ନିଜ ଅନସ୍କ୍ରିନ ଭଉଣୀକୁ ହିଁ ହୃଦୟ ଦେଇ ବସିଲେ ଏହି 5 tv Actors, ଜଣେ ହିରୋଇନ ତ ହେଇଯାଇଥିଲେ ପ୍ରେଗନେଣ୍ଟ

ଟିଭି ପରଦାରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ କେତେକ ଷ୍ଟାରମାନେ ଭାଇ ଭଉଣୀର ଅଭିନୟ କରି ଟିଭି ଦୁନିଆର ସବୁଠୁ ଚର୍ଚିତ ଷ୍ଟାର ହୋଇଯାଇଛନ୍ତି ଓ ସେମାନେ ସମସ୍ତଙ୍କର ହୃଦୟ ବି ଜିତିଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ଭାଇ ଭଉଣୀଙ୍କ ଯୋଡି ମଧ୍ୟରୁ କେତେକ ଯୋଡି ନିଜର ଅସଲ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ହୋଇଯାଇଛନ୍ତି । ଭାଇ ଭଉଣୀର ସମ୍ପର୍କକୁ ଭଲ ପାଇବାରେ ବଦଳାଇ ଦେଇଛନ୍ତି ।

ଏମାନଙ୍କର ଯୋଡି ଟିଭି ପରଦାରେ ଲୋକମାନଙ୍କୁ ବହୁତ ପସନ୍ଦ ଲାଗିଥିଲା । ତେବେ ଆସନ୍ତୁ ସେହି ଷ୍ଟାରମାନଙ୍କ ବିଷୟରେ ଜାଣିବା ।

ଶିବିନ ନାରଂଗ ଓ ଦିଗାଂଗନା ସୂର୍ୟବଂଶୀ

ଶିବିନ ନାରଂଗ ଓ ଦିଗାଂଗନା ସୂର୍ୟବଂଶୀ ଟିଭି ପରଦାର ସିରିୟଲ ‘ଏକ ବୀର କୀ ଅରଦାସ…ବୀରା’ରେ ଭାଇ ଓ ଭଉଣୀର ଅଭିନୟ କରିଥଲେ । ଏହି ସିରିୟଲ ମଧ୍ୟରେ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଗଲା । ଏହା ପରେ ଦୁଇଜଣ ପରସ୍ପରକୁ ଡେଟ କରିବାକୁ ଲାଗିଲେ । କିନ୍ତୁ ବର୍ତ୍ତମାନ ଏହି ସମ୍ପର୍କ ଭାଙ୍ଗିଯାଇଛି । କିଛି ଦିନ ତଳେ ହିଁ ଖବର ଆସିଥିଲା କି ଦୁଇଜଣ ବ୍ରେକ ଅପ କରି ନେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ଦିଗାଂଗନା ସୂର୍ୟବଂଶୀଙ୍କ ନାମ ମହେଶ ଭଟ୍ଟଙ୍କ ସହ ବୀ ଯୋଡି ହୋଇସାରିଛି । ଅନ୍ୟ ପଟେ ଶିବିନ ନାରଂଗଙ୍କ ନାମ ବି ସିରିୟଲ ‘ବେହତ ୨’ର ଅଭିନେତ୍ରୀ ଜେନିଫର ୱିଂଗେଟ ସହ ଯୋଡି ହୋଇସାରିଛି ।

ରୋହନ ମେହେରା ଓ କାଞ୍ଚି ସିଂହ

ଟିଭି ପରଦାରେ ଆସୁଥିବା ସିରିୟଲ ‘ୟେ ରିସତା କ୍ୟା କେହେଲାତା ହେ’ ର ଫେମସ କଳାକାର ହେଉଛନ୍ତି ରୋହନ ମେହେରା ଓ କାଞ୍ଚି ସିଂହ । ଯିଏକି ଏହି ଶୋରେ ଭାଇ ଭଉଣୀର ଅଭିନୟ କରୁଥିଲେ । ଏହି ସିରିୟଲରେ ରୋହନ ନକ୍ଷର ଅଭିନୟ କରୁଥିବା ବେଳେ କାଞ୍ଚି ଗାୟୁର ଅଭିନୟ କରୁଥିଲେ । ରୋହନ ବିଗ ବସ ଯିବା ପୂର୍ବରୁ ସେ ନିଜର ଲଭ ଲାଇଫ ବିଷୟରେ କହିଥିଲେ । ରୋହନ କହିଥିଲେ କି କାଞ୍ଚି ସିଂହଙ୍କ ସହ ସେ ନିଜର ଭବିଷ୍ୟତ ଦେଖୁଛନ୍ତି ।

ଏହି ଯୋଡିକୁ ଲୋକମାନେ ଭାଇ ଭଉଣୀ ରୂପରେ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏଥିପାଇଁ ଶୋ ର ନିର୍ମାତାଙ୍କୁ ଏହି ସମ୍ପର୍କକୁ ସମସ୍ତଙ୍କ ଆଗରେ ଲୁଚେଇ ରଖିବା ପାଇଁ ବି କହିଥିଲେ । ଏହା ପରେ ରୋହଣ ଯେତେବେଳେ ଶୋ କୁ ଛାଡିଲେ ସେତେବେଳେ ସେ ଏହି ସମ୍ପର୍କ ବିଷୟରେ ସମସ୍ତଙ୍କୁ କହିଥିଲେ ।

ଚାରୂ ଅସୋପା ଓ ନୀରଜ ମାଲବୀୟ

ଟିଭି ପରଦାରେ ଆସୁଥିବା ସିରିୟଲ ‘ମେରେ ଅଂଗନେ ମେଂ’ ଫେମସ କଳାକାର ନୀରଜ ମାଲବୀୟ ଓ ଚାରୁ ଅସୋପା ଯିଏକି ସିରିୟଲରେ ଭାଇ ଭଉଣୀର ଅଭିନୟ କରୁଥିଲେ କିନ୍ତୁ ଅସଲ ଜୀବନରେ ସେମାନେ ପରସ୍ପରକୁ ଡେଟ କରୁଛନ୍ତି । ଦୁଇଜଣ ଭାଇ ଭଉଣୀର ଅଭିନୟ କରିବା ପୂର୍ବରୁ ବନ୍ଧୁ ଥିଲେ । ପୁଣି ଦୁଇଜଣ ଏକା ସହିତ କାମ କରୁ କରୁ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ସେମାନେ ଏହି ସମ୍ପର୍କକୁ ଆଗକୁ ନେଇ ଯାଇ ପାରିଲେ ନାହିଁ ।

ମୟଙ୍କ ଅରୋରା ଓ ରିୟା ଶର୍ମା

ମୟଙ୍କ ଅରୋରା ଓ ରିୟା ଶର୍ମା ସିରିୟଲ ‘ତୁ ସୁରୁଜ ମେଂ ସାଞ୍ଝ ପିୟାଜି’ରେ ଦୁଇଜଣ ହିଁ ଭାଇ ଭଉଣୀ ର ଅଭିନୟ କରିଥିଲେ । କିନ୍ତୁ ଶୋ ରେ କାମ କରୁ କରୁ ଦୁଇଜଣ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଦେଲେ । ଏହା ପରେ ତାଙ୍କର ଭଲ ପାଇବାର ଖବର ମିଡିଆ ଆଗରେ ବି ଆସିବାକୁ ଲାଗିଲା । ଦୁଇଜଣ ଆଜି ବି ରିଲେଶନସିପରେ ଅଛନ୍ତି । କୁହାଯାଉଛି କି ସେମାନେ ବିବାହ ବି କରି ପାରନ୍ତି ।

ଅଭିଷେକ ବର୍ମା ଓ ଅଦିତି ଭାଟିୟା

କହିବାକୁ ଗଲେ ଏମାନଙ୍କର ସମ୍ପର୍କକକୁ ସମସ୍ତେ ଜାଣିଛନ୍ତି । ଟିଭିର ଫେମସ ସୋ ‘ଇୟେ ହେ ମହବତେ’ ରେ ଅଭିଷେକ ଆଦିତ୍ୟ ଓ ଆଦିତି ରୁହିର ଭୂମିକାରେ ଭାଇ ଭଉଣୀର ଅଭିନୟ କରିଥିଲେ । କିନ୍ତୁ ସେମାନେ ଅସଲ ଜୀବନରେ ପରସ୍ପରକୁ ପ୍ରେମ କରୁଥିବାର ଦେଖାଯାଇଛନ୍ତି । ଏହା ଛଡା ସବୁବେଳେ ଏମାନଙ୍କୁ ଏକା ସାଙ୍ଗରେ ବୁଲିବାର ଦେଖା ଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।