବ୍ଯକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ସେହି ବ୍ୟକ୍ତି ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣଙ୍କ ନାମର ଅର୍ଥ ମଧ୍ୟ ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଏହି କାରଣରୁ ପ୍ରତ୍ୟେକ ବାପା ମା’ ତାଙ୍କ ପିଲାର ନାମ ବହୁତ ଭାବି ଚିନ୍ତି ରଖିଥାନ୍ତି । ଆଜି ମଧ୍ୟ ପିଲାଙ୍କର ନାମ ତାଙ୍କ ଜାତକ ଅନୁସାରେ ନିର୍ଦ୍ଧାରିତ କରାଯାଇଥାଏ ।

Image courtesy: Google

ଯଦି ଆପଣ ଜଣେ ଯୁବକ ଅଟନ୍ତି ତେବେ ଆପଣଙ୍କ ମନରେ ଏହି କଥା ତ ନିଶ୍ଚିତ ଆସିଥିବ କି ଆପଣଙ୍କ ବିବାହ ଯେଉଁ ଝିଅ ସହିତ ହେବ ସେହି ଝିଅର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି । ତେବେ ଚାଲନ୍ତୁ ଏହା ବିଷୟରେ ଜାଣିବା ।

୧. A ଅକ୍ଷର ନାମର ଲୋକ

Image courtesy: Google

ଯେଉଁ ବ୍ୟକ୍ତିଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହେବା ସହିତ ବହୁତ ଧୈର୍ଯ୍ୟବାନ ମଧ୍ୟ ହୋଇଥାନ୍ତି । କୁହାଯାଏ କି ଯଦି ଏହି ପୁଅମାନଙ୍କର ବିବାହ P ଓ K ଅକ୍ଷରର ଝିଅଙ୍କ ସହିତ ହୋଇଥାଏ ସେତେବେଳେ ଏମାନଙ୍କ ଯୋଡି ଦୁନିଆର ବେଷ୍ଟ ଯୋଡି ହୋଇଥାଏ ।

୨. B ଅକ୍ଷର ନାମର ଲୋକ

Image courtesy: Google

ଯେଉଁ ବ୍ୟକ୍ତିର ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବିଲକୁଲ ରୋମାଣ୍ଟିକ ହୋଇ ନଥାନ୍ତି । ଏହି ଲୋକଙ୍କର ବିବାହ ଯେଉଁ ଝିଅଙ୍କ ସହିତ ହୋଇଥାଏ ସେହି ଝିଅ ସରକାରୀ ଚାକିରି କରିଥାଏ । ଏହି ଲୋକଙ୍କ ଜୀବନରେ R ନାମର ଝିଅ ଆସିଥାଏ ।

୩. D ଅକ୍ଷର ନାମର ଲୋକ

Image courtesy: Google

ଯେଉଁ ଲୋକଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଲୋକମାନଙ୍କ ସହିତ ମିଶିବା, ସେମାନଙ୍କ ସହିତ କଥା ହେବା ଓ ନୂଆ ନୂଆ ସାଙ୍ଗ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏମିତି କୁହାଯାଏ କି ଯଦି ଆପଣଙ୍କୁ ଏହି ନାମର ବ୍ୟକ୍ତି ସହ ସମ୍ପର୍କ ରଖିବାର ସୁଯୋଗ ମିଳେ ତେବେ ଆପଣଙ୍କୁ ଏହା ହାତଛଡା କରିବା କଥା ନୁହେଁ । ଏମାନେ ନିଜ ପାର୍ଟନରଙ୍କର ଅଧିକ ଧ୍ୟାନ ରଖିବା ସହିତ ତାଙ୍କ ଆବଶ୍ୟକତାକୁ ଭଲ ଭାବରେ ଜାଣିଥାନ୍ତି । ଏହି ବ୍ୟକ୍ତିମାନଙ୍କ ଯୋଡି R ନାମକ ଝିଅ ମାନଙ୍କ ସହିତ ଭଲ ହୋଇଥାଏ ।

୪. H ନାମର ବ୍ୟକ୍ତି

Image courtesy: Google

ଯେଉଁ ବ୍ୟକ୍ତିମାନଙ୍କର ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପାର୍ଟନରଙ୍କର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ଏମାନଙ୍କ ବିବାହ K ଓ S ନାମର ଝିଅ ମାନଙ୍କ ସହିତ ଅଧିକାଂଶ ହୋଇଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।