80 ଦଶକର ଫେମସ ହିରୋଇନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ଵାମୀ ଓ ପିଲା

ବଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବଲିଉଡରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଚରିତ୍ର ଅଭିନୟ ଦୁନିଆରେ ଦେଖିବାକୁ ଯେପରି ହୋଇଥାଏ ସେହିପରି ବାସ୍ତବ ଜୀବନାରେ ଦେଖିବାକୁ ତାର ବିପରୀତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ବାସ୍ତବ ଜୀବନର କାହାଣୀ କିଛି ଅଲଗା ରହିଛି ।

“ନିତୁ ସିଂ”: ବଲିଉଡରେ ଅଭିନେତ୍ରୀ ନିତୁ ସିଂ ବହୁତ ବୋଲ୍ଡ ଓ ବିଯୁଟିଫୁଲ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ସେ ୧୯୮୬ରେ ଅଭିନେତା ରିଷି କପୁରଙ୍କ ସହ ବିବାହ କରିଥିଲେ । ତାଙ୍କର ଝିଅ ରିଦ୍ଦିମା କପୁର ଅଟନ୍ତି ଯିଏ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି । ତାଙ୍କର ପୁଅ ରନବୀର କପୁର ଅଟନ୍ତି ଯିଏ ବଲିଉଡର ଅଭିନେତା ଭାବେ ଅନେକ ବ୍ଲକ ବାଷ୍ଟର ଫିଲ୍ମ କରି ସାରିଛନ୍ତି ।

“ଡିମ୍ପଲ କପାଡିଆ” : ୮୦ ଶତକର ଲୋକପ୍ରିୟ ଅଭିନେତ୍ରୀ ଭାବେ ଡିମ୍ପଲ କପାଡିଆ ପରିଚିତ ଯିଏ ଅଭିନେତା ରାଜେଶ ଖନାଙ୍କ ସହ ୧୯୭୩ ରେ ଳଵ ମ୍ୟାରେଜ କରିଥିଲେ । ତାଙ୍କର ଦୁଇ ଝିଅ ଟ୍ଵିଙ୍କଲ ଖନା ଓ ଋଙ୍କି ଖନା ଅଟନ୍ତି । ଟ୍ଵିଙ୍କଲ ଖନା ବଲିଉଡର ଜଣେ ଅଭିନେତ୍ରୀ ଭାବେ ପରିଚିତ ଯିଏ ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୦୧ରେ ବିବାହ କରିଛନ୍ତି । ଋଙ୍କି ଖନା ୨୦୦୩ ରେ ବିଜନେସ ମ୍ୟାନ ସମୀର ସାରନଙ୍କ ସହ ବିବାହ କରିଛନ୍ତି ।

“ହେମା ମାଳିନୀ” : ବଲିଉଡର ଡ୍ରିମଗାର୍ଲ ଭାବେ ଅଭିନେତ୍ରୀ ହେମା ମାଳିନୀ ପରିଚିତ ଅଟନ୍ତି ଯିଏ ୧୯୯୦ରେ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ । ଦୁହିଙ୍କର ଝିଅ ଇଶା ଓ ଆହାନା ଅଟେ । ଈଶା ଦେୱାଲ ବଲିଉଡର ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ୨୦୧୨ରେ ବିଜନେସ ମ୍ୟାନ ଭରତଙ୍କ ସହ ବିବାହ କରିଛନ୍ତି । ଟଙ୍କା ଝିଅ ଆହାନା ଭରତନାଟ୍ୟମ ଡ୍ୟାନ୍ସର ଅଟନ୍ତି ଯିଏ ବିଜନେସ ମ୍ୟାନ ବୈଭବ ବୋରାଙ୍କ ସହ ବିବାହ କରିଛନ୍ତି ।

“ମିନାକ୍ଷୀ ସିଶାତ୍ରୀ” : “ଦାମିନୀ”, “ଘାୟଲ” ଆଦି ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ମିନାକ୍ଷୀ ସେଶାତ୍ରୀ ଯିଏ ହରିଶ ମହେସୁରଙ୍କ ସହ ୧୯୯୫ରେ ବିବାହ କରିଛନ୍ତି । ତାଙ୍କ ଝିଅର ନାଁ କ୍ଯାନ୍ଦ୍ରା ଓ ପୁଅର ନାଁ ଜୋସ ଅଟେ । ଯିଏ ତାଙ୍କ ପରିବାର ସହ ବେଶ ଖୁସିରେ ଅଛନ୍ତି ।

“ଜୟା ପ୍ରଦା”: “ତୋଫା” ଫିଲ୍ମର ଅଭିନେତ୍ରୀ ଭାବେ ଜୟା ପ୍ରଦା ଯିଏ ୧୯୮୬ରେ ଶ୍ରୀକାନ୍ତ ନାହାତାଙ୍କ ସହ ବିବାହ କରଥିଲେ । ଶ୍ରୀକାନ୍ତଙ୍କର ପ୍ରଥମରୁ ହିଁ ୩ଟି ସନ୍ତାନ ଥିବାରୁ ଜୟା ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । କିନ୍ତୁ ସେ ଗୋଟେ ପୁଅକୁ ଆଡପ୍ଟ କରିଥିଲେ ଯାହାଙ୍କ ନାଁ ଶିଦ୍ଧୂ ଅଟେ ଯିଏ ବର୍ତ୍ତମାନ ବିବାହ କରି ନିଜ ଲାଇଫରେ ଖୁସିରେ ଅଛନ୍ତି ।

“ରିନା ରଏ”: ବଲିଉଡର ଅଦାକରା ଭାବେ “ନାଗିନ” ଫିଲ୍ମର ଅଭିନେତ୍ରୀ ଭାବେ ରିନା ରଏ ପରିଚିତ ଅଟନ୍ତି ଯିଏ  ପାକିସ୍ତାନୀ କ୍ରିକେଟର ମୋହସିଲ ଖାନଙ୍କ ସହ ବିବାହ କରିଥିଲେ । ତାଙ୍କ ଝିଅ ମସସୱନ ଯିଏ ସ୍କୁଲରେ ଅଭିନୟ ଶିଖୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।