ରେଖାଙ୍କ ସହିତ ଗାଧେଇବା ପାଇଁ ଯେତେବେଳେ ଜିଦ୍ ଧରି ବସିଲେ ଏହି ପ୍ରସିଦ୍ଧ ଅଭିନେତା ଜଣକ, ତା ପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେଇଯିବେ

ଇନ ଆଖୋଂ କୀ ମସ୍ତୀ କେ ମସ୍ତାନେ ହଜାରୋଂ ହୈଂ…. ଏହି ଗୀତକୁ କେହି ବି ଭୁଲି ନାହାଁନ୍ତି । ବଲୀଉଡର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କର ଏହି ଗୀତ ଆଜି ବି ସମସ୍ତଙ୍କ ମୁହଁରେ ଅଛି । କହିବାକୁ ଗଲେ ସମସ୍ତେ ତାଙ୍କ ସୁନ୍ଦରତାର ଦିବାନା ଅଟନ୍ତି । କୁହନ୍ତି କି ବୟସ ବଢିବା ସହିତ ସୁନ୍ଦରତା କମ ହୋଇଥାଏ ପରନ୍ତୁ ରେଖାଙ୍କ ପାଇଁ ଏହା ଓଲଟା ଅଟେ । ବୟସ ବଢିବା ସହିତ ତାଙ୍କର ସୁନ୍ଦରତା ଆହୁରି ବଢିବାକୁ ଲାଗିଛି ।

ସେ ଆଜି ବି ବହୁତ ସୁନ୍ଦର ଦେଖା ଯାଆନ୍ତି । ଏମିତିରେ ତାଙ୍କ ସହିତ ବହୁତ ଘଟଣା ଘଟିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବାକ୍ୟା ବିଷୟରେ କହିବାକୁ ଯାଉଛୁ  ଯାହାକୁ ଶୁଣିଲା ପରେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ ।

କହିବାକୁ ଗଲେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି କିନ୍ତୁ ତାଙ୍କର ଏମିତି ଜଣେ ଦିବାନା ରହିଛନ୍ତି, ଯିଏକି ତାଙ୍କ ସହିତ ଗାଧୋଇବା କରିବା ପାଇଁ ଜିଦି ଧରି ବସିଥିଲେ ।

ସେ ବ୍ୟକ୍ତି ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲୀଉଡର ଜଣେ ଜଣାଶୁଣା ଅଭିନେତା ବିନୋଦ ମେହରା । ଆପଣଙ୍କୁ କହିଦେଉଛୁ କି ରେଖା ଓ ବିନୋଦ ମେହରା ଏକା ସହିତ ବହୁତ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।  ଥରେ ରେଖା ଓ ବିନୋଦ ମେହରା ଫିଲ୍ମ ‘ଘର’ର ଶୁଟିଙ୍ଗ କରୁଥିଲେ ।

ଏହି ଫିଲ୍ମର ସ୍କ୍ରିପ୍ଟ ଅନୁସାରେ ଏକ ଗୀତରେ ଗାଧୋଇବାର ସିନ ଥିଲା । ଯେଉଁଥିରେ ରେଖା ଗାଧୋଇବା ପାଇଁ ବାଥରୁମ ଯାଉଥିଲେ । କିନ୍ତୁ ତାଙ୍କର ବାଥରୁମ ଯିବା ପୂର୍ବରୁ ବିନୋଦ ମେହରା ଗାଧୋଇବା ପାଇଁ ବାଥରୁମକୁ ଚାଲିଗଲେ ।

ଏହା ପରେ ରେଖା ଯେତେବେଳେ ବାଥରୁମ ଭିତରକୁ ଯାଇ ନିଜର ଡ୍ରେସ ଖୋଲିବାକୁ ଲାଗନ୍ତି ତେବେ ତାଙ୍କର ନଜର ବିନୋଦ ମେହରାଙ୍କ ଉପରେ ପଡିଗଲା । ଏହା ପରେ ରେଖା ପାଟି କରିଲେ ଓ ତାଙ୍କୁ ବାଥରୁମରୁ ଯିବାକୁ କହିଲେ । କହିବାକୁ ଗଲେ ଏହା ଗୋଟିଏ ଫିଲ୍ମର ସିନ ଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରେଖା ଓ ବିନୋଦ ମେହରାଙ୍କର ବାସ୍ତବରେ ପରସ୍ପରଙ୍କ ମଧ୍ୟରେ ଅଫେୟାର ଚାଲିଥିଲା ଓ ସେମାନେ ବିବାହ କରିବା ପାଇଁ ମଧ୍ୟ ନିଷ୍ପତି ନେଇ ଯାଇଥିଲେ ।

କିନ୍ତୁ ବିନୋଦ ମେହରାଙ୍କର ମା ଏହି ସମ୍ପର୍କକୁ ଅନୁମତି ଦେଲେ ନାହିଁ । ଏହି କଥାରେ ଚିନ୍ତିତ ହୋଇ ରେଖା ଥରେ ବିଷ ବି ଖାଇ ଦେଇଥିଲେ । ଯାହା ପରେ ବହୁତ ହଙ୍ଗାମା ବି ହୋଇଥିଲା ।

କିଛି ଲୋକମାନଙ୍କର କହିବା ଅଟେ କି ବିନୋଦ ମେହରା ନିଜ ମା’ଙ୍କ ଠାରୁ ଲୁଚିକରି ରେଖା ସହ ବିବାହ ବି କରିଥିଲେ । କିନ୍ତୁ ସେ ଏହି କଥାକୁ ଦୁନିଆ ନଜରରୁ ଲୁଚାଇ ରଖିଥିଲେ । କହିବାକୁ ଗଲେ ବିନୋଦ ମେହରା ବଲୀଉଡର ଜଣେ ଜଣା ଶୁଣା ଅଭିନେତା ଥିଲେ । କିନ୍ତୁ ମାତ୍ର ୪୫ ବର୍ଷ ବୟସରେ ତାଙ୍କର ମୁର୍ତ୍ୟୁ ହୋଇଗଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।