ଏହି ବଲିଉଡ୍ ଅଭିନେତାମାନେ ଯଦି ଝିଅ ହୋଇଥାନ୍ତେ ତେବେ ଏହିପରି ଦେଖା ଯାଇଥାନ୍ତେ, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆଜିଆମେ ଆପଣମାନଙ୍କୁ ବଲିଉଡ୍ ର ଏମିତି କିଛି ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନେ ଅବିକଳ ଝିଅ ପରି ଦେଖାଯାନ୍ତି । ଆପଣମାନେ ନିଜ ମନରେ ସେମାନଙ୍କ ବିଷୟରେ ଏମିତି ଚିନ୍ତା ମଧ୍ୟ କରି ନଥିବେ । ହେଲେ ଏହା ସତ । ତେବେ ଆସନ୍ତୁ ଜାଣିବା ଏହି ବଲିଉଡ୍ ର ଅଭିନେତା ମାନଙ୍କ ବିଷୟରେ ।

୧. ବରୁଣ ଧବନ

ବରୁଣ ଧବନ ହେଉଛନ୍ତି ନୂଆ ଜେନେରେସନର ଜଣେ ଲୋକପ୍ରିୟ ଅଭିନେତା । ସେ ପ୍ରଥମେ କରନ ଜୋହାରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରେ ଡେବ୍ୟୁ କରିଥିଲେ । ଏହା ପରେ ବରୁଣ ହିଟ ଉପରେ ହିଟ ଫିଲ୍ମ କରି ଚାଲିଲେ । ଯଦି ବରୁଣଙ୍କୁ ଝିଅ ହୋଇଥାନ୍ତେ, ତେବେ ଝିଅ ରୂପରେ ସେ ବହୁତ ସୁନ୍ଦର ଦେଖାଯିବେ ।

୨. ରଣବିର ସିଂହ

ବଲିଉଡ ରେ ରଣବିର ବହୁତ ଶୀଘ୍ର ସଫଳତା ହାସଲ କରିଛନ୍ତି । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି । ହେଲେ ରଣବିରଙ୍କୁ ଝିଅ ବେଶ କରିଲେ, ସେ ଅବିକଳ ଝିଅ ପରି ଦେଖାଯିବେ ।

୩. ରଣବିର କପୁର

ରଣବିର କପୁର ମଧ୍ୟ ଆମ ଲିଷ୍ଟରେ ସାମିଲ ଅଛନ୍ତି । ଏହି କିଛି ବର୍ଷ ପୂର୍ବରୁ ରଣବିରଙ୍କ ଫିଲ୍ମ ‘ସଞ୍ଜୁ’ ଆସିଥିଲା । ଏହା ସଞ୍ଜୟ ଦତ୍ତଙ୍କ ବାୟୋଗ୍ରାଫି ଥିଲା ଓ ଏଥିରେ ଲୋକମାନେ ରଣବିରଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯଦି ରଣବିରଙ୍କୁ ଝିଅ ରୂପ ଦିଆଯିବ, ତେବେ ରଣିବିର ଝିଅ ରୂପରେ ବହୁତ ସୁନ୍ଦର ଓ ଆକର୍ଷକ ଦେଖାଯିବେ ।

୪. ସାହିଦ କପୁର

ଆମର ୪ ନମ୍ବର ସ୍ଥାନରେ ଅଛନ୍ତି ସାହିଦ କପୁର । ସାହିଦ କପୁରଙ୍କ ଫିଲ୍ମ ‘କବୀର ସିଂହ’ ରିଲିଜ ହେବା ପରେ ତାଙ୍କ ଲୋକପ୍ରିୟତା ବହୁତ ମାତ୍ରାରେ ବଢିଯାଇଛି । କିନ୍ତୁ ସାହିଦଙ୍କୁ ଯଦି ଝିଅ ରୂପରେ ସଜା ଯାଏ ତେବେ ସାହିଦ କୌଣସି ହିରୋଇନଙ୍କ ଠାରୁ କମ ଲାଗିବେନି ।

୫. ଅକ୍ଷୟ କୁମାର

ବଲିଉଡ ରେ ଖିଲାଡ଼ି କୁମାର ନାମରେ ପରିଚିତ ଅକ୍ଷୟ କୁମାର ହେଉଛନ୍ତି ବହୁତ ଲୋକପ୍ରିୟ ଅଭିନେତା, କାରଣ ସେ ବର୍ଷକୁ କମ ସେ କମ ୨ ରୁ ୩ ଟି ଫିଲ୍ମରେ ନଜର ଆସିଥାନ୍ତି । ହେଲେ ଅକ୍ଷୟ କୁମାର ଝିଅ ରୂପରେ ବହୁତ ସୁନ୍ଦର ଦେଖାଯାନ୍ତି ।

୬. ଟାଇଗର ଶ୍ରୋଫ

ନୂଆ ଜେନେରେସନ ର ଅଭିନେତା ଟାଇଗର ଶ୍ରୋଫ ହେଉଛନ୍ତି ବହୁତ ଲୋକପ୍ରିୟ ଅଭିନେତା । କିଛି ଦିନ ପୂର୍ବେ ତାଙ୍କର ଫିଲ୍ମ ‘ୱାର’ ଆସିଥିଲା । ସେ ଏହି ଫିଲ୍ମରେ ହ୍ରୀତିକ ରୋଶନଙ୍କ ସହ ନଜର ଆସିଥିଲେ । ତାଙ୍କର ଏହି ଫିଲ୍ମ ସୁପର ହିଟ ହେଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଟାଇଗରଙ୍କୁ ଯଦି ଝିଅ ରୂପରେ ସଜାଯିବ ତେବେ ସେ ଅବିକଳ ଝିଅ ପରି ଦେଖାଯିବେ ।