ଫେମସ ହେବା ପାଇଁ ବୋଲ୍ଡନେସର ସବୁ ସୀମାକୁ ପାର କରି ସାରିଛନ୍ତି ଟିଭିର ଏହି 5 ଜଣ ସଂସ୍କାରୀ ବୋହୁ, ନମ୍ବର 1 ତ ଲାଗନ୍ତି ସବୁଠୁ ଅଧିକ ହଟ

ଆଜି କାଲୀ ଘରେ ଘରେ ଟିଭି ସୋ ର ଦିବାନା ସମସ୍ତେ ଅଟନ୍ତି । ଏମିତିରେ ସମସ୍ତ ଟିଭି ଷ୍ଟାର ନିଜ ନିଜର ଭୂମିକା ପାଇଁ ଲୋକମାନଙ୍କ ମଧ୍ୟରେ ଫେମସ ଅଟନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଫେମସ ହୋଇଥାନ୍ତି ସେହିମାନେ ଯେଉଁ ମାନେ ଟିଭି ରେ ସାଧା ସିଧା ଶଙ୍କାରି ବୋହୁର ଚରିତ୍ରରେ ନଜର ଆସନ୍ତି । ଆପଣ ମାନେ ବି ଦେଖିଥିବେ ଏହି ଅଭିନେତ୍ରୀ ମାନଙ୍କୁ ଦେଖିଲେ ଲାଗେ ଏମାନେ ବହୁତ ସଂସ୍କାରୀ ଅଟନ୍ତି ।

କିନ୍ତୁ ଏମାନଙ୍କ ଆସାଲ ଜୀବନ କୁ ଦେଖିଲେ ଏମାନେ ବିଲକୁଲ ଅଲଗା ଅଟନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ୫ ଟି ବୋହୁ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଟିଭି ସିରିୟଲରେ ବହୁତ ସଂସ୍କାରୀ ହେଲେ ଅସଲ ଜୀବନରେ ବୋଲ୍ଡନେସର ସବୁ ସୀମାକୁ ପାର କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହିନ୍ଦୀ ଟେଲିଭିଜନର ବୋହୁ ମାନଙ୍କ ବିଷୟରେ ।

୧. ନିୟା ଶର୍ମା

ନିୟା ଶର୍ମା ପ୍ରଥମେ ପ୍ରଥମେ ଯେତେବେଳେ ସେ ଏହି ଟେଲିଭିଜନ ଦୁନିଆରେ ପାଦ ଦେଇଥିଲେ ସେତେବେଳେ ସେ ବହୁତ ସାଧାରଣ ଲୁକରେ ନଜର ଆସୁଥିଲେ, ହେଲେ ସେ ଯେତେ ଯେତେ ଉପରକୁ ଉଠିଲେ ସେତେ ସେତେ ନିଜ ବୋଲ୍ଡନେସର ସୀମାକୁ ପାର କରି ଚାଲିଲେ । ନିୟାଙ୍କର ଏହି ବୋଲ୍ଡନେସ ପାଇଁ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ।

୨. ଦେବୋଲିନା ଭଟାଚାର୍ୟ୍ୟ

ବିଗବସ ସିସନ ୧୩ ରେ ଦେବୋଲିନା ନଜର ଆସିଥିଲେ । ହେଲେ ଟେଲିଭିଜନରେ ସେ ବହୁତ ସଂସ୍କାରୀ ବୋହୁ ରୂପରେ ଭୂମିକା କରିଥିଲେ । କିନ୍ତୁ ଅସଲ ଜୀବନରେ ତାଙ୍କ ଲୁକ ପାଇଁ ତାଙ୍କ ଲୋକପ୍ରିୟତା ବହୁତ ଅଧିକ । ବୋଲ୍ଡନେସ କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

୩. ରୁବିନା ଦଲାଇକା

ବହୁତ ବର୍ଷ ହେବ ଟେଲିଭିଜନ ଦୁନିଆରେ ଅଭିନୟ କରୁଛନ୍ତି ରୁବିନା । ଟେଲିଭିଜନରେ ତାଙ୍କ ଭୂମିକା ବହୁତ ସାଧାରଣ ଥିଲା ହେଲେ ଅସଲ ଜୀବନରେ ସେ ବହୁତ ହଟ୍ ଏବଂ ଆକର୍ଷିତ ନଜର ଆସନ୍ତି । ସେ ନିଜର ଏହି ହଟ୍ ଫଟୋ ଗୁଡିକୁ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରନ୍ତି ।

୪. ଶ୍ରୀତି ଝା

ଆମ ଲିଷ୍ଟର ଶେଷ ନମ୍ବରରେ ଅଛନ୍ତି ଶ୍ରୀତି ଝା । ଆପଣ ମାନେ ସମସ୍ତେ ଶ୍ରୀତି ଝାଙ୍କୁ ଏକ ସଂସ୍କାରୀ ବୋହୁ ରୂପରେ ଟେଲିଭିଜନ ଦୁନିଆରେ ଦେଖିଥିବେ । ହେଲେ ଏହି ଅଭିନେତ୍ରୀ ଜଣକ ନିଜର ହଟ୍ ଲୁକ ପାଇଁ ମଧ୍ୟ ବହୁତ ଫେମସ ଅଟନ୍ତି ।

୫. ସାରା ଖାନ

ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାରା ଖାନ । ସାରା ଖାନ ‘ବିଦାଇ’ ସିରିୟଲରେ ସଂସ୍କାରୀ ବୋହୁ ରୂପେ ନଜର ଆସିଥିଲେ । ହେଲେ ସାରା ନିଜ ଅସଲ ଜୀବନରେ ବହୁତ ଅଧିକ ହଟ୍ ଅଟନ୍ତି । ଯଦି ସାରାଙ୍କ ଇଂଷ୍ଟାଗ୍ରାମ ଫଟୋ ଦେଖାଯାଏ ତେବେ, ତାଙ୍କର ଅଧିକ ଫଟୋ ବିକିନିର ଦେଖିବାକୁ ପାଇବେ । ନିଜର ବୋଲ୍ଡନେସ ପାଇଁ ସେ ବହୁତ ଚର୍ଚାରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।