ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ର ନକ୍ସ ର ପତ୍ନୀ ତାରା, ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ପୁରା ବିଶ୍ୱ ରେ ନିଜର ଧମାଲ ମଚାଇ ରଖିଛନ୍ତି । ସେହିପରି ଭାରତ ରେ ଛୋଟ ପରଦାରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ନିଜର ଖୁବ ଧମାଲ ମଚଉଛନ୍ତି । ଏପରି କିଛି ଅଭିନେତା କିମ୍ବା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଚମତ୍କାର ଅଭିନୟ ଦ୍ୱାରା ଦର୍ଶକ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଧାରାବାହିକ “ୟେ ରିସ୍ତା କ୍ୟା କେହେଲାତା ହେ” ବହୁତ ଲମ୍ବା ସମୟ ଧରି ଚାଲିଆସୁଛି ।

ଏହି ଧାରାବାହିକ ୧୨ ଜାନୁଆରୀ ୨୦୦୨ ରେ ଆରମ୍ଭ ହୋଇଥିଲା । ଏହି ଧାରାବାହିକ ରେ ପ୍ରାୟ ୩୨୦୦ ରୁ ବି ବହୁତ ଏପିଷୋଡ଼ ଟିଭି ରେ ପ୍ରଦର୍ଶିତ କରିସାରିଛି । ଯଦି ଆପଣ ବି ଏହି ସିରିଏଲ କୁ ଦେଖିଛନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଦେଖନ୍ତୁ ।

ଆପଣଙ୍କୁ ଜଣାଇଦବାକୁ ଚାହୁଁଛୁ ଯେ ଏହି ଧାରାବାହିକ ର ପ୍ରତି ଟି ଭୂମିକା ବହୁତ ଲୋକ ପ୍ରସିଦ୍ଧ ଅଟନ୍ତି । ଆଜି ଆମେ ଆପଣଙ୍କୁ ନକ୍ସ ଙ୍କର ପତ୍ନୀ ତାରା ଙ୍କ ବିଷୟରେ ଜଣେଇବୁ । ଯିଏ କି ଏବେ ପ୍ରକୃତ ଜୀବନରେ ଆହୁରି ବହୁତ ଷ୍ଟାଇଲିସ , ଏବଂ ସ୍ମାର୍ଟ ଦେଖାଯାଉଛନ୍ତି । ଧାରାବାହିକ ରେ ତାରା ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କର ପ୍ରକୃତ ନାମ ହେଲା ଉମଙ୍ଗ ଜେଠ । ବନ୍ଧୁଗଣ ଉମଙ୍ଗ ଜେଠ ଙ୍କର ଜନ୍ମ ୮ ଜାନୁଆରୀ ୧୯୯୦ ମସିହାରେ କର୍ଣ୍ଣାଟକ ରେ ହୋଇଥିଲା ।

ଉମଙ୍ଗ ଜେଠ ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ଅଟନ୍ତି । ସିଏ ତାଙ୍କର ଭବିଷ୍ୟତ ୨୦୦୨ ମସିହାରେ ଧାରାବାହିକ “ଜୁସ ଥ ଜୁନ” ରୁ ଆରମ୍ଭ ହୋଇଥିଲା । ଉମଙ୍ଗ ଜେଠ ବର୍ତ୍ତମାନ ବହୁତ ଧାରାବାହିକ ଏବଂ ଟିଭି ରେ ଅଭିନୟ କରିସାରିଛନ୍ତି । ତା ଛଡା ଉମଙ୍ଗ ଜେଠ ତିନୋଟି ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିସାରିଛନ୍ତି । ଟିଭି ରେ ତାଙ୍କର ପ୍ରସିଦ୍ଧ ଅଭିନୟ ହେଉଛି ଗୌରୀ ଦେବୀ ଙ୍କର । ଯାହା ଧାରାବାହିକ “ମହାରକ୍ଷକ ମହାଦେବୀ” ରୁ ଆରମ୍ଭ କରିଥିଲେ ।

ଅଭିନେତ୍ରୀ ତାରା ବା ଉମଙ୍ଗ ଜେଠ ପ୍ରକୃତ ଜୀବନରେ ବହୁତ ସୁନ୍ଦର ଏବଂ ସ୍ମାର୍ଟ ଦେଖାଯାଇଥାନ୍ତି । ନିଜର ହଟ ଲୁକ ଓ ଷ୍ଟାଇଲ ପାଇଁ ସେ ବହୁତ ପରିଚିତ ଅଟନ୍ତି । ଉମଙ୍ଗ ଜେଠ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ ରହିଥାନ୍ତି ସେ ପ୍ରତିଦିନ ନିଜର କିଛି ନା କିଛି ଫୋଟୋ ପୋଷ୍ଟ କରିଥାନ୍ତି । ତାଙ୍କର ଇନଷ୍ଟାଗ୍ରାମ ରେ ୭୧ ହଜାର ରୁ ବେସି ଲୋକପ୍ରିୟତା ମିଳିଛି । କିନ୍ତୁ ତାଙ୍କ ପରିବାର ବିଷୟରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କୌଣସି ବି ଅତା ପତା ଠିକଣା ନାହିଁ ।

ଏମିତିରେ ଆପଣଙ୍କୁ “ୟେ ରିସ୍ତା କ୍ୟା କେହେଲାତା” ହେ ଧାରାବାହିକ ରେ କାହାର ଅଭିନୟ ଏବଂ ଭୂମିକା ବେସି ପସନ୍ଦ ଆସିଥିଲା । ଆପଣ ନିଶ୍ଚିତ ଭାବରେ ଆମକୁ ଜଣାଇବେ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।