Madhuri Dixitଙ୍କ ସହିତ ଡାନ୍ସ କରୁଥିବା ସମୟରେ ଆଉଟ ଅଫ କଣ୍ଟ୍ରୋଲ ହେଲେ Emraan Hashmi, ଭାଇରାଲ ହେଲା ଭିଡିଓ

ବଲୀଉଡର ଧକ ଧକ ଗର୍ଲ ନାମରେ ପରିଚିତ ମାଧୁରୀ ଦୀକ୍ଷିତ ବର୍ତ୍ତମାନ ୫୩ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ତାଙ୍କର ବୟସର ଝଲକ ତାଙ୍କର ଚେହେରାରେ ଆଜି ପର୍ଯ୍ୟନ୍ତ ନଜର ଆସି ନାହିଁ । ମାଧୁରୀ ଦୀକ୍ଷିତ ଆଜି ବି ଯଦି ସ୍ଟେଜ ଉପରେ ନିଜର ଡାନ୍ସର ଜଳୱା ଦେଖାଇବେ ତେବେ ଭଲ ଭଲ ଅଭିନେତା ବି ତାଙ୍କ ଆଗରେ ଫେଲ ହୋଇଯିବେ । ମାଧୁରୀ ଦୀକ୍ଷିତଙ୍କ ଚେହେରା ହାବଭାବ ଓ ତାଙ୍କର ଡାନ୍ସ ଆଜି ବି ବହୁତ ଫେମସ ଅଟେ ।

ଏହା ସହିତ ବର୍ତ୍ତମାନ ସମୟରେ ମାଧୁରୀ ଦୀକ୍ଷିତଙ୍କସହ ଜଡିତ ବହୁତ ଭିଡିଓ ବି ଭାଇରାଲ ହେଉଛି । ସର୍ବେ ପ୍ରଥମେ ମାଧୁରୀ ଦୀକ୍ଷିତଙ୍କ ଏହି ପୁରୁଣା ଭିଡିଓ ବିଷୟରେ କହି ଦେଉଛୁ ।

ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସମସ୍ତଙ୍କର ଧ୍ୟାନ ବି ନିଜ ଆଡକୁ ଆକର୍ଷିତ କରୁଛି । ଏହି ଭିଡିଓରେ ଡାନ୍ସର କୁଇନ ମାଧୁରୀ ଦୀକ୍ଷିତ ବଲୀଉଡର ସିରିୟସ କିସର କୁହାଯାଉଥିବା ଅଭିନେତା ଇମରାନ ହାସମୀଙ୍କ ସହିତ ରୋମାଣ୍ଟିକ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଆପଣ ଦେଖି ପାରିବେ କି ମାଧୁରୀ ଦୀକ୍ଷିତ ଓ ଇମରାନ ହାସମୀଙ୍କ ଅନ୍ଦାଜ ଓ ରୋମାନ୍ସ ଦେଖିବା ଯୋଗ୍ୟ ଅଟେ ।

ଏହା ଛଡା ମାଧୁରୀ ଦୀକ୍ଷିତ ଓ ଇମରାନ ହାସମୀଙ୍କ ଡାନ୍ସ ଦେଖି କରଣ ଜୋହାର ବି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ମାଧୁରୀ ଦୀକ୍ଷିତ ଇମରାନ ହାସମୀଙ୍କ ଏହି ଭିଡିଓ ମୋସ୍ଟ ପପୁଲାର ଡାନ୍ସ ରିୟାଲିଟି ଶୋ ଝଲକ ଦିଖଲା ଯା ସେଟର ଅଟେ । ଯେଉଁଠି ଦୁଇ ଜଣ ହିଁ ଜବରଦସ୍ତ ଅନ୍ଦାଜରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ମାଧୁରୀ ଦୀକ୍ଷିତ ଡାନ୍ସ ସହିତ ତାଙ୍କର ଚେହେରାର ହାବଭାବ ବି ବହୁତ ପ୍ରଶଂସନୀୟ ଯୋଗ୍ୟ ଅଟେ ।

ଏହି ଭିଡିଓରେ ଯେଉଁଠି ମାଧୁରୀ ଦୀକ୍ଷିତ ହଳଦିଆ ଶାଢୀରେ ନଜର ଆସୁଛନ୍ତି ତେବେ ଅନ୍ୟ ପଟେ ଇମରାନ ହାସମୀ ଡେନିମ ସାର୍ଟ ଓ ଜୀନ୍ସରେ ନଜର ଆସୁଛନ୍ତି । ଯଦି ମାଧୁରୀ ଦୀକ୍ଷିତଙ୍କ କାମ ବିଷୟରେ କହିବା ତେବେ ସେ ବହୁତ ଜଲ୍ଦି କଛି ରିୟାଲିଟି ଶୋରେ ଜଜ ରୂପରେ ନଜର ଆସିବେ । ଏହା ଛଡା ବି ଆସନ୍ତା ସମୟରେ ମାଧୁରୀ ଦୀକ୍ଷିତ ଅନ୍ୟ କିଛି ବଡ ପ୍ରୋଜେକ୍ଟରେ ବି ନଜର ଆସି ପାରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।