ବିପାଶା ବସୁଙ୍କ ପୂର୍ବରୁ ଇଏ ଥିଲେ କରନ ସିଂହଙ୍କ ୱାଇଫ, ବିପାଶାଙ୍କ ଠାରୁ ଥିଲେ ବହୁତ ଗୁଣରେ ସୁନ୍ଦର: ଦେଖନ୍ତୁ ଫୋଟୋ

ଏହି କଥା ତ ଆପଣ ସମସ୍ତଙ୍କୁ ଜଣା ଥିବ କି ବିପାଶା ବସୁ କରନ ସିଂହ ଗ୍ରୋବରଙ୍କ ତୃତୀୟ ପତ୍ନୀ ଅଟନ୍ତି । ସେ ତିନିଟି ବିବାହ କରିଛନ୍ତି । କିନ୍ତୁ ଆମେ ଆଜି ତାଙ୍କର ପ୍ରଥମ ଓ ତୃତୀୟ ପତ୍ନୀ ନୁହେଁ, ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ବିଷୟରେ କଥା ହେବା । ପ୍ରକୃତରେ କରନ ସିଂହ ଗ୍ରୋବରଙ୍କର ଦ୍ଵିତୀୟ ସ୍ତ୍ରୀ ଏତେ ସୁନ୍ଦର କି ତାଙ୍କୁ ପ୍ରଥମ ଥର ଦେଖି କରନଙ୍କୁ ପ୍ରେମ ହୋଇ ଯାଇଥିଲା କିନ୍ତୁ ଦୁଇ ଜଣଙ୍କର ବିବାହ ଅଧିକ ଦିନ ଚାଲିଲା ନାହିଁ ଓ ଦୁଇ ଜଣଯାକ ଡିଭୋର୍ସ ନେଲେ । କୁହାଯାଉଛି କି ବିପାଶା ବସୁଙ୍କ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

ଜେନିଫର ୱିଙ୍ଗେଟ ବଲିଉଡ ଆକ୍ଟ୍ରେସ ବିପାଶା ବସୁଙ୍କ ପତି କରନ ସିଂହ ଗ୍ରୋବରଙ୍କର ଏକ୍ସୱାଇଫ ଅଟନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି କରନ ସିଂହ ଗ୍ରୋବରଙ୍କର ପ୍ରଥମ ପତ୍ନୀଙ୍କ ନାମ ଶ୍ରଦ୍ଧା ନିଗମ, ଦ୍ଵିତୀୟ ପତ୍ନୀଙ୍କ ନାମ ଜେନିଫର ୱିଙ୍ଗେଟ ଓ ତୃତୀୟ ପତ୍ନୀଙ୍କ ନାମ ବିପାଶା ବସୁ ଅଟେ । କରନଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଡିଭୋର୍ସ କେବଳ 10 ମାସରେ ହୋଇଗଲା ।

ତା ପରେ କରନ ସେହି ସମୟର ଫେମସ ଟିଭି ଆକ୍ଟ୍ରେସ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ଜଣଙ୍କ ବିବାହ ଅଧିକ ଦିନ ଚାଲିଲା ନାହିଁ ଓ ଡିଭୋର୍ସ ହୋଇଗଲା । କୁହାଯାଏ କି ବିପାଶା ବସୁଙ୍କ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

 

ଜେନିଫର ପ୍ରଥମ ଥର 2003 ରେ ପିଲାଙ୍କ ସିରିଏଲ “ସାକା ଲାକା ବୁମ ବୁମ” ରୁ ଟିଭିରେ ନଜର ଆସିଥିଲେ । ଏହି ସିରିଏଲରେ ସେ ପିୟା ଚରିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ତାଙ୍କ ବୟସ 12 ବର୍ଷ ଥିଲା ।

ଏହା ପରେ ଜେନିଫର ‘କସୋଟୀ ଜିନ୍ଦେଗୀ କି’ ,’ଦିଲ ମିଲ ଗୟେ’, ‘କୁସୁମ’, କହିଁ ତୋ ହୋଗା’ ଓ ‘କ୍ୟା ହୋଗା ନିମୋ କା’ ଭଳି ବହୁତ ଟିଭି ସିରିଏଲରେ କାମ କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ଜେନିଫର ସିରିଏଲ ‘ସରସ୍ଵତୀଚନ୍ଦ୍ର’ ରେ କୁମୁଦ ଚରିତ୍ର ପାଇଁ ଇଣ୍ଡିଆନ ଟେଲିଭିଜନ ଏକାଡେମି ତରଫରୁ ବେଷ୍ଟ ଆକ୍ଟ୍ରେସର ଆୱାର୍ଡ ଜିତିସାରିଛନ୍ତି । ଜେନିଫର “ରାଜା କି ଆଏଗି ବାରାତ” , “ରାଜା କୋ ରାଣୀ ସେ ପ୍ୟାର ହୋ ଗୟା” ଓ “କୁଛ ନା କହୋ” ଭଳି ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ।