ଏହି କାରଣରୁ ନିଜ ବଡ଼ ଝିଅ ପୁଜାଙ୍କୁ ବାହା ହେବାକୁ ଚାହୁଁଥିଲେ Mahesh Bhatt, ଝିଅ ସହ କରି ସାରିଛନ୍ତି ଲିପ ଲକ

ବଲିଉଡରେ ସବୁବେଳେ କିଛି ନା କିଛି ଖବର ପାଇଁ ଫିଲ୍ମ ଦୁନିଆର ଲୋକେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, କେବେ କେବେ କିଛି ଏମିତି କଥା ଶୁଣିବାକୁ ମିଳେ ଯାହାକୁ ଶୁଣିଲେ ବିଶ୍ଵାସ କରିବା ବି କଷ୍ଟ ହୋଇଥାଏ ଓ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ, ଏମିତି ଆଗରୁ ବହୁତ୍ ଥର ହେଇଛି କି ଯେତେବେଳେ ଏହି କଳାକାର ମାନଙ୍କ ଅସଲ କାହାଣୀ ସାମନାଙ୍କୁ ଆସିଛି ଯାହାକୁ ଲୋକମାନେ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୁଣି ଥରେ ଏମିତି ଗୋଟେ କାହାଣୀ ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଏହି କାହାଣୀ ଗୋଟେ ବାପାର, ଯିଏ ନିଜ ଝିଅ ସହିତ ହିଁ ବିବାହ କରିବାକୁ ଚାହୁଁଥିଲେ ।

ଆଜ୍ଞା ହଁ, ବଲିଉଡର ଫେମସ ଭଟ୍ଟ ପରିବାରର ଅଟେ ଏହି କାହାଣୀ, ମହେଶ ଭଟ୍ଟଙ୍କୁ ନିଜ କାମ ପାଇଁ ଫିଲ୍ମ ଫେୟାର ର ଆୱାର୍ଡ ମଧ୍ୟ ମିଳି ସାରିଛି ଓ ବଲିଉଡରେ ସବୁଠୁ ସଫଳ ଓ ଫେମଶ ନିର୍ଦେଶକ ମଧ୍ୟରେ ମହେଶ ଭଟ୍ଟଙ୍କୁ ଗଣାଯାଏ ଓ ଏହି କଥା ସେ ତାଙ୍କ ଫିଲ୍ମ ଜରିଆରେ ଦେଖେଇ ଥାଆନ୍ତି, କିନ୍ତୁ କହି ଦେଉଛୁ କି ମହେଶ ଭଟ୍ଟ ତାଙ୍କର ଏହି ରୁପ ବ୍ୟତୀତ ବହୁତ ରଙ୍ଗୀନ ମିଜାଜ ର ବୋଲି ଜଣା ଯାଆନ୍ତି, ନିଜର ଏହି ଅନ୍ଦାଜ କାରଣରୁ ସେ କେତେଥର ମିଡ଼ିଆ ଓ ଦେଶ ସାମ୍ନାରେ ଲଜିତ ହେବାକୁ ପଡ଼ିଥିଲା ।

ଝିଅ ସହିତ ଲିପ ଲକ କରିଥିଲେ, ଏହି କଥା ସେହି ସମୟର ଅଟେ ଯେତେବେଳେ ଗୋଟେ ମାଗାଜିନ କଭର ଉପରେ ମହେଶ ଭଟ୍ଟ ଓ ତାଙ୍କର ଝିଅ ପୁଜା ଭଟ୍ଟଙ୍କ ଫଟୋ ଆସିଥିଲା, ଯେଉଁଥିରେ ନିଜର ଝିଅ ପୁଜା ଭଟ୍ଟଙ୍କ ସହିତ ମହେଶ ଭଟ୍ଟ ଲିପଲକ କରିବାର ନଜର ଆସିଥିଲେ,

ବାସ ତା ପରେ ଆଉ କଣ ଥିଲା, ଯେମିତି ହିଁ ଏହି ଫଟୋ ଲୋକଙ୍କ ପାଖରେ ପହଞ୍ଚିଲା, ବଲିଉଡ ସହିତ ମହେଶ ଭଟ୍ଟଙ୍କ ଜୀବନରେ ଝଡ଼ ଆସିଲା, ସଙ୍ଗେ ସଙ୍ଗେ ଏହି କଥା ସବୁ ମିଡିଆରେ ଚର୍ଚ୍ଚା ହେଲା ଓ ମହେଶ ଭଟ୍ଟଙ୍କୁ ଏହି କାରଣରୁ ବହୁତ ଲଜିତ ହେବାକୁ ପଡ଼ିଥିଲା, କଥା ଏତେ ବଢ଼ିଗଲା କି ପରେ ଏହି କଥାକୁ ନେଇ ବିବାଦ ସୃଷ୍ଟି ହେଲା ।

ଝିଅ ନ ହେଇଥିଲେ ବିବାହ କରି ନେଇଥାନ୍ତି

ଦିନକୁ ଦିନ ବିବାଦ ଏତେ ବଢ଼ିବାକୁ ଲାଗିଲା କି ଏହାକୁ ଶେଷ କରିବା ପାଇଁ ମହେଶ ପ୍ରେସ କଂଫରେନ୍ସ ଡାକିଥିଲେ, ଯେଉଁଥିରେ ସେ ନିଜ ସମସ୍ଯା ବିଷୟରେ କହିଲେ, ଓ ସେ କହିଲେ କି ଯଦି ପୂଜା ମୋ ଝିଅ ନ ହୋଇନଥାନ୍ତା ତେବେ ମୁଁ ତାକୁ ହେଇ ଯାଇଥାନ୍ତି, ମହେଶ ଭଟ୍ଟଙ୍କ ଏହିକଥା ଶୁଣିବା ମାତ୍ରେ ଲିପଲକର ବିବାଦ ଏଲ ଅଲଗା ମୋଡ ନେଲା । ଏହି ବିବାଦ ମହେଶ ଭଟ୍ଟଙ୍କ ବିବାହ କରିବା କଥାକୁ ନେଇ ଆହୁରି ବଢ଼ିଗଲା ।

ଡିପ୍ରେଶନକୁ ଚାଲିଗଲେ

ମହେଶ ଭଟ୍ଟଙ୍କ ଉପରେ ଏହି ଘଟଣା ର ଏତେ ପ୍ରଭାବ ପଡିଲା କି ସେ ଧୀରେ ଧୀରେ ଡିପ୍ରେଶନକୁ ଚାଲିଗଲେ, ପରେ ମହେଶ ଭଟ୍ଟ ମିଡିଆରେ କହିଲେ କି ସେ ବହୁତ ବିବାଦରେ ରହୁଛନ୍ତି ଓ ଏହି କାରଣରୁ ସେ ବହୁତ ଡିପ୍ରେଶନରରେ ଅଛନ୍ତି, ଏହା ସେହି କାରଣ ଥିଲା ଯେଉଁଥିପାଇଁ ଏହି ପ୍ରକାରର କଥା କହିଥିଲେ, ଯାହା ପରେ ତାଙ୍କ ଜୀବନରେ ଏହି ଝଡ଼ ଆରମ୍ଭ ହୋଇଥିଲା, ସେ କହିଲେ କି ଏହି ଏହି କାରଣରୁ ତାଙ୍କୁ ବହୁତ୍ କିଛି ସହିବାକୁ ପଡ଼ିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।