୭୦ ଦଶକରେ bollywood ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ଏହି 5 ହିରୋଇନ ଆଜି ବହୁତ ବଦଳି ଯାଇଛନ୍ତି

କହିବାକୁ ଗଲେ ୭୦ ଦଶକୁ ବଲୀଉଡ ସିଲିଭର ଯୁବଳି ସମୟ କୁହାଯାଏ । କାରଣ ଏହି ସମୟରେ ହିଁ କେତେକ ଅଭିନେତ୍ରୀମାନେ ନିଜର ଦମଦାର ଅଭିନୟ ଦ୍ଵାରା ବଲୀଉଡ ଇଣ୍ଡଷ୍ଟ୍ରିକୁ ଏକ ଭିନ୍ନ ପରିଚୟ ଦେଇଥିଲେ ଓ ନିଜକୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ କରିଥିଲେ । କିନ୍ତୁ ୭୦ ଦଶକରେ ରାଜ କରୁଥିବା ଏହି ଅଭିନେତ୍ରୀମାନେ ଆଜି ଏତେ ବଦଳି ଯାଇଛନ୍ତି କି ଯାହାକୁ ଆପଣ ଦେଖି ଚିହ୍ନି ପାରିବେ ନାହିଁ ।

ଯଦି ଆପଣ ତାଙ୍କୁ ବର୍ତ୍ତମାନ ଦେଖିବେ ତେବେ ଆପଣ ବି କିଛି ସମୟ ପାଇଁ ଦ୍ଵନ୍ଦରେ ପଡିଯିବେ । ଏମିତିରେ ଆଜି ଆମେ ଆପଣଙ୍କୁ ୭୦ ଦଶକର କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଓ ବର୍ତ୍ତମାନ ସମୟର ତାଙ୍କର କିଛି ଫଟୋ ଆପଣଙ୍କ ସାମ୍ନାରେ ରଖିବୁ ।

ବୈଜୟନ୍ତୀ ମାଲା

୭୦ ଦଶକର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ ବୈଜୟନ୍ତୀ ମାଲା । ସେ ସେହି ସମୟରେ ବଲୀଉଡକୁ ବହୁତ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବୈଜୟନ୍ତୀ ମାଲା ୮୪ ବର୍ଷର ହୋଇ ଯାଇଛନ୍ତି ଓ ସେ ବହୁତ ବଦଳି ଯାଇଛନ୍ତି । କିଛି ବର୍ଷ ମଧ୍ୟରେ ପୂର୍ବ ଅପେକ୍ଷା ତାଙ୍କର ଲୁକ ବହୁତ ଅଜବ ହୋଇ ଯାଇଛି । ଯଦି ତାଙ୍କର ୭୦ ଦଶକ ସମୟର ଓ ବର୍ତ୍ତମାନର ଫଟୋ ଦେଖିବେ ତେବେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ ।

ଶର୍ମିଲା ଟୈଗୋର

୭୦ ଦଶକରେ ସୁନାର ଓ ଦମଦାର ଅଭିନେତ୍ରୀମାନଙ୍କ ମଧ୍ୟରେ ଶର୍ମିଲା ଟୈଗୋରଙ୍କ ନାମ ବି ସାମିଲ ଥିଲା । ଯିଏ ନିଜ ସମୟରେ ବଲୀଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଆଜି ସେ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଆଜି ବି ତାଙ୍କର ଚେହେରାରେ ପୂର୍ବ ଭଳି ଚମକ ନଜର ଆସିଥାଏ । ଆଜି ଶର୍ମିଲା ଟୈଗୋର ୭୫ ବର୍ଷର ହୋଇ ଯାଇଛନ୍ତି ଓ ପୂର୍ବ ଅପେକ୍ଷା ବର୍ତ୍ତମାନ ତାଙ୍କର ପର୍ସନାଲିଟିରେ ବହୁ ପରିବର୍ତ୍ତନ ଆସିଛି ।

ଜ଼ୀନତ ଅମାନ

ଜ଼ୀନତ ଅମାନ ୭୦ ଦଶକରେ ନିଜର ଅଭିନୟ ସହିତ ନିଜର ବୋଲ୍ଡ ଅନ୍ଦାଜ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଇ ଥିଲେ । ବର୍ତ୍ତମାନ ସମୟରେ ଜ଼ୀନତ ଅମାନ ୬୮ ବର୍ଷର ହୋଇ ଯାଇଛନ୍ତି ଓ ପୂର୍ବ ଅପେକ୍ଷା ତାଙ୍କ ମଧ୍ୟରେ ବହୁତ ଚେଞ୍ଜେସ ଆସି ଯାଇଛି । କିନ୍ତୁ ବୟସ ବଢିବା ସହିତ ସେ ଆହୁରି ବି ବୁଢୀ ଦେଖା ଯାଉଛନ୍ତି ।

ରାକ୍ଷୀ ଗୁଲଜାର

ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଓ ଅନ୍ୟ କେତେକ ଫିଲ୍ମରେ ମାର ଅଭିନୟ କରୁଥିବା ରାକ୍ଷୀ ଗୁଲଜାର ଆଜି ୭୩ ବର୍ଷର ହୋଇ ଯାଇଛନ୍ତି । ସେ ନିଜ ଜମାନାରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଲୁକରେ ବହୁତ ଚେଞ୍ଜେସ ଆସି ଯାଇଛି । ଆପଣ ବର୍ତ୍ତମାନ ସମୟରେ ତାଙ୍କୁ ଚିହ୍ନି ପାରିବେ ନାହିଁ ।

ମୁମତାଜ

ବଲୀଉଡ ୭୦ ଦଶକରେ ନିଜର ଚୂଳବୁଲି ଅନ୍ଦାଜ ଓ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ମୁମତାଜ ପୂର୍ବ ଅପେକ୍ଷା ଆଉ ସୁନ୍ଦର ଦେଖା ଯାଉ ନାହାନ୍ତି । ସେ ଆଗ ଅପେକ୍ଷା ବହୁତ ଚେଞ୍ଜ ହୋଇ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।