ସଂଗୀତା ନୁହେଁ ବରଂ ସମସ୍ତେ ଭୁଲିଯାଇଥିବା ଏହି ହିରୋଇନ ଥିଲେ Salman ଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ, ଯିଏ ଆଜି ବିତାଉଛନ୍ତି ଏକ ଗୁମନାମ ର ଜୀବନ

ଆଜି ଫିଲ୍ମ ଜଗତର ଏକ ଜଣାଶୁଣା ନାମ ଅଟନ୍ତି ସଲମାନ ଖାନ ଯିଏ ବଲୀଉଡରେ ଦବଙ୍ଗ ଖାନ ଓ ସୁଲ୍ତାନ ନାମରେ ବି ଜଣା ଯାଆନ୍ତି । ବଲୀଉଡ ଇଣ୍ଡଷ୍ଟ୍ରିର ସବୁଠୁ ବଡ ସୁପରଷ୍ଟାର ଅଟନ୍ତି ଆଜି ସଲମାନ ଖାନ । କେବଳ ତାଙ୍କ ପାଇଁ ହିଁ ତାଙ୍କର ଫିଲ୍ମ ଗୁଡିକ ବକ୍ସ ଅଫିସରେ ସୁପର ହିଟ ହୋଇଯାଏ । ତାଙ୍କର ଫିଲ୍ମ ଦେଖିବା ପାଇଁ ଦର୍ଶକ ଯେପରି ପାଗଳ ହେଇଯାନ୍ତି । ବଲିଉଡରେ ସଲମାନ ବର୍ତ୍ତମାନ ସୁଧା ବହୁତ ଫିଲ୍ମ କରି ସାରିଛନ୍ତି ଓ ସେ ଇଣ୍ଡଷ୍ଟ୍ରିର ପ୍ରାୟତଃ ଅଭିନେତ୍ରୀଙ୍କ ସହ କାମ କରିସାରିଛନ୍ତି ।

ଆଜି ସୁଧା ବହୁତ ଅଭିନେତ୍ରୀଙ୍କ ସହ ସଲମାନ ଖାନଙ୍କ ନାମ ମଧ୍ୟ ଯୋଡା ଯାଇ ସାରିଛି । କିନ୍ତୁ ଆଜି ଆମେ ଜାଣିବା ତାଙ୍କର ପ୍ରଥମ ପ୍ରେମିକାଙ୍କ ବିଷୟରେ କିଛି ଖାସ କଥା । ଶାହୀନ ବାନୋ ସଲମାନ ଖାନଙ୍କର ପ୍ରଥମ ପ୍ରେମିକା ଥିଲେ ।

ବର୍ତ୍ତମାନ ସମୟରେ ଶାହୀନ ବାନୋ ବହୁତ ବଦଳି ଯାଇଛନ୍ତି ଯାହାଙ୍କୁ ଏବେ ଯଦି ଆପଣ ଦେଖିବେ ତେବେ ତାଙ୍କୁ ଚିହ୍ନି ବି ପାରିବେ ନାହିଁ । କାରଣ ଯେଉଁ ସମୟରେ ଶାହୀନ ବାନୋ ଓ ସଲମାନ ଖାନଙ୍କ ଅଫେୟାର ଚାଲିଥିଲା ସେହି ସମୟରେ ଶାହୀନ ବାନୋ ବହୁତ ୟଙ୍ଗ ଥିଲେ ।

ଫିଲ୍ମ ‘ଆଈ ମିଲନ କି ରାତ’ରୁ ଶାହୀନ ବାନୋ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହେଲା । ଏହା ପରେ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ ଶାହୀନ ବାନୋ । ଆପଣଙ୍କୁ କହି ଦେଉଛୁ କି ଦର୍ଶକମାନେ ଶାହୀନ ବାନୋଙ୍କ ଅଭିନୟକୁ କିଛି ଖାସ ପସନ୍ଦ କରୁ ନ ଥିଲେ କିନ୍ତୁ ସେହି ସମୟରେ ସଲମାନ ଖାନଙ୍କ ସହିତ ତାଙ୍କର ଅଫେୟର ବହୁତ ଚର୍ଚାର ବିଷୟ ହୋଇଥିଲା ।

କହିବାକୁ ଗଲେ ସଲମାନ ଖାନ ଓ ଶାହୀନ ବାନୋ ଗୋଟିଏ ହିଁ କଲେଜରେ ପଢୁଥିଲେ ଓ ଦୁଇ ଜଣ ଭଲ ବନ୍ଧୁ ବି ଥିଲେ, ପରସ୍ପରକୁ ଭଲ ବି ପାଉଥିଲେ । କିଛି ଦିନ ପରେ କୌଣସି ପରିବାର କୌଣସି ସମସ୍ଯା ପାଇଁ ଦୁଇ ଜଣଙ୍କର ବ୍ରେକଅପ ଖବର ସାମନାକୁ ଆସିଲା ଓ ଏହା ପରେ ଶାହୀନ ବାନୋଙ୍କ ପରିବାର ଲୋକମାନେ ତାଙ୍କର ବିବାହ ଅନ୍ୟ ଏକ ସ୍ଥାନରେ କରିଦେଲେ ।

ଅନ୍ୟ ପଟେ ସଲମାନ ଖାନ ନିଜର ଫିଲ୍ମି କ୍ୟାରିୟରକୁ ନେଇ ବ୍ୟସ୍ତ ହୋଇଗଲେ । ଆଜି ଏତେ ବର୍ଷ ପରେ ଯେଉଁଠି ସଲମାନ ଖାନ ଯବାନ ଓ ହ୍ୟାଣ୍ଡସମ ନଜର ଆସୁଛନ୍ତି ତେବେ ଅନ୍ୟ ପଟେ ତାଙ୍କର ପ୍ରଥମ ଗର୍ଲଫ୍ରେନ୍ଡ ଶାହୀନ ବାନୋ ବହୁତ ମୋଟି ଓ ବୁଢୀ ହୋଇ ଯାଇଛନ୍ତି । ଯାହାଙ୍କୁ ସଲମାନ ଖାନ ବି ଚିହ୍ନି ପାରିବେ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।